Latest Odisha News

BREAKING NEWS

Browsing Category

ଓଡିଶା

Odisha

ମମିତା ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ନୈତିକତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି ରାଜ୍ୟ…

ସୁନ୍ଦରଗଡ ଜିଲ୍ଲା ଖଣି ପ୍ରଭାବିତ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପ୍ରବେଶିକା ପରୀକ୍ଷା କୋଚିଂ ବ୍ୟବସ୍ଥା

ସୁନ୍ଦରଗଡ: ପ୍ରବେଶିକା ପରୀକ୍ଷା ହେଉ ଅବା ଚାକିରୀ ପାଇଁ ଇଣ୍ଟରଭ୍ୟୁ । ସଫଳତା ହାସଲ କରିବା ଲାଗି ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ରହୁଥିବା ସ୍ୱଚ୍ଛଳ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ସୁଯୋଗ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଗ୍ରାମାଂଚଳରେ ରହୁଥିବା ଗରିବ ତଥା ମେଧାବୀ…

ଡ଼ଙ୍ଗା ଭସାଇବାବେଳେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

କାମାକ୍ଷାନଗର: ଡ଼ଙ୍ଗା ଭସାଇବାକୁ ଯାଇଥିବାବେଳେ ନଦୀରେ ଭାସିଯାଇଥିବା ନାବାଳକକୁ ଉଦ୍ଧାର କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଢ଼େଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ବୁଦେ୍ଧଶ୍ୱର ଘାଟରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ ରୋଶନ ନାୟକ । ଏହି ସମୟରେ ନଦୀରେ ସେ ଭାସିଯାଇଥିଲେ । ଜଣେ ମାଛ…

[ଭିଡ଼ିଓ] କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ପୀଠରେ ୧୪୪ଧାରା

ଭୁବନେଶ୍ୱର: ଧର୍ମ ମାସର ଶେଷ ଦିନରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟ ଓ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ହେଲେ ଆଜି ଯାଜପୁର ବଞ୍ଝାରପୁର ବରୁଣେଶ୍ୱର ମନ୍ଦିରରେ ନିୟମର ଖୋଲାଖୋଲି…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର : ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…

[ଭିଡ଼ିଓ] ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ…

[ଭିଡ଼ିଓ] ମତ୍ସ୍ୟ ବିଭାଗ ତରଫରୁ ବାଲିମେଳା ଜଳଭଣ୍ଡାରରେ ଛଡାଗଲା ମାଛ ଜାଆଁଳା

ଚିତ୍ରକୋଣ୍ଡା : ବିଭିନ୍ନ ସ୍ଥାନରେ ଏବେ ଚାଷୀ ମାନେ ମାଛ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି । ଅନ୍ୟପଟେ ମାଛ ଚାଷୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାଲିମେଳା ଜଳ ଭଣ୍ଡାରରେ ଜିଲ୍ଲା ମତ୍ସବିଭାଗ ତରଫରୁ ମାଛ ଯାଆଁଳା ସବୁ ଛଡା ଯାଇଛି । ଲୋକଙ୍କ ଜୀବନ…

[ଭିଡ଼ିଓ] ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପାରାଦୀପ :ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ନେଇ ବନ୍ଦର ନଗରୀ ପାରଦୀପ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଥିଲା ।  ପାରାଦୀପ ବନ୍ଦରରେ ବହୁ ନିଡାମ୍ବର ସହକାରେ ବୋଇତ ବନ୍ଦାଣ ଓ ବନ୍ଦର ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଉତ୍କଳୀୟ ପରମ୍ପରାରା ନିଚ୍ଛକ ପ୍ରତିଛବି ସବୁ ଦେଖିବାକୁ ମିଳିଥିଲା । ସାତ…

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ: ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ଭୁୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ । ଗତକାଲି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଭିଜିଲାନ୍ସ । ଋଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାର…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ପକ୍ଷରୁ ଆଜି ସନ୍ଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । www. orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ । ଯୁକ୍ତ ଦୁଇ ଅଫଲାଇନ୍…