Latest Odisha News

BREAKING NEWS

Browsing Category

ଓଡିଶା

Odisha

Odisha DGP: ଡିଜିପି ଚୟନ ମାମଲା:ସୁପ୍ରିମକୋର୍ଟରେ ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚିଲା

ଭୁବନେଶ୍ବର:ରାଜ୍ୟରେ ସ୍ଥାୟୀ ଡିଜିପି ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣିକୁ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆସନ୍ତା ୭ ତାରିଖରେ ଏହି ମାମଲାର ଶୁଣାଣି କରିବେ ।…

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ୧୭ ତମ ଦିବସରେ ଗଣତିମଣତି କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ୧୧ ଟା ୧୫ ରୁ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇ ୭ ଟା ୩୮ ପର୍ଯ୍ୟନ୍ତ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:କମିଲା ପିୟୁସିସି ଫାଇନ୍, ଆସିଲା ନୂଆ ନିୟମ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ କମିଲା PUCC ଫାଇନ୍। ଜାରି ହେଲା ନୂଆ ନିୟମ। ପୂର୍ବରୁ ପିୟୁସିସି ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ ହେଉଥିଲା। ୨୦୧୯ରୁ ଏହି ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା…

ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣା; ଠକ ବାବା ଓ ସହଯୋଗୀ ଗିରଫ

ଫୁଲବାଣୀ: କନ୍ଧମାଳରେ ଏକ ନିଃସନ୍ତାନ ଦମ୍ପତିଙ୍କୁ ଗର୍ଭଧାରଣରେ ସାହାଯ୍ୟ କରିବା ପାଇଁ ଔଷଧ ଦେଇ ହତ୍ୟା ଅଭିଯୋଗରେ ଜଣେ ଠକ ବାବା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ସେମାନେ ଔଷଧ ବଦଳରେ କୀଟନାଶକ ପିଆଇ ଦେଇଥିଲେ। ଅଭିଯୁକ୍ତମାନେ ରାଇକିଆ ପୋଲିସ ସୀମା ଅନ୍ତର୍ଗତ…

ପୁଣି ଭିଜିବ ଓଡ଼ିଶା; ସେପ୍ଟେମ୍ବର ୫ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଏକ ଲଘୁଚାପ ପ୍ରଣାଳୀ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ଅନୁଯାୟୀ, ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ସଂଲଗ୍ନ…

ବିପଦ ସଙ୍କେତ ଟପୁଛି ସୁବର୍ଣ୍ଣରେଖା; ଆତଙ୍କିତ ଅଞ୍ଚଳବାସୀ 

ବାଲେଶ୍ୱର: ବାଲେଶ୍ୱରର ରାଜଘାଟରେ ଜଳସ୍ତର ୧୧.୫୨ ମିଟରକୁ ବୃଦ୍ଧି ପାଇଛି। ଯାହା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ବୁଡ଼ି ଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀ ମଧ୍ୟ ଜଳେଶ୍ୱରରେ ବିପଦ ସଙ୍କେତ ଅତିକ୍ରମ କରିଛି। ରିପୋର୍ଟ ଅନୁଯାୟୀ, ଆଜି ରାଜଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସକାଳ…

ଭୁବନେଶ୍ବରର KFCରେ ଖାଉଥିଲେ ସାବଧାନ; ବାସି ମାଂସ ଜବତ…

ଭୁବନେଶ୍ୱର: ଓଡ଼ିଶା ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ଭୁବନେଶ୍ୱରର ଜୟଦେବ ବିହାରର ଏକ KFC ଆଉଟଲେଟ୍‌ରୁ ଚଢାଉ ସମୟରେ ବାସି ଏବଂ ଫ୍ରୋଜେନ୍ ମାଂସ ଜବତ କରିଥିଲେ।ଯାହା ପରେ ରାଜ୍ୟରେ ଅନ୍ତର୍ଜାତୀୟ କମ୍ପାନୀ ଦ୍ୱାରା ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା ଉପରେ ଚିନ୍ତା ପ୍ରକାଶ…

ପାଣି ଭର୍ତ୍ତି ଗାତକୁ ଖସିଲା କାର, ଦମ୍ପତି ମୃତ

ପାରାଦୀପ: ପାରାଦୀପର ଗଡ଼ ମାର୍କେଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର ରାସ୍ତା ଡିଭାଇଡରରେ ଧକ୍କା ଦେଇ ପାଣି ଭର୍ତ୍ତି ଗାତରେ ପଡ଼ିଯିବାରୁ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବିଭୂତି ଭୂଷଣ ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ ବୋଲି ଜଣାପଡିଛି। ବିଭୂତି…

ପ୍ରବଳ ବର୍ଷା ଆଶଙ୍କା; ଆଜି ଯାଜପୁରରେ ବନ୍ଦ ରହିବ ସ୍କୁଲ 

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଦୁଇଟି ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ବୁଧବାର ୭୧ଟି ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକର ୬୫ଟି ସ୍କୁଲ ଏବଂ ବିଞ୍ଝାରପୁର ବ୍ଲକର ୬ଟି ସ୍କୁଲ ଆଜି ବନ୍ଦ ରହିବ। ଅପରପକ୍ଷରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ରାମଗିରି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଭାଉଜର ବେକ କାଟିଦେଲା ଦିଅର। ଘଟଣା ସ୍ଥଳରେ ଭାଉଜର ମୃତ୍ୟୁ। ମୃତ ଭାଉଜ ଜଣକ ହେଲେ ୩୫ ବର୍ଷୀୟ ମୀତା ସେଠୀ। ସୂଚନା ଅନୁସାରେ ସାତ ମାସତଳେ କିଡନୀ ରୋଗରେ ପଡି ସ୍ବାମୀ…