Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଉରକେଲାରେ ନିର୍ମଣାଧୀନ ହକି ଷ୍ଟାଡିୟମର ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ

ରାଉରକେଲା : ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର…

ଆସନ୍ତାକାଲିଠୁ କୋଣାର୍କ ମହୋତ୍ସବ, ଅନୁଷ୍ଠିତ ହେଲା ସାଇକ୍ଲୋଥନ୍

କୋଣାର୍କ : ଆସନ୍ତାକାଲିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି ପର୍ଯ୍ୟଟନ ବିଭାଗ । ଏହି ଅବସରରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ‘ମୋ କୋଣାର୍କ, ମୋ ଗର୍ବ’ ବାର୍ତ୍ତା ନେଇ ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଛି । କୋଣାର୍କ…

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ‘କୁ ନେଇ ସାରା ବିଶ୍ବରେ ଆତଙ୍କ । ଅଧିକାଂଶ ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇ ସାରିଥିବା ବେଳେ, ବିଭିନ୍ନ ଦେଶରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି । କରୋନା ଟିକାର ଦୁଇଟି ଡୋଜ୍ ନେଇ ସାରିଥିବା ଲୋକମାନେ ମଧ୍ୟ ଏହି ଭାରିଆଣ୍ଟରେ…

[ଭିଡ଼ିଓ] ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ ପ୍ରଭାତ

କଟକ: ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ କଟକ ପୁଅ । କଟକ ଚାଉଳିଅଗଞ୍ଜ ମଠସାହିର ପ୍ରଭାତ ସାହୁ । ପ୍ରଭାତ ୬ ସେଣ୍ଟି ମିଟର ଉଚ୍ଚତାର ଜଗନ୍ନାଥଙ୍କ ଗଜାନନ ବେଶ କରି ରେକର୍ଡ କରିଛନ୍ତି । ବିଶ୍ୱର ସବୁଠୁ କ୍ଷୁଦ୍ରତମ ଚିତ୍ର ନିଜ ରଙ୍ଗ ତୂଳୀରେ ସଜାଇଛନ୍ତି ପ୍ରଭାତ । ଆୟୋଜିତ ହୋଇଥିବା ଏହି…

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ବାଦ ପତ୍ର ହକର ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ ।…

[ଭିଡିଓ] ମାର୍କଟରେ ନୂଆ ଟ୍ରେଣ୍ଡ ”ମେହେନ୍ଦି ବ୍ଲାଉଜ”

ଭୁବନେଶ୍ୱର : ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି 'ମେହେନ୍ଦି ବ୍ଲାଉଜ' । ହେଲେ ଏହି 'ମେହେନ୍ଦି ବ୍ଲାଉଜ' କଣ ? କହିବାକୁ ଗଲେ ଏହା ଏକ ବ୍ଲାଉଜ ନୁହେଁ । ବରଂ ହୀନା ମେହେନ୍ଦିକୁ ବଡିରେ ଆର୍ଟ କରାଯାଇ ବ୍ଲାଉଜର ରୂପ ଦିଆଯାଇଛି । ଜଣେ ମଡେଲ ଏହି ହିନା ମେହେନ୍ଦିରେ ତିଆରି ବ୍ଲାଉଜକୁ…

ପୁଣି ଚର୍ଚ୍ଚାରେ ଅମିଷା ପଟେଲ, ଏଥର ଗିରଫ ହୋଇପାରନ୍ତି !

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ଭୋପାଳ କୋର୍ଟ ନୋଟିସ୍ ଜାରି କରିିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାଣ କରିବା ଲାଗି ଅଭିନେତ୍ରୀ ଅମିଷା ୟୁଟିଏଫ୍ ଟେଲିଫିଲ୍ମସ୍ ପ୍ରାଇଭେଟ୍…

ସ୍ୱାସ୍ଥ୍ୟଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପରାମର୍ଶ: ବୈଠକ ପରେ ଡ଼ାକ୍ତର ରମାରମଣ ମହାନ୍ତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ କେନ୍ଦ୍ର ସରକାର । ଆଜି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଓମିକ୍ରନ ପ୍ରସଙ୍ଗରେ ବୈଠକ କରିଛନ୍ତି । ବୈଠକ ପରେ ଡ଼ିଏମଇଟି ରମାରମଣ ମହାନ୍ତି କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର…

[ଭିଡ଼ିଓ] ପରିଶୋଧ ହୋଇପାରୁନି ଋଣ, ଟଙ୍କା ଗଣି ଚାଷୀ ନୟାନ୍ତ

ଖଡିଆଳ: ଋଣ ଯନ୍ତାରେ ଚାଷୀ । ଚାଷ କାମ ପାଇଁ ଋଣ ଆଣିଥିଲେ । ତାକୁ ପରିଶୋଧ କରିଚାଲିଥିଲେ ବି ଏଯାଏ ଋଣ ମୁକ୍ତ ହୋଇପାରିନାହାନ୍ତି । ଏ ହେଉଛନ୍ତି ନୂଆପଡ଼ା ଖଡିଆଳ ସାନମହେଶ୍ୱର ଗାଁର ଭୁବନ ଗଉଡ଼ । ବ୍ୟାଙ୍କରୁ ୫୧ହଜାର ଟଙ୍କା ଋଣ ଆଣିଥିବା ବେଳେ ୧୭ ହଜାର ଟଙ୍କାର ସବସିଡି ଥିଲା । ତେବେ ଚାଷ…

ମାମୁଁ ଘର କୂଅରେ ବୁଡି ଭଣଜାର ଜୀବନ ଗଲା

ନରସିଂହପୁର : କୂଅରେ ବୁଡି ନାବାଳକର ଜୀବନ ଗଲା । ମାମୁଁ ଘରକୁ ବୁଲିବାକୁ ଯାଇଥିଲା ଭଣଜା । ହେଲେ କାଳ ହୋଇ ବସିଥିଲା ଯମ । ନରସିଂହପୁର କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗାଁ ର ଶ୍ରୀକାନ୍ତ ବେହେରାଙ୍କ ପୁଅ ଜ୍ଞାନରଞ୍ଜନ ବେହେରା । ତାଙ୍କୁ ବୟସ ୮ ବର୍ଷ ହେବ । ଜ୍ଞାନ ନରସିଂହପୁର ଥାନା…