Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଫର୍ଣ୍ଣିଚର ସୋରୁମ୍ ଦେଖିଲେ ଟେରା ହୋଇଯିବେ, ବିଲଡିଂ ଦାମ୍ ୨ କୋଟି

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ରେଡ୍ ବେଳେ ସାମନାକୁ ଆସିଛି କୋଟିପତି କନଷ୍ଟେବଳଙ୍କ ସମ୍ପତ୍ତିର ଲମ୍ବା ତାଲିକା । ପ୍ରସନ୍ନ ବେହେରାଙ୍କର ଭୁବନେଶ୍ୱର ଖଣ୍ଡଗିରି…

ପାରାଦୀପ ବନ୍ଦର ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ ।…

ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିବ ମିଶନ ଶକ୍ତି କାଫେ

କୋରାପୁଟ: ମିଶନ ଶକ୍ତି ଏବେ ଜୟପୁରର ମହିଳାଙ୍କ ଆର୍ଥିକ ଶକ୍ତି ହେବାକୁ ଯାଉଛି। ମିଶନ ଶକ୍ତି କାଫେ ଏକ ଅଭିବନ ଉଦ୍ୟମ ଯାହାକି ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିଛି। ଜୟପୁର ଟାଉନ ହଲ ନିକଟରେ ଥିବା ବିଜୁ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି ମିଶନ ଶକ୍ତି କାଫେ।…

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଆଜି ଏକକାଳୀନ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି । ଏଥିରେ ଅଛି ପ୍ରସନ୍ନଙ୍କ ଘର, ହୋଟେଲ୍ ଓ…

ଗ୍ୟାସ୍ ସିଲିଣ୍ଡରରେ ଫସିଲା ନାଗ, ଫଣା ଟେକି ଗର୍ଜନ କରୁଥିଲା

କଟକ: ରୋଷେଇ ଘରେ ଗ୍ୟାସ ସିଲିଣ୍ଡରରେ ଚାପି ହୋଇ ଫସିଲା ସାପ । ବାହାରିବାକୁ ଚେଷ୍ଟା କରିଥିଲେ ବି ମୁକୁଳି ପାରିଲା ନାହିଁ । ସାପର ଲାଞ୍ଚ ସିଲିଣ୍ଡର ତଳେ ଚାପି ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀ ଢ଼ଅଂସର ପଞ୍ଚାୟତର ରତ୍ନାକର ସାହୁଙ୍କ ଘରେ । ଗତକାଲି ରାତି…

ଆଜି ମମିତାଙ୍କ ଗାଁକୁ ଯିବ ରାଜ୍ୟ କଂଗ୍ରେସ ଟିମ୍

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତେଜିଛି । ଆଜି ବଲାଙ୍ଗିର ଜିଲ୍ଲାର ଝରଣୀ ଗାଁକୁ ଯିବ ରାଜ୍ୟ କଂଗ୍ରେସ ଟିମ୍ । ଆଜି ଓଡ଼ିଶା ଆସୁଛନ୍ତି ପିସିସି ରାଷ୍ଟ୍ରୀୟ ସମ୍ପାଦକ ରଣଦୀପ ସୂର୍ୟ୍ୟେଓ୍ୱାଲା ଓ ପିସିସି ପ୍ରଭାରୀ ଚେଲ୍ଲା…

ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା/ସୋନପୁର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବଢୁଛି ପ୍ରତିବାଦ । ବିଜେପି ପକ୍ଷରୁ ଆଜି ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେପି ନେତା ଓ କର୍ମୀ ଆନ୍ଦୋଳନକୁ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଲା ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଛି ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ । ଏଜୁକେଶନ ଓ୍ବାର୍ଲଡର ଏ++ ସର୍ବୋଚ୍ଚ ସମ୍ମାନ ‘ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ ୨୦୨୧-୨୨ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଦାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ୭୧୬ଟି ସ୍କୁଲ ଏହି…

ଅଗ୍ନି-୫ ମିସାଇଲର ସଫଳ ଉତକ୍ଷେପଣ, ଚୀନ-ପାକିସ୍ତାନକୁ ସତର୍କଘଣ୍ଟି

ଭଦ୍ରକ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା। ବାଲିଷ୍ଟିକ ମିସାଇଲ ଅଗ୍ନି ୫ର ଆଜି ସଫଳ ପରୀକ୍ଷଣ ହୋଇଛି। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭ତ ୫୦ ମିନିଟରେ ଏହାର ଉତକ୍ଷେପଣ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଓ ଗବେଷଣା…

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ

କଟକ: ବିପ୍ଲବ ସାମନ୍ତରାୟଙ୍କ ଚମତ୍କାର ଶତକ ସହାୟତାରେ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅନୁଷ୍ଠିତ କଳାହାଣ୍ଡି କପ କ୍ରିକେଟ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ପରାସ୍ତ କରି ଟାଇଟଲ ହାସଲ କରିଛି କଟକ ଏ । ୨ ଦିନିକିଆ ଏହି ମ୍ୟାଚରେ ଟସ ଜିତି କଟକ ଏ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି…