Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦୁଝରରେ ମାତିଛନ୍ତି ୧୪ ଟିକିଆ ହାତୀପଲ , ନଷ୍ଟ କରୁଛନ୍ତି ଫସଲ

କେନ୍ଦୁଝର : କେନ୍ଦୁଝରରେ ମାତିଛନ୍ତି ହାତୀ । ଚାଷୀଙ୍କ ଧାନ ବିଲରେ ଚାଷ ହୋଇଥିବା ଏକର ଏକର ପାଚିଲା ଧାନ କ୍ଷେତ ସବୁ ନଷ୍ଠ କରିଦେଇଛନ୍ତି ୧୪ ଟିକିଆ ହାତୀପଲ୍ଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଚାଷ ସବୁ ନଷ୍ଟ ହୋଇଯାଇଛି ।…

ଆଇପିଏସ୍‌ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର : ସାଇବର ଠକ ହାବୁଡରେ ଆଇପିଏସଙ୍କ ପତ୍ନୀ । ଗତ ଦୁଇ ବର୍ଷ ଭିତରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ । ଅନୁଜା…

[ଭିଡ଼ିଓ] ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ନେଇ କାନ୍ଦିଲେ ଛାତ୍ରଛାତ୍ରୀ: ଭିଡ଼ିଓ ଭାଇରାଲ

ନବରଙ୍ଗପୁର :ସ୍କୁଲ ଛାଡିବେ ପ୍ରଧାନ ଶିକ୍ଷକ। ଗୋଟିଏ ସ୍କୁଲରୁ ଅନ୍ୟ ଗୋଟିଏ ସ୍କୁଲକୁ ବଦଳି ଅର୍ଡର ମିଳିବା ପରେ ବଦଳିଯାଇଥିିଲା ସ୍କୁଲ ପରିବେଶ । ଛାତ୍ରଛାତ୍ରୀଙ୍କ ଗହଣରେ ମିଳିଥିଲା ଅନେକ କ୍ଷୋଭ । ସମସ୍ତଙ୍କ ଆଖିରେ ଲୁହ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଡାବୁଗାଁର ବେଦନା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଜଣେ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି । କଳାହାଣ୍ଡିରୁ ଜଣେ ୮୩ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୪୪୧କୁ…

କନ୍ଧମାଳ; ଓଲଟିଲା ଟୁରିଷ୍ଟ ବସ୍, ୩୦ ଆହତ

କନ୍ଧମାଳ: ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ପୋଲିସ ସୀମା ଅନ୍ତର୍ଗତ କାଲିଙ୍ଗା ଘାଟିରେ ଏକ ବସ୍ ଓଲଟି ପଡିବାରୁ ଅତି କମରେ ୩୦ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ବ୍ରହ୍ମପୁର ଏମଥକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଫୁଲବାଣୀ ଜିଲ୍ଲା ହେଡ କ୍ୱାର୍ଟର୍ସ ହସ୍ପିଟାଲ ଏବଂ…

୨୪ଘଣ୍ଟାରେ ରାଜ୍ୟରେ ୧୫୪ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ୨୪ଘଣ୍ଟା ଭିତରେ ରାଜ୍ୟରେ ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯୧ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୬୩ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

୧୧ ଡିଗ୍ରୀ ତଳେ ରାଜ୍ୟର ୮ ସ୍ଥାନ; ଦାରିଙ୍ଗବାଡି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଶୀତରେ ଥରୁଛି ସାରା ରାଜ୍ୟ। ୧୧ ଡିଗ୍ରୀ ତଳେ ରାଜ୍ୟର ୮ ସହର। ୬.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହିତ ଦାରିଙ୍ଗବାଡି ଓଡ଼ିଶାର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ସୂଚନା ଅନୁଯାୟୀ ରାଜ୍ୟର ୮ ସହରର ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଛି। ଫୁଲବାଣୀ ୭.୫,…

ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡ଼ମିଶନର ସମୟସୀମା

ଭୁବନେଶ୍ୱର: ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡ଼ମିଶନ ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ସମୟସୀମା ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ୧୫ତାରିଖ ଯାଏଁ ରହିଥିଲା । ଏହି ସମୟ ସୀମାକୁ ବଢ଼ାଇବା ପାଇଁ ପ୍ରଥମେ ହାଇକୋର୍ଟ ଓ ପରେ…

ଆହୁରି ବଢ଼ିବ ଶୀତ, ରାଜ୍ୟରେ ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ଖସିବ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ଥଣ୍ଡା । ରାତି ତାପମାତ୍ରା ୨ରୁ ୩ଡ଼ିଗ୍ରୀ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବେ ଥଣ୍ଡା କମିବ ନାହିଁ । ଆସନ୍ତା ୫ଦିନ ଯାଏଁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । ଓଡ଼ିଶାକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ…

ସଫଳ ଟିକା ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଲା ଆଇଏସଓ ମାନ୍ୟତା

ସୁନ୍ଦରଗଡ଼ : ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସହିତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଛି ଆଇଏସଓ ମାନ୍ୟତା । ଇଣ୍ଟରନ୍ୟାସନାଲ ଆକ୍ୟୁରେଟ୍…