Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ ହସପିଟାଲରେ ଅତ୍ୟାଧୁନିକ ଇୟୁଏସ-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା

ଭୁବନେଶ୍ବର : ବିଭିନ୍ନ ରାଜ୍ୟର ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟଙ୍କ ପାଇଁ ଅତ୍ୟାଧୁନିକ ସ୍ପାଏଗ୍ଲାସ-ଡିଏସ୍ ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା । ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଆଜି ଉଦଯାପିତ ହୋଇଛି ଏହି କର୍ମଶାଳା ।…

ତ୍ରିପୁରାରେ ଗିରଫ ଦୁଇ ସାମ୍ବାଦିକଙ୍କୁ ମିଳିଲା ଜାମିନ

ତ୍ରିପୁରା : ତ୍ରିପୁରା ପୋଲିସ ଗିରଫ କରିଥିବା ଦୁଇ ମହିଳା ସାମ୍ବାଦିକଙ୍କୁ ମିଳିଛି ଜାମିନ । ଉଭୟଙ୍କୁ ଜାମିନ ବଳରେ ଛାଡ଼ିବାକୁ ତ୍ରିପୁରାରେ ଗୋମତି ଜିଲ୍ଲାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୭୫ ହଜାର ଟଙ୍କା ଲେଖାଏ ବ୍ୟକ୍ତିଗତ ବଣ୍ଡ ବଳରେ ସେମାନଙ୍କୁ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କରୋନା ଆକୃତିର କାକୁଡ଼ି

ନବରଙ୍ଗପୁର: କରୋନା ଭାଇରସ୍ ଆକୃତିର କାକୁଡ଼ି। ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପର ଆକୃତିକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପକୁ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା : କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେ ଚଣ୍ଡୀ କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି…

ପୁରୀରେ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିଜେପିର ବିକ୍ଷୋଭ

ପୁରୀ : ପୁରୀରେ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ । ପୌର ପ୍ରଶାସନ ପକ୍ଷରୁ ୟୁଜର୍ସ ଫି ଆଦାୟ ପ୍ରତିବାଦରେ ବିକ୍ଷୋଭ ଓ ଧାରଣା ଦେଇଛି ବିଜେପି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଜେପି କର୍ମୀ…

କଏଦୀଙ୍କୁ ସ୍ୱାବଲମ୍ବୀ କରିବାକୁ ଯାଜପୁର ଜେଲ କର୍ତ୍ତୃପକ୍ଷଙ୍କ ନିଆରା ପ୍ରୟାସ

ଯାଜପୁର: ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ଜେଲ ପକ୍ଷରୁ ପ୍ରସ୍ତୁତ ହୋଇ ବିକ୍ରି ହେଉଛି ଭଳିକି ଭଳି ଡ଼ଙ୍ଗା। ଯାଜପୁର ଜେଲରେ ଥିବା କଏଦୀମାନଙ୍କୁ ନେଇ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ। ଜେଲରେ ଥିବା କଏଦୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଜେଲ…

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ : ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ। ପୁରୀ ଗୋପ ମେଡିକାଲ କଲେଜ ଯିବା ସମୟରେ ବିଜେପି  ତରଫରୁ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଆଜି ମନ୍ତ୍ରୀ ଗୋପ ମେଡିକାଲ ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ…

ପୁରୀ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ଜନଶୁଣାଣି

ପୁରୀ : ପୁରୀ ସହରର ପ୍ରବେଶପଥ ମୂଷାନଦୀର ସଂପ୍ରସାରଣ ପର୍ଯ୍ୟାୟ-୧ ପ୍ରକଳ୍ପ ପାଇଁ ହୋଇଛି ପ୍ରଥମ ଜନଶୁଣାଣି । ପ୍ରକଳ୍ପ ପାଇଁ ମୋଟ ୪୬ ଏକର ୬୦ ଡିସିମିଲି ଜମିର ଆବଶ୍ୟକତା ଥିବା ବେଳେ, ୧୨ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇସାରିଛି । ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା…

ପୋଲିସ ଗୁଳିରେ ହାର୍ଡ଼କୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଜଣେ ହାର୍ଡ଼କୋର ମାଓବାଦୀ ନିହତ। ଛୋଟେ ଡ଼ଙ୍ଗର ଥାନା ଅନ୍ତର୍ଗତ ବହକର ଜଙ୍ଗଲରେ ନକ୍ସଲମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ

ଝାରସୁଗୁଡା : ଝାରସୁଗୁଡାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଫେରବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ । ମନ୍ତ୍ରୀ ନବ ଦାସ ସର୍କିଟ ହାଉସ ଯିବା ସମୟରେ ଓଏମ୍‌ପି ଛକରେ ବିଜେପି କର୍ମୀମାନେ ତାଙ୍କ ଗାଡିକୁ କଳାପତାକା ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଗ୍ରାମ୍ୟଉନ୍ନୟନ…