Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିପାଇଁ ନିଜର ଆଧାର କାର୍ଡ଼, କୋଭିଡ଼ ଦ୍ୱିତୀୟ ଡ଼ୋଜ ଟୀକା ସାର୍ଟିଫିକେଟ୍ ବା କୋଭିଡ଼ ନେଗେଟିଭ ଆରଟିପିସିଆର ରିପୋର୍ଟ…

ଦାନ୍ତେୱାଡ଼ାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ମହିଳା ମାଓବାଦୀ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ତିନି ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ଅନ୍ତର୍ଗତ ଅରବାଲ ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି…

ଉଦ୍ଧାର ହେଲା ୧୩ ଫୁଟର ଅହିରାଜ

ଢେଙ୍କାନାଳ : ଉଦ୍ଧାର ହେଲା ବିରାଟ ଅହିରାଜ। ଢେଙ୍କାନାଳ ଦେଉଳ ସାହି ଅଞ୍ଚଳରେ ଜଣଙ୍କ ଘରୁ ଏହି ଅହିରାଜ ସାପ ଉଦ୍ଧାର ହୋଇଛି । ୧୩ ଫୁଟର ଅହିରାଜ ସାପ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ସାପଟି ନିକଟରେ ଥିବା ପାଣି ଓହଳା ପାହାଡରୁ ଖାଦ୍ୟ ଅନ୍ୱେଷଣରେ କିମ୍ବା ଶିକାର ପାଇଁ ପାହଡ ତଳକୁ…

ମମିତା ମେହେର ମର୍ଡର କେସ୍ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି

ଭୁବନେଶ୍ୱର:  ମମିତା ମେହେର ମର୍ଡର କେସ୍ରେ  ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି କୁନି ଝିଅ । ଭୁବନେଶ୍ୱରର ୮ବର୍ଷର ପିହୁ ପ୍ଲାକାର୍ଡ ଧରି ନିଜ ବାପାଙ୍କ ସହ ସାଇକେଲରେ…

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଆଜି ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ମାତାମଠରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ…

ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା, ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀରେ ଅସୁସ୍ଥ ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତୁ ଭୁବନେଶ୍ୱରକୁ…

ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍‌ । ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ । କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା…

କୋରାପୁଟରୁ ୬୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : ଜଙ୍ଗଲରେ ଗଞ୍ଜେଇ ରଖିଥିବା ବେଳେ ଜୟପୁର ସଦର ପୋଲିସର ଚଢାଉ । ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ନରସିଂହ ପାଡାଲ । ଗଞ୍ଜେଇକୁ ପ୍ୟାକେଟ୍ କରି ରଖାଯାଇଥିବା ନେଇ ସୂଚନା ପାଇଥିଲେ ଜୟପୁର ସଦର ଥାନା ଅଧିକାରୀ…

ଦୀପାବଳିରେ ସବୁଜ ବାଣ ବିକ୍ରି ହେବ ନା ନାହିଁ, କାଲି ରାୟ ଶୁଣାଇବେ ହାଇକୋର୍ଟ

ଭୁବନେଶ୍ବର : ଆସନ୍ତା ଗୁରୁବାର ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆଉ କରୋନା ଭଳି ମହାମାରୀ ସମୟରେ ବାଣ ବିକ୍ରି ହେବ ନା ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର । ରାଜ୍ୟରେ ସବୁଜ ବାଣ ବିକ୍ରି ହେବ କି ନାହିଁ ସେନେଇ ଶନିବାରରୁ ଶୁଣାଣି କରିଛନ୍ତି…

ଶିକାର ପାଇଁ ଉଦ୍ୟମ ବେଳେ ୨ ବାରାହା ଶିକାରି ଗିରଫ

କେନ୍ଦୁଝର : ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ୨ ଶିକାରି ଗିରଫ । ଗିରଫ ୨ ଶିକାରି ହେଲେ ଜେନାଦର ଗାଁର ଯଦୁମଣି କିଷାନ ଓ ଲିଙ୍ଗରାଜ କିଷାନ । ତେଲକୋଇ ଫରେଷ୍ଟ ବିଟ ଅଧିନ ଢିଙ୍କେଶ୍ବରି ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ୩ ଜଣ ଶିକାରୀ ଉଦ୍ୟମ କରୁଥିଲେ । ଖବରପାଇ ଘଟଣାସ୍ଥଳରେ…