Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ଼୍ ପଜିଟିଭ୍ ହେବା ପରେ ସେ ବର୍ତ୍ତମାନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରାଜ୍ୟର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ଚଢାଉ

ଭୁବନେଶ୍ୱର: ଟ୍ବିନ୍‌ ସିଟି ସମେତ ଓଡିଶାର ବିଭିନ୍ନ ଫର୍‌ନିଚର୍‌ ଶୋ’ରୁମରେ ସିଜିଏସ୍‌ଟି ଚଢାଉ କରିଛି। ଜିଏସ୍‌ଓି ଟିକସ ପରିଶୋଧ ନକରିବା କିମ୍ବା କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ବର, ସମ୍ବଲପୁର, ରାଉରକେଲା, ବରଗଡ, ଭବାନୀପାଟଣା ଏବଂ ବ୍ରହ୍ମପୁରର ୧୫ଟି ଆଇରନ୍‌ ଏବଂ ଉଡ୍‌…

ଚାଲିଛି ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କାମ ଚାଲିଛି ।ଏହି ସମୟରେ ସମସ୍ତେ ନିଜର ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ଯ୍ୟ ନେଇ ଆବେଦନ କରିପାରିବେ ପ୍ରାଥମିକ ଭିତ୍ତିରେ ସମସ୍ତଙ୍କ ଆବେଦନକୁ ଗ୍ରହଣ କରାଯିବ । ।ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ…

ସାତ ଦିନ ପରେ ମାଓବାଦୀଙ୍କ କବଳରୁ ମୁକୁଳିଲେ ଅପହୃତ ସବ୍ ଇଞ୍ଜିନିୟର ଅଜୟ ରୋଶନ

ମାଲକାନଗିରି: ସାତ ଦିନ ପରେ ମାଓବାଦୀଙ୍କ କବଜାରୁ ମୁକୁଳିଲେ ଅପହୃତ ଇଞ୍ଜିନିୟର ଅଜୟ ରୋଶନ ଲାକ୍ରା । ପ୍ରଜାକୋର୍ଟରେ ଶତାଧିକ ଆଦିବାସୀଙ୍କ ସମ୍ମୁଖରେ ମୁକ୍ତ କଲା ଲାଲବାହିନୀ । ଏହି ସମୟରେ ଇଞ୍ଜିନିୟରଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ମାଓବାଦୀଙ୍କ କବଳରୁ ମୁକ୍ତ ହେବା ପରେ ସେ ବିଜାପୁର…

[ଭିଡିଓ] ଚଳିତ ବର୍ଷ ଆୟୋଜିତ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ , କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ପୁରୀ : ଚଳିତ ବର୍ଷ ପୁଣି ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କୋଭିଡ ଗାଇଡଲାଇନ ଅନୁସାରେ କୋଣାର୍କ ଉତ୍ସବ ଓ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଜିଲ୍ଲାପାଳ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ…

ରାସ୍ତାରୁ ପାଇଥିବା ଆଇଫୋନକୁ ମାଲିକଙ୍କୁ ଫେରାଇ ପ୍ରଶଂସା ସାଉଁଟିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର: ରାସ୍ତାରୁ ପାଇଥିବା ଆଇଫୋନକୁ ଅସଲି ମାଲିକଙ୍କୁ ଫେରାଇଲେ ଓଡ଼ିଆ ଯୁବକ । ଏହାକୁ ନେଇ ତାଙ୍କୁ ସବୁଠୁ ମିଳିଛି ପ୍ରଶଂସା । ଲୋଭର ବଶବର୍ତ୍ତୀ ନହୋଇ ବହୂ ମୂଲ୍ୟ ଆଇଫୋନକୁ ଫେରାଇଥିଲେ ଯୁବକ । ସୁଦୂର ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏହି ଓଡ଼ିଆ ଯୁବକ ସୂର୍ଯ୍ୟକାନ୍ତ…

ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ ଘଟଣାରେ ନାଇଜେରିଆ ଲିଙ୍କ୍ , ଜଣେ ଗିରଫ

ଭୁବନେଶ୍ୱର:ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ ହ୍ୟାକ୍ କରି ଠକେଇ ମାମଲା । ଏହି ଘଟଣାରେ ନାଇଜେରିଆ ଲିଙ୍କ୍ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ ପୋଲିସ ନାଇଜେରିଆର ଜଣେ ଯୁବକଙ୍କୁ ଗିରଫ କରିଛି । ବେଙ୍ଗାଲୁରରେ ରହି ହ୍ୟାକର କରୁଥିଲା ଅପରେଟ ।ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଯୁବକ…

ଆହତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

ପୁରୀ: ପୁରୀ ରେଳ ଷ୍ଟେସନ ଶୌଚାଳୟ ନିକଟରୁ ଆହତ ଅବସ୍ଥାରେ ଜଣେ ବ୍ୟକ୍ତି ଉଦ୍ଧାର । ୧୦୮ ଆମ୍ବୁଲାନ୍ସ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ବ୍ୟକ୍ତିଙ୍କୁ କେତେକ ଲୋକ ମାରି ଆହତ କରିଥିବା ନେଇ ସୂଚନା ମିଳିଛି । ତେବେ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ତାଙ୍କ ନାମ ଉଡ଼ ଲାଲୁ…

[ଭିଡିଓ] ମାଷ୍ଟର କ୍ୟାଣ୍ଟିନ ଛକ ଓପଲଫେଡ ଦୋକାନରୁ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଓପଲଫେଡ ଦୋକାନରୁ ଚୋରି ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତକାଲି ରାତି ୨ଟା ପାଖାପାଖି ସମୟ ହେବ ଜଣେ ଯୁବକ ଦୋକାନ ଭିତରେ ପଶି କ୍ୟାସ ବାକ୍ସରେ ଥିବା ୧୪ ହଜାର ଟଙ୍କା ଲୁଟ…

ଖୋର୍ଦ୍ଧା ବନଖଣ୍ଡର ସଫଳତା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଚଢ଼ାଉ, ୨ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଖୋର୍ଦ୍ଧା ବନଖଣ୍ଡ ଟିମର ଅତର୍କିତ ଚଢ଼ାଉ । ଏଥିରେ ନଗଦ ବାହାର କରାଯାଇଥିବା ମାଂସ ଲଗା ୪କିଲୋଗ୍ରାମ କାତି ଜବତ କରାଯାଇଛି । ଚଢ଼ାଉବେଳେ ଦୁଇଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଧଳା ପଥର ଅଞ୍ଚଳରେ ହୋଇଛି ଚଢ଼ାଉ । ଏହି ସମୟରେ…