Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ ,ଜଣେ ଗିରଫ

ପିପିଲି : ପୋଲିସ ହାତରେ ଧରାପଡିଲା ବ୍ରାଉନ ସୁଗାର ବ୍ୟବସାୟୀ । ପିପିଲି କାକୁଡିଆ ଛକରୁ ୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅବିନାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ।…

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡିର ଛାତ୍ର ଓ ଯୁବନେତା

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ବିଜେଡିର ରଣନୀତି । ଘରେ ପହଁଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ।ଏହାକୁ ଲୋକଙ୍କ ପହଞ୍ଚାଇବ ବଜେଡି ଯୁବଛାତ୍ର ସଂଗଠନର କର୍ମକର୍ତ୍ତା । ଏନେଇ ରାଜଧାନୀ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ…

ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ଦେବବ୍ରତ ଲେଙ୍କା । ଦେବବ୍ରତ ନକଲି ଆଧାର କାର୍ଡ଼ ତିଆରି କରି ଜମି ବିକ୍ରୟ…

ଥମୁନି ବ୍ଲୁ-ଫ୍ଲାଗ ବିଚ୍ ବିବାଦ, ତେଜୁଛି ବିରୋଧ

ପୁରୀ: ଦୀର୍ଘଦିନ ଧରି ଜାରି ରହିଛି ବ୍ଲୁ-ଫ୍ଲାଗ୍ ବିଚକୁ ବିରୋଧ । ଏନେଇ ମତ୍ସଜୀବୀ ଓ ଉଠା ଦୋକାନୀମାନେ ବ୍ଲୁ-ଫ୍ଲାଗ୍ ବିଚ୍ ବିରୋଧରେ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । ଶତାଧିକ ମହିଳା ଓ ପୁରୁଷ ବ୍ଲୁ-ଫ୍ଲାଗ୍ ବିଚ୍ ନିର୍ମାଣକୁ ନେଇ କାର୍ଯ୍ୟ ବନ୍ଦ ଦାବି କରିଥିଲେ । ପୂର୍ବରୁ…

[ଭିଡ଼ିଓ] ରାଜରାସ୍ତାରେ ପାଇକ ପୁଅର ରଣ ହୁଙ୍କାର

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜିଲେ ପାଇକପୁଅ । ବାଦ୍ୟର ତାଳେ ତାଳେ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରିବା ସହିତ ଦାବି ପୂରଣ କରିବାର ଜିଦ୍ ଜୋର୍ ଧରିଛି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଜୋର ଧରିଲା ଆନ୍ଦୋଳନ । ତା ସହିତ ପାଇକ ସ୍ମାରକୀ ନିର୍ମାଣ…

ଚିତ୍ତରଞ୍ଜନ ମୃତ୍ୟୁ ମାମଲା ; ପରିବାର ଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ ଟିମ୍

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଚିତ୍ତରଞ୍ଜନଙ୍କ ପରିବାରକୁ ଭେଟିଛି କ୍ରାଇବ୍ରାଞ୍ଚ ଟିମ୍  ଏବଂ ଚିତ୍ତ ରଞ୍ଜନଙ୍କ ପରିବାରର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ପୁରୀ ବାସେଳୀସାହି ଥାନାରେ ଚାଲିଛି…

ବିଭିନ୍ନ ସମସ୍ୟା ନେଇ ଗୁଣୁପୁର ପୌର ପରିଷଦ ବିରୁଦ୍ଧରେ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା

ଗୁଣୁପୁର: ଗୁଣୁପୁର ପୌର ପରିଷଦର ୨୧ଟି ୱାର୍ଡ଼ର ଲୋକଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନଥିବା ନେଇ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ପାନୀୟ ଜଳ ଯୋଗାଣରେ ତ୍ରୁଟି ରହୁଥିବା ଏବଂ ବିଭିନ୍ନ ଜନହିତକର ଯୋଜନାରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ଡ଼ାକବଙ୍ଗଳାରେ…

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

କଟକ : ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାସଗୃହ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ବା ହାଉସିଂ ବୋର୍ଡ ପକ୍ଷରୁ କଟକ ନୂଆ ବଜାର ବିଦ୍ୟାଧର ପୁରଠାରେ ଏହି ଯୋଜନା ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଞ୍ଜସେନାର ବିକ୍ଷୋଭ ପ୍ରଦର୍ଶନ

ମୟୁରଭଞ୍ଜ: ୫ଟି ଯୋଜନାରେ ହେଉଥିବା କାର୍ଯ୍ୟଗୁଡ଼ିକୁ ଟେଣ୍ଡର କରିବା ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ୫ଟି ଯୋଜନାରେ ହେଉଥିବା ସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟଗୁଡ଼ିକୁ ବିନା ଟେଣ୍ଡର ମାଧ୍ୟମରେ କରାଯାଉଛି । ଜେଇ ଏବଂ ବିଜେଡ଼ିର ଠିକାଦାରଙ୍କ ମଧ୍ୟରେ…

କିରଣ୍ଡଲ-ବିଶାଖାପାଟଣା ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ । ଆଜି ଭୋର ସକାଳୁ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି । ଓଡ଼ିଶା ଛତିଶଗଡ଼ ବଡର ଭନସି ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ୫ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡଲଠାରୁ କୋରାପୁଟ…