Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ: ୫ଟି ଉପକ୍ରମ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲ ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ସ୍କୁଲକୁ ଲୋକାର୍ପଣ କରିଛନ୍ତି । ବାରିପଦା ଶତାୟୁ ଉଚ୍ଚ ବିଦ୍ୟାଳୟ ମହାରାଜ…

ମୋଦିଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସମର୍ଥନ କଲେ ନବୀନ

ଭୁବନେଶ୍ୱର:କୃଷି ଆଇନ ପ୍ରତ୍ୟାହାର ପାଇଁ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତି ନିଆଯାଇଛି ।…

[ଭିଡ଼ିଓ] ଆ କା ମା ବୈ…ଉତ୍କଳୀୟ ପରମ୍ପରା କାର୍ତ୍ତିକ ପୁର୍ଣ୍ଣିମା

ଭୁବନେଶ୍ୱର: ଆ କା ମା ବୈ... ପାନ ଗୁଆ ଥୋଇ... ପାନ ଗୁଆ ତୋର ମାସିକ ଧରମ ମୋର. . .ଆଜି ହେଉଛି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୁର୍ଣ୍ଣିମା । ବିଭିନ୍ନ ସ୍ଥ।।ନରେ ସାଧବପୁଅଙ୍କୁ ସ୍ମରଣ କରି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ ମାନେ । ଏନେଇ ଜଳାଶୟ ଗୁଡିକରେ ଲାଗିଥିଲା ଗହଳି । ରାଜଧାନୀ…

ଡ଼ଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ

କାମାକ୍ଷାନଗର: ଡଙ୍ଗା ଭସାଇବାବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲେ ୧୨ବର୍ଷର ନାବାଳକ । କାର୍ତ୍ତିକ ପୂର୍ଣ୍ଣିମାରେ ଘଟିଛି ବଡ଼ ଅଘଟଣ । ନିଖୋଜ ନାବାଳକ ଜଣଙ୍କ ହେଲେ ଭୁବନ ଥାନା ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ । ସୂଚନା ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣିମା…

୧୩୨ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

କନ୍ଧମାଳ: କନ୍ଧମାଳରେ ପୋଲିସ ଓ ଅବକାରୀ ବିଭାଗର ଅପରେସନ । ୧୩୨ଏକର ସରକାରୀ ଜମିରୁ ଗଞ୍ଜେଇ ଗଛ କାଟିଲା ପୋଲିସ ଓ ଅବକାରୀ ବିଭାଗ । କ. ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗ୍ରାମ ପଞ୍ଚାୟତର କୁଶାକୁପୁଡ଼ା, କୁଡ଼ୁପାକିଆ ଓ ଗସୁକିଆ ଗାଁର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନଭାବେ ଚାଷ…

ବାବା ଆଖଣ୍ଡଳମଣି ମନ୍ଦିରରେ ୧୪୪ଧାରା ଜାରି, କଟକଣାରେ ଚାଲିଛି ନୀତି

ଭଦ୍ରକ: ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭିଡ଼ ନିୟମ ଅନୁଯାୟୀ ୧୪୪ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ । ମଣିବାବାଙ୍କ ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ…

୫୮୧ ବର୍ଷରେ ଆଜି ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । …

କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଧବଳେଶ୍ୱରଙ୍କ ଆଜି ଯୋଗୀ ବେଶ

ଆଠଗଡ଼: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ହେଲେ ଏହି ବେଶକୁ ଦର୍ଶନ କରିପାରିବେନି ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ଼ କଟକଣା ପାଇଁ ଦର୍ଶନ ମନା ରହିଛି । ଆଜିର ଦିନରେ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ସୁନାବେଶ, ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ ମାସର ଶେଷ ଦିନ । ପଞ୍ଚୁକ ବି ସରୁଛି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି । ମଙ୍ଗଳ ଆଳତି, ଅବକାଶ ନୀତି ପରେ ସୁନାବେଶରେ ଝଟକିବେ ମହାପ୍ରଭୁ । କିନ୍ତୁ ଏହି ଦୁର୍ଲଭ ବେଶ…

କାର୍ତ୍ତିକ ପୂର୍ଣ୍ଣିମାରେ ମାନିଲେନି କଟକଣା, ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଚଳିତବର୍ଷ କରୋନା କଟକଣା ଯୋଗୁ ରାଜ୍ୟରେ ଏହି ପରମ୍ପରା ଫିକା ପଡ଼ିଛି । ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ ଉପରେ ପ୍ରଶାସନ କଟକଣା ଲଗାଇଥିଲା । ତଥାପି ଲୋକ ପରମ୍ପରା ବଜାୟ ରଖିଲେ । ଜଳାଶୟରେ ବୋଇତ…