Latest Odisha News

BREAKING NEWS

Browsing Category

ଓଡିଶା

Odisha

IFFIରେ ୭୫ ଜଣ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜନ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୨ତମ ସଂସ୍କରଣ । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫…

ବସ୍ତି ବାସିନ୍ଦାଙ୍କୁ ଥାଇଥାନ ଦାବିରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାୟଗଡ଼ାରେ ଜୋର ଧରିଲା ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ବସ୍ତି ବାସିନ୍ଦା । ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ ଅନୁଯାୟୀ ତୁରନ୍ତ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି…

ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି…

ମାଲକାନଗିରିରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ,୮ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅର୍କେଲ ଥାନା ପୋଲିସକୁ ସଫଳତା । ଅର୍କେଲ ଥାନା ଅଞ୍ଚଳରେ ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢଉ କରି ୮ ଜଣ ଜୁଆଡିଙ୍କୁ ଗିରଫ କରିଛି। ଚଢଉ ବେଳେ ନଗଦ ୩୬ ହଜାର ୭୮୦ ଟଙ୍କା ସହ ୮ ଟି ମୋବାଇଲ ଫୋନ, ଗୋଟିଏ କାରକୁ ଜବତ କରିଛି ପୋଲିସ । ଅଭିଯୁକ୍ତ…

ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀବାସୀ

ପୁରୀ : କାର୍ତ୍ତିକରେ ପୁରୀବାସୀଙ୍କ ପାଇଁ କୋହଳ ହେଲା ଜଗା ଦର୍ଶନ । ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର । ଆସନ୍ତା ୧ ତାରିଖରୁ ପଶ୍ଚିମ ଦ୍ବାର ଦେଇ ପୁରୀବାସୀ ଶ୍ରୀମନ୍ଦିରକୁ ପ୍ରବେଶ କରି ଜଗା ଦର୍ଶନ କରିପାରିବେ । ଏନେଇ ଆଜି ବସିଥିବା ବୈଠକରେ ନିଷ୍ପତ୍ତି…

ଓଡ଼ିଶା ପରେ ରାଜସ୍ଥାନର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇଛି ରହସ୍ୟମୟୀ

ଭୁବନେଶ୍ବର : ଡିଆର୍‌ଡିଓ ତଥ୍ୟ ଲିକ୍‌ ମାମଲାରେ ଆସିଛି ନୂଆ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ର ଶିକାର ହୋଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ରେ…

STF ହାତରେ ଧରାପଡ଼ିଲା ଅଭିଯୁକ୍ତ , ହାତୀ ଦାନ୍ତ ଜବତ

ଅନୁଗୁଳ :  ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପିଡିଲା ଜଣେ ଅଭିଯୁକ୍ତ। ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିବା ସମୟରେ ଏସଟିଏଫ୍ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।।ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି ଟିମ୍।ଅଭିଯୁକ୍ତ ଜଣକ…

କାଞ୍ଜିପାଣି ଘଟିରେ ଓଲଟିଲା ଅଟୋ, ୫ ବର୍ଷର ଶିଶୁ ସମେତ ୪ ଗୁରୁତର

କେନ୍ଦୁଝର : ତେଲକୋଇ କାଞ୍ଜିପାଣି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ଜଣେ ୫ବର୍ଷର ଶିଶୁ ସହିତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଆହତ ଶିଶୁ ଜଣକ ପିଟାନାଳୀ ଗାଁର ମିନା ଜୁଆଙ୍ଗଙ୍କ…

୧୧ ଫୁଟର ଅଜଗର ଉଦ୍ଧାର

ମୟୂରଭଞ୍ଜ : ଉଦ୍ଧାର ହେଲା ବିରାଟକାୟ ଅଜଗର।୧୧ ଫୁଟ ଲମ୍ବର ଅଜଗର ସାପକୁ  ବାଙ୍ଗିରିପୋଷୀ ବନ ବିଭାଗ ଉଦ୍ଧାର କରିଛି । ସାପଟିର ଓଜନ ପ୍ରାୟ ୧୪ କେଜି ୫ଶହ ଗ୍ରାମ ହେବ ବୋଲି ବନ ବିଭାଗ କହିଛି । ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ପଞ୍ଚାୟତର କଣ୍ଟପାଳ ଗାଁର ଏକ ଧାନ ବିଲରୁ ସାପଟିକୁ…

ଯାଜପୁରରେ କରୋନା କଟକଣାରେ ହେବ କାଳୀପୂଜା : ଜିଲ୍ଲାପାଳ

ଯାଜପୁର : ଆସୁଛି କାଳୀପୂଜା । ଯାଜପୁରରେ କାଳୀପୂଜା ନିଡାରମ୍ବର ଭାବେ ପାଳନ କରିବା ନେଇ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ କାଳୀପୂଜାକୁ ପାଳନ କରିବାକୁ ସମସ୍ତ…