Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

କାମାକ୍ଷାନଗର: ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର ହୋଇଛନ୍ତି । ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସୋଲଗାଁ ନୂଆସାହି ନିକଟରେ ଜଣେ ଚାଷୀ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଚାଷୀ ଜଣକ ହେଲେ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିପେଇଝରଣ ଗାଁର ବୀର ପ୍ରଧାନ । ଗତକାଲି ସନ୍ଧ୍ୟା…

୨୪ଘଣ୍ଟାରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮ଜଣ ଓ ସ୍ଥାନୀୟ ସଂକ୍ରମଣ କେସ୍ ରହିଛି ୭୫ଜଣ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୬ଜଣ ପଜିଟିଭ୍ ବାହାରିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ହସ୍ପିଟାଲ ଛାତରୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା

ଅନୁଗୁଳ: ହସ୍ପିଟାଲ ଛାତରୁ ତଳକୁ ଡ଼େଇଁ ରୋଗୀଙ୍କ ଆତ୍ମହତ୍ୟା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଚିକୁନ ବିଶ୍ୱାଳ । ସୂଚନା ଅନୁସାରେ, ଗତକାଲି ସାନିଟାଇଜର ପିଇ ଦେଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ଜାଡ଼ରେ ଥରୁଛି ଓଡ଼ିଶା: ୨୨ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଖସୁଛି ପାରଦ । ଶୀତ ବଢୁଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୨୨ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡ଼ି । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ…

ଓଡ଼ିଶାର ରାଜବୀର ପାଇଁ ଚିକିତ୍ସା ସହାୟତା ମାଗିଲେ ସୋନୁ ସୁଦ

ମୁମ୍ବାଇ: କନ୍ଧମାଳର କୁନି ପୁଅ ରାଜବୀର ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ସହାୟତା କରିବାକୁ ସେ ଅପିଲ୍ କରିଛନ୍ତି । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ…

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି

ପୁରୀ: ଆଜି ହେଉଛି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେଉଛି । ଆଜିଠୁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଶ୍ରୀମନ୍ଦିରରେ ଏହି ନୀତି ମାସେ ଧରି ଚାଲିବ । ପୌଷମାସରେ ମା’ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଏହି ସମୟରେ ମାତା ଯଶୋଦା ପହିଲି ଭୋଗରେ…

ପୋଲିସ ପାଠଶାଳା: ଆଜିଠୁ ବରିଷ୍ଠ ପୋଲିସ ଅଫିସରଙ୍କ ୩ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀକୁ ପୋଲିସ ଡିଜି ଅଭୟ ଭର୍ଚୁଆଲରେ ଉଦଘାଟନ କରିବେ । ପ୍ରଥମ ଦିନରେ ମୁଖ୍ୟ ପ୍ରସଙ୍ଗ ରହିବ ରାଜ୍ୟର ଅପରାଧିକ ଚିତ୍ର, ଆଇନ ଶୃଙ୍ଖଳା ସ୍ଥିତି ଓ ମାଓ ଦମନ । ଏସବୁ…

ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୧୮ତାରିଖ ଯାଏ ଚାଲିବ । ଧାମରାଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ଉପକୂଳରେ ଡଲଫିନ୍ ଗଣନା କରାଯାଉଛି । ଏଥିପାଇଁ ୯ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୩ରୁ ୫ଜଣ…

ଆଜିଠୁ ଜଗା ଦର୍ଶନ ଲାଗି ନୂଆ ଏସଓପି

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବାର ଭକ୍ତମାନେ ସୁଯୋଗ ପାଇବେ । ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ଏହି ନୂଆ ଏସଓପି ଆଜିଠାରୁ ଲାଗୁ ହେବ । ଶ୍ରୀମନ୍ଦିରରେ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଯାଜପୁର

ଯାଜପୁର : ଯାଜପୁର ପାଇଲା ସ୍ମାର୍ଟ ହେଲଥ କାର୍ଡ । ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଆଜି ସନ୍ଧ୍ୟାର ଏନଏସି କଲେଜ ପଡିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ…