Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ଆଗତ ହେବ ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ଅପରାହ୍ଣରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିବେ । ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍ ଗୃହୀତ…

ଭୀଷଣ ରୂପ ନେଇ ଆସୁଛି ବାତ୍ୟା, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦୁଇ ମାସର ବ୍ୟବଧାନରେ ପୁଣି ଓଡ଼ିଶାକୁ ବାତ୍ୟା ବିପଦ । ଚଳିତ ବର୍ଷର ଦ୍ବିତୀୟ ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ…

ଭଦ୍ରକରେ ଏନକାଉଣ୍ଟର: ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଦ୍ରକ: ସକାଳୁ ସକାଳୁ ଭଦ୍ରକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ବରପଦା ନିକଟରେ ସେମାନଙ୍କ ଉପରେ ଏନକାଉଣ୍ଟର କରିଥିଲା ଭଦ୍ରକ ପୋଲିସ । ଆହତ ଦୁଇ ଅପରାଧୀ ହେଲେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ପ୍ରହଲ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ…

ପୋଲିସ କର୍ମଚାରୀଙ୍କ ପାଇଁ ୫୦୪ ସରକାରୀ ଗୃହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୋଲିସ କର୍ମଚାରୀଙ୍କ ପାଇଁ ସରକାରୀ ଗୃହର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ଆଦର୍ଶ ଆରକ୍ଷୀ ପରିବାର ଆବାସ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମାଣ ହେବାକୁ ଥିବା ବାସଗୃହର ତିନି…

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ

ବଲାଙ୍ଗିର : ଭିଜିଲାନ୍ସ ଜାଲରେ ଥାନା ବାବୁ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ପଡ଼ିଛନ୍ତି ଏବେ ଭିଜିଲାନ୍ସ ଜାଲରେ । କାରରେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ବିନୋଦ ବିହାରୀଙ୍କୁ କାବୁ କରିଛି ଭିଜିଲାନ୍ସ । ବରଗଡ଼ ଟୋଲ ଗେଟ୍…

୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁଞ୍ଜି ନିବେଶର ହବ୍‌ ପାଲଟିଛି ଓଡ଼ିଶା । ହଜାରେ କୋଟି ଟଙ୍କା ପୁଞ୍ଜି ନିବେଶରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୨ କୋଟି ଟଙ୍କା ବିନିଯୋଗରେ ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୮୪୮ କୋଟି…

ମମିତା ମେହେର ହତ୍ୟା ମାମଲା, ତଦନ୍ତ ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆଗେଇବ ତଦନ୍ତ । ମାମଲାରେ ତଦନ୍ତ ପ୍ରକ୍ରିୟାର ତଦାରଖ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏଥିରେ ଜଣେ କାର୍ଯ୍ୟରତ…

କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ନିପାତର ଡେମୋ

କଟକ : ବନ୍ଧୁକ ଧରି ରେଳଷ୍ଟେସନ ପରିସରରେ ସଜାଗ୍ ଅଛନ୍ତି ଯବାନ । ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଏମାନଙ୍କ ପ୍ରତିଟି ମୂହୁର୍ତ୍ତ ହୋଇପଡିଛି ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବା ଓସଓଜିର ଯବାନ ମାନେ । କଟକ…

ଆସିଲା ଡିସେମ୍ବର ଗାଇଡଲାଇନ୍, ଜିରୋ ନାଇଟ୍ ସେଲିବ୍ରେସନ ମନା

ଭୁବନେଶ୍ବର : କରୋନା ଭୂତାଣୁକୁ ନେଇ ଭୟ ଥମି ନଥିବା ବେଳେ, ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କିତ ହେଲେଣି ଲୋକେ । ଏଭଳି ସ୍ଥିତିରେ ରାଜ୍ୟରେ ଲାଗୁ ହୋଇଛି ଡିସେମ୍ବର ମାସର କୋଭିଡ ଗାଇଡଲାଇନ୍ । ନୂଆ ଗାଇଡଲାଇନ ଅନୁସାରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି । ଏନେଇ…

[ଭିଡ଼ିଓ] ସମୁଦ୍ରରେ ସମରାଭ୍ୟାସ ସାଗର କବଚ-୨୦୨୧

ପାରାଦୀପ: ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ-୨୦୨୧। ଜଳପଥକୁ ସୁରକ୍ଷା ଓ ବିପଦ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ସମୁଦ୍ରରେ ଚାଲିଛି କସରତ । ସମରାଭ୍ୟାସରେ କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ସମେତ ୧୮ ରୁ ଉର୍ଦ୍ଧ୍ବ ବିଭାଗ ହୋଇଛନ୍ତି ସାମିଲ…