Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢିବ ଶୀତର ପ୍ରକୋପ; ଥରିବ ରାଜ୍ୟ

ଭୁବନେଶ୍ୱର: ୪୮ ଘଣ୍ଟା ପରେ ଓଡିଶାର ତାପମାତ୍ରା ହ୍ରାସ ପାଇବା ସହିତ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦୁଇ ଦିନ ପରେ ରାଜ୍ୟରେ ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ…

ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ

ଭୁବନେଶ୍ୱର: ରାଜରାସ୍ତାରେ ବିଜେଡ଼ିର ଗର୍ଜନ । ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ଆରମ୍ଭ ହୋଇଯାଇଛି । ରାଜରାସ୍ତାରେ ବିଜେଡି ଯୁବ ଛାତ୍ର ଓ ମହିଳା ସଙ୍ଗଠନର ନାରା । ଦରଦାମ୍ ସବୁ ନିୟନ୍ତ୍ରଣ ନହେବା ଯାଏ ବିଜେଡିର ଆନ୍ଦୋଳନ ଜାରି ରହିବ । ଅଚ୍ଛେ ଦିନର ସ୍ୱପ୍ନ ଦେଖାଇ…

ପୋଲ ତଳୁ ଅଜଣା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନାଥସାହିରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଲ ତଳୁ ମୃତଦେହ ଉଦ୍ଧାର । ଏଯାଏଁ ମୃତବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ପୋଲ ତଳେ ଥିବା ପାଇପଲାଇନ୍ ନିକଟରେ ପଡ଼ିରହିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁରୁଣା ବଜାର ପୋଲିସକୁ ଖବର…

ହାତୀ ଆତଙ୍କ: ଫସଲ ନଷ୍ଟ ସହ ଭାଙ୍ଗିଲେ ୭ଘର

ସୁବର୍ଣ୍ଣପୁର: ବଢ଼ୁଛି ହାତୀ ଆତଙ୍କ । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କୁଦୋପାଲି ଗାଁରେ ହାତୀ ଆତଙ୍କ ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ୩୪ଟିକିଆ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏହାସହ ଗାଁର ୭ଟି ଘର ଭାଙ୍ଗି ଦେବା ସହ ବ୍ୟାପକ ଚାଉଳ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ନଷ୍ଟ…

ଆଜି ରାଜ୍ୟରୁ ୧୭୧ ନୂଆ ପଜିଟଭ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୧୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୩୪ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୮ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୭୩ ଟି ଲୋକାଲ୍‌ କେସ୍‌ ରହିଛି। ସେହିପରି ଅନୁଗୁଳରୁ ୧,…

ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ପାଳନ ହେବ ଉଡ଼ାନ୍ ଉତ୍ସବ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗଦେବାକୁ ଗସ୍ତ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ…

ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠୁ ଯୋଡ଼ିହେବାକୁ ଯାଉଛି କନ୍ଧମାଳ । ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡ଼ିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ…

କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

କୋରାପୁଟ : କୋଟିଆ ପରେ ଦେଓମାଳି ଉପରେ ରହିଛି ଆନ୍ଧ୍ରର ନଜର । ଆନ୍ଧ୍ର ଅଧିକାରୀଙ୍କ ଏକ ଟିମ୍ କୋଟିଆ ଗସ୍ତ କରିବା ପରେ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆ ଗସ୍ତ କରିଛନ୍ତି ।…

ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ

ବାରିପଦା: ନୂତନ ପୋଲ ସଂଯୋଗ ପାଇଁ ଉଚ୍ଛେଦ, ୧୫ ପରିବାର ବିସ୍ଥାପିତ । ରାଜ୍ୟ ରାଜପଥ ବାରିପଦା ପୋଡାଅସ୍ତିଆ ଠାରେ ଏକ ନୂତନ ପୋଲର ସଂଯୋଗୀ କରଣ କାର୍ଯ୍ୟ ଆରମ୍ଭ ହେବ । ଜିଲ୍ଲା ପ୍ରଶାସନ ମୋଟ ୪୦ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିଛି । ଦୀର୍ଘ ଦିନ ହେବ ଲୋକେ ଏଠାରେ ରହିଆସୁଥିବା ବେଳେ…

ନକଲି ଥାନା ଅଧିକାରୀ ଗିରଫ

ଖଲ୍ଲିକୋଟ : ଲୋକଙ୍କୁ ଧମକ ଦେଉଥିଲେ ହେଲେ ପୋଲିସ ହାତରେ ଧରାପଡିଗଲେ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମାଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଫୋନ ରେକଡିଂ ଭାଇରାଲ ହେବାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଚିକିଲି…