Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ…

ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ…

[ଭିଡ଼ିଓ] ପିପିଲି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଥମୁନି ମମିତା ଝଡ଼ । ଏବେ ପୁଣି କଂଗ୍ରେସ ଦୋହରାଇବ ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ ଟାର୍ଗେଟ କରାଯାଇଛି । ଏ ନେଇ ବିଧାନସଭାରେ ବିଜେଡ଼ିକୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ପିପିଲି ଗଣଦୁଷ୍କର୍ମର ତଦନ୍ତ କମିଶନରଙ୍କ ରିପୋର୍ଟ…

୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆଜି ଯାଜପୁର ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଅପରାହ୍ନରେ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।…

[ଭିଡ଼ିଓ] ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଧାରଣାରେ ପରିବାର

ଭଦ୍ରକ : ଭଦ୍ରକ ଧୁଷୁରୀ ନାବାଳିକା ଅପହରଣ ଘଟଣା । ନ୍ୟାୟ ପାଇଁ ଧାରଣାରେ ନାବାଳିକା ପରିବାର । ଝିଅ ଅପହରଣ ଘଟଣାର ୮ମାସ ବିତିଗଲାଣି । ହେଲେ ଝିଅର ଏଯାଏ ପତ୍ତା ମିଳୁନି । ସେହି ଗାଁର ଜଣେ ଯୁବକ ଝିଅକୁ ଏକତରଫା ପ୍ରେମ କରୁଥିବା ବେଳେ ଅନିଚ୍ଛା ପରେ ବି ଅପହରଣ କରିନେଇଥିବା ଅଭିଯୋଗ…

ଡିସେମ୍ବର ୧ ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ,୫ ଘଣ୍ଟା ଚାଲିବ ଗୃହ : ବାଚସ୍ପତି

ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତି ଅକ୍ଷତାରେ ଏହି ବୈଠକ ବସିଥିଲା। ଏହି ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଡିସେମ୍ବର ୧ରୁ ୩୧ ତାରିଖ…

ଓମିକ୍ରନ ଭ୍ୟାରିଆଣ୍ଟ କେତେ ପ୍ରଭାବିତ ଏହାକୁ ନେଇ ନିର୍ଦ୍ଧିଷ୍ଟ ସୂଚନା ଆସିନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଉପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି ନୂଆ ଭ୍ୟାରିୟଣ୍ଟ ଉପରେ ଅଧିକ ଷ୍ଟଡ଼ି କରିବା ପାଇଁ ଆମକୁ କିଛି ସମୟ ଦରକାର । ଏହାର ସଂକ୍ରମଣ କରିବାର କ୍ଷମତା କେତେ ଅଧିକ,…

କଳାହାଣ୍ଡିରେ ବଢ଼ୁଛି ବେଆଇନ ରନ୍ଧା ମଦ କାରବାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ରନ୍ଧା ମଦ କାରବାର ଦିନକୁ ଦନ ବୃଦ୍ଧି ପାଉଛି । ଗ୍ରାମାଞ୍ଚଳ ଓ ଶ୍ରମିକ ଶ୍ରେଣୀର ଲୋକେ ହାତ ରନ୍ଧା ମଦ ବିପୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ରନ୍ଧା ମଦର ଡ଼ିଗ୍ରୀ ଓ ଏହାର ରନ୍ଧନ ପ୍ରକ୍ରିୟା ସଠିକ୍ ହେଉନଥିବାରୁ ଏହା ଯେତେ ବିଷାକ୍ତ…

ଡିସେମ୍ବର ୧ରୁ କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ ହେବ ,ସଜେଇ ହେଲାଣି ରଙ୍ଗମଞ୍ଚ

କୋଣାର୍କ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ , ଚନ୍ଦ୍ରଭାଗା ବେଳେଭୂମିରେ ଆନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି…

ଅଭବାନୀୟ ଘଟଣା, ଚାଷୀଙ୍କୁ ଦଳି ମାରିଦେଲା ହାତୀ

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଙ୍ଗାର ଭାଲୁପାଲି ଗାଁରେ ଅଭାବନୀୟ ଘଟଣା । ଜଣେ ଚାଷୀଙ୍କୁ ଏକ ହାତୀ ଦଳି ମାରିଦେଇଥିବା ସୂଚନା ମିଳିଛି । ମୃତ ଚାଷୀଜଣକ ଭାଲୁପାଲି ଗାଁର ଗୋପାଳ ପୋଢ଼ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଲୋଇସିଙ୍ଗା ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ…