Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରରୁ ଗିରଫ ଟ୍ୟୁସନ ମାଷ୍ଟର, ଅପହୃତା ୨ ନାବାଳିକା ଉଦ୍ଧାର

ଭୁବନେଶ୍ବର : ଶେଷରେ ବନ୍ଧା ହେଲେ ରସିକିଆ ଟ୍ୟୁସନ୍ ମାଷ୍ଟର। ପାଠ ପଢାଉଥିବା ଛାତ୍ରୀଙ୍କୁୂ ଅପହରଣ କରି ନେଇଥିବା ଏହି ଟ୍ୟୁସନ୍ ସାର୍ଙ୍କୁ ସମ୍ବୁଲପୁରରୁ ଗିରଫ କରିଛି ପୁଲିସ୍। ଭୁବନେଶ୍ବରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାର ଅପହରଣ କରିନେବା ଅଭିଯୋଗ ହୋଇଥିଲା। ଟ୍ୟୁସନ ସାର୍…

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ; ରାଜ୍ୟର ୧୭ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡରେ ଥରୁଛି ସାରା ରାଜ୍ୟ। ମଙ୍ଗଳବାର ରାତିରେ ଫୁଲବାଣୀରେ ପ‌ାରଦ ତଳକୁ ଖସି ୩.୬ ଡିଗ୍ରି ସେଲସିୟସରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି। ଫୁଲବାଣୀ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗିବାଡିରେ ୪.୫ ଡିଗ୍ରୀ ସେଲସିୟସ…

ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ ଆତଙ୍କ

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ । ଆତଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସଦର ରେଞ୍ଜର ଜଡିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ମହଜୁଦ ରହୁଥିବା ଘରର କାନ୍ଥ ଓ କଣା ପଶି ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୮୩ଜଣ କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୮୩ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସଙ୍ଗରୋଧରୁ ୧୦୮ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୭୫ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୦ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ବିଦ୍ୟୁତ ସର୍ଟସର୍କିଟରୁ ଜଳିଗଲା ଦୁଇ ବଖରା ଘର

କାମାକ୍ଷାନଗର: ବିଦ୍ୟୁତ ସର୍ଟ ସର୍କିଟରୁ ଜଳିଗଲା ଦୁଇ ବଖରା ଘର । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ବାପ, ପୁଅ ଗୁରୁତର ହୋଇଥିଲେ । ଗୁରୁତରମାନେ ହେଲେ ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଓ…

ରାଜ୍ୟରେ ଶୀତର ଲହରୀ, ପ୍ରବଳ ଥଣ୍ଡା ସହ କୋହଲା ପବନରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ରାତି ବଢ଼ିଲେ ପାରଦ ଖସୁଛି । ଶୀତରେ ଥରୁଛି ସାରା ଓଡ଼ିଶା । ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ସକାଳୁ ସକାଳୁ ବୋହୁଛି କାଲୁଆ ପବନ । ଶୀତ ବସ୍ତ୍ର ପିନ୍ଧିଲେ ମଧ୍ୟ କାମ ଦେଉନାହିଁ । ପ୍ରବଳ ଥଣ୍ଡାରେ ହାତ, ଗୋଡ଼ ଥରୁଛି । ଲଗାତାର କମିବାରେ ଲାଗିଛି ତାପମାତ୍ରା…

ସାମ୍ବାଦିକଙ୍କ ପରିବାରକୁ ସହାୟତା

ରାୟଗଡା: ରାୟଗଡା ଜିଲ୍ଲା ଓଟିଭି ସାମ୍ବାଦିକ ମନୋଜ ପାତ୍ରଙ୍କ ମୃତ୍ୟୁ ଘଟଣା ଆଜକୁ ୯ ଦିନ ବିତିଯାଇଛି । ମନୋଜଙ୍କ ମୃତ୍ୟୁରେ ତାଙ୍କ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ସେ ପରିବାର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ମନୋଜଙ୍କ ଅସହାୟ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛି ଗାନ୍ଧୀ…

ରାଜଧାନୀକୁ ପୁଣି ଫେରିଲା କୋଭିଡ୍ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର : ଭୟ ବଢ଼ାଇଲା ନୂଆ ଭାରିଆଣ୍ଟ ଓମିକ୍ରନ୍ । ନୂଆ ଭାରିଆଣ୍ଟକୁ ନେଇ ଭୟ ବଢ଼ିଥିବା ବେଳେ, ଏବେ ରାଜଧାନୀ ଭୁବନେଶ୍ବରକୁ ପୁଣି ଫେରିଛି କଣ୍ଟେନମେଣ୍ଟ । ଏକାଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତା ଭାବେ ପଦକ୍ଷେପ ନେଇ ବିଏମସି । ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡ ଓ…

କେରଳ ବିଜେପି ନେତାଙ୍କୁ ହତ୍ୟା ଘଟଣା: ରାଜଧାନୀରେ ବିଜେପି ଓବିସି ମୋର୍ଚ୍ଚାର ପ୍ରତିବାଦ

ଭୁବନେଶ୍ୱର : କେରଳରେ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକଙ୍କ ରଂଜିତ ଶ୍ରୀନିବାସନ୍ ଙ୍କୁ ହତ୍ୟା ଘଟଣାରେ ରାଜଧାନୀରେ ପ୍ରତିବାଦ କଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା । ବିଜେପି ପାର୍ଟି ଅଫିସରୁ ବାହାରି ଏକ ପଟୁଆରରେ ରାମ ମନ୍ଦିର ସମ୍ମୁଖରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ…

[ଭିଡ଼ିଓ] ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡା: ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏ ଅବସରରେ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୂଲ୍ୟରେ ବିଭିନ୍ନ ବର୍ଗର ୨୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ…