Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଶନ ଶକ୍ତି ଗୋଷ୍ଠୀର ମା’ ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା’ ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ । ରାଜ୍ୟ ସରକାରଙ୍କ ସବୁ ବିଭାଗ ମାନେ ଏହାକୁ…

ପ୍ରସ୍ତୁତିରେ ସ୍ବଚ୍ଛତା ଓ ଶୁଦ୍ଧତା ପାଇଁ ରାଉରକେଲାର ତାରିଣୀ ମାତା ମନ୍ଦିର ପ୍ରସାଦକୁ ମିଳିଲା ଏଫଏସଏସଏଆଇ ‘ଭୋଗ’…

ରାଉରକେଲା : ରାଉରକେଲାର ପାନପୋଷ ରୋଡରେ ଥିବା ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ନୂଆ ପରିଚୟ । ପ୍ରସାଦ ପ୍ରସ୍ତୁତିରେ ସ୍ବଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ (ଏଫଏସଏସଏଆଇ) ପକ୍ଷରୁ ‘ଭୋଗ’ ପ୍ରମାଣପତ୍ର ମିଳିଛି । ଦେଶର ବିଭିନ୍ନ…

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ତାଙ୍କ ପତ୍ନୀ କୋଭିଡ ପଜିଟିଭ୍

ଭୁବନେଶ୍ୱର : ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍ । ଏବଂ ତାଙ୍କ ପତ୍ନୀ ମଧ୍ୟ କୋଭିଡ ପିଜିଟିଭ୍ ଥିବା ଜଣାପଡିଛି । ଏନେଇ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ସବୁ ବେଳେ କିଛି ନା କିଛି କଥା କହି ଚର୍ଚ୍ଚାରେ ଥାନ୍ତି ସୁର ରାଉତରାୟ । ମାର ତାଳି…

ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହେଲା ରେଳ ଐତିହ୍ୟ ସଂଗ୍ରହାଳୟ

ମୟୁରଭଞ୍ଜ: ଦୀର୍ଘଦିନ ପରେ ପୂରଣ ହୋଇଛି ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ । ବାରିପଦାରେ ରାଜ୍ୟର ପ୍ରଥମ କରି ପ୍ରତିଷ୍ଠା ହୋଇଛି ରେଳ ଐତିହ୍ୟ ସଂଗ୍ରହାଳୟ । ବାରିପଦା ରେଳ ଷ୍ଟେସନଠାରେ ଏହି ରେଳ ଐତିହ୍ୟ ସଂଗ୍ରହାଳୟକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ।…

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଡାକରା

ଭୁବନେଶ୍ୱର: ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁଜନତା ଦଳର ମହିଳା,ଛାତ୍ର ଓ ଯୁବ ସଂଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ । ରନ୍ଧନ ଗ୍ୟାସ ଦର ବୃଦ୍ଧି ଉଜ୍ଜଳା ଯୋଜନାରେ ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ବିଜୁ ଜନତା ଦଳ…

ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର, ଅଭିଯୁକ୍ତ ସୁରେନ୍ଦ୍ରକୁ ଜେରା ପାଇଁ ଦିଲ୍ଲୀ ନେଲା ସିବିଆଇ

ଭୁବନେଶ୍ବର : ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର । ମାମଲାରେ ଢେଙ୍କାନାଳରୁ ଗିରଫ ହୋଇଥିବା ସୁରେନ୍ଦ୍ର ନାୟକକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନେଇଛି ସିବିଆଇ । ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିବା ସହ ପାସବୁକ୍‌ ଜବତ ହୋଇଛି । ସେହିପରି ସୁରେନ୍ଦ୍ରର ୪ ସହଯୋଗୀଙ୍କୁ…

ଏସପି ଅଫିସ ସମ୍ମୁଖରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ

ବରଗଡ଼: ବରଗଡ଼ରେ ଭୀମ ଆର୍ମି ଓଡ଼ିଶାର କର୍ମକର୍ତ୍ତାଙ୍କ ଅଭିନବ ପ୍ରତିବାଦ । ଏସପି ଅଫିସ ସମ୍ମୁଖ ରାସ୍ତାରେ ବସି ମଧ୍ୟାହ୍ନ ଭୋଜନ କଲେ ଆନ୍ଦୋଳନକାରୀ । ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଆନ୍ଦୋଳନକାରୀ । ବରଗଡ଼ ଏସପିଙ୍କ ଅନୁପସ୍ଥିତିକୁ ନେଇ…

ବିଏମସି ପକ୍ଷରୁ ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର : ବିଏମସିର ନୂଆ ଅଭିଯାନ । ଆରମ୍ଭ ହେଲା ସନ୍ଧ୍ୟା ସମୟର ସଫେଇ କାର୍ଯ୍ୟ । ଭୁବନେଶ୍ୱର ମହାନଗର ନିଗମ ଅଧିନରେ କାମ କରୁଥିବା ସଫେଇ କର୍ମଚାରୀ ମାନେ ଆଗରୁ ଦିନରେ ରାସ୍ତାଘାଟ ସଫେଇ କରୁିଥିଲେ । ହେଲେ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବିଏମସି ନୂଆ ପଦକ୍ଷେପ ନେଇଛି । ଆଜି…

[ଭିଡିଓ] ଭଦ୍ରକ ଷୋଳମପୁରରୁ ଉଦ୍ଧାର ହେଲା ୮ ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର

ଭଦ୍ରକ : ମାଟିତଳୁ ଉଦ୍ଧାର ହେଲା ବହୁ ପୁରାତନ ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ବୈତରଣୀ ନଦୀ କୂଳରୁ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସେସବୁ ସ୍ଥାନୀୟ ଗେବେଷକ…

ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ଼

ଭୁବନେଶ୍ୱର : ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ । ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ କଲୋନୀରେ ବିଳମ୍ବିତ ରାତିରେ ବିଜେପି ନେତ୍ରୀଙ୍କ ଗାଡିକୁ ଦୁର୍ବୃତ୍ତ ମାନେ ବୋମାମାଡ କରି ଜାଳି ଦେଇଛନ୍ତି । ଜିଲ୍ଲା ବିଜେପି କୋଷାଧ୍ୟକ୍ଷା ମିନତି ବେହେରାଙ୍କ ଗାଡି ଉପରେ ପେଟ୍ରୋଲ ବୋମାମାଡ ହୋଇଛି ବୋଲି…