Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହଙ୍ଗା ହେଲା ମୋବାଇଲ ସେବା

ଭୁବନେଶ୍ୱର: ମହଙ୍ଗା ହେଲା ମୋବାଇଲ ସେବା । ଦେବାକୁ ପଡିବ ଅଧିକ ଟଙ୍କା ।  ଭୋଡାଫୋନ୍, ଏୟାରଟେଲ ପରେ ଜିଓ କମ୍ପାନୀ ବଢାଇଛି ରିଚାର୍ଜ ପ୍ୟାକର ଦାମ । କରୋନା ପାଇଁ ସରକାରୀ, ବେସରକାରୀ କାମ ପାଖରୁ ଆରମ୍ଭ କରି ସ୍କୁଲ ଅନଲାଇନରେ ଚାଲିଛି । ଏପରି ସ୍ଥିତିରେ ଫୋନ୍ କଲ୍ ଏବଂ ଡାଟା ପ୍ୟାକ…

ଘୋଷଣା ହେଲା ରାଜ୍ୟ ବିଜେପିର କୋର କମିଟି

ଭୁବନେଶ୍ବର : ସଙ୍ଗଠନକୁ ସୁଦୃଢ଼ କରିବାକୁ ଘୋଷଣା ହୋଇଛି ରାଜ୍ୟ ବିଜେପିର କୋର କମିଟି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୫ ଜଣିଆ କୋର୍ ଟିମ ଗଠନ କରିଛି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

ଭୁବନେଶ୍ବର : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂସ୍କୃତିକ…

ଡରାଇଲାଣି ଓମିକ୍ରନ୍ ଭାଇରାସ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ବିଶ୍ବକୁ ଡରାଇଲାଣି ଓମିକ୍ରନ୍ ଭାଇରସ । ମାମଲା ବଢୁଥିବାରୁ ଏବେ ଦେଶରେ ନିଆଯାଇଛି ଆଗୁଆ ପଦକ୍ଷେପ । ଖାସ କରି ଓମିକ୍ରନ୍ ଭାଇରସକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଉଚ୍ଚସ୍ତରୀୟ ବୈଠକ । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ…

ଓମିକ୍ରନ ଭାରିଆଣ୍ଟର ଫଟୋ ପ୍ରକାଶ, ଡେଲଟା ଭାରିଆଣ୍ଟ ଠାରୁ ଅଧିକ ଭୟଙ୍କର

ନୂଆଦିଲ୍ଲୀ : ଓମିକ୍ରନ ଭାରିଆଣ୍ଟକୁ ନେଇ ବଢ଼ିଲା ଚିନ୍ତା । ଲୋକଙ୍କ ମନରେ ଏହି ନୂଆ ଭାରିଆଣ୍ଟକୁ ନେଇ ଭୟ ଦେଖା ଦେଇଥିବା ବେଳେ, ଏବେ ଏହି ଭାରିଆଣ୍ଟର ପ୍ରକାଶ ପାଇଛି ଫଟୋ । ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ଭୟଙ୍କର ବୋଲି ଜଣାପଡିଛି । ସେପଟେ ବର୍ତ୍ତମାନର ଟିକା ଓମିକ୍ରନକୁ ଆଂଶିକ…

ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ବର : ରିମାଣ୍ଡରେ ଯିବ ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ । କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ । ଫେରାର ଅଭିଯୁକ୍ତ ଓ ସମ୍ପଦର ପୂରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା…

ଟ୍ରାକ୍ଟର ବାଇକ ଧକ୍କାରେ ଜଳିଗଲା ବାଇକ, ଦୁଇ ମୃତ

କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି…

ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଇଓଡବ୍ଲ୍ୟୁ

ଭୁବନେଶ୍ବର : ଠକେଇ ମାମଲାରେ ୩ ଫେରାର ଅଭିଯୁକ୍ତଙ୍କର ଜାରି ହେଲା ଫଟୋ । ଚିଟଫଣ୍ଡ ମାମଲାରେ ସମ୍ପୃକ୍ତ ୩ ଫେରାର ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ଇଓଡବ୍ଲ୍ୟୁ । ଏହାସହ ଠକେଇ ମାମଲାରେ ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କୁ ମଧ୍ୟ ଖୋଜୁଛି ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚ…

୮ ଜିଲ୍ଲାରେ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ : ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟ​‌ରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି…

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡ଼ିସେମ୍ବର ୨ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଭାରତୀୟ ପାଣିପାଗ କେନ୍ଦ୍ରର…