Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାନଦୀକୁ ଡ଼େଇଁଲେ ଯୁବକ

କଟକ: ମହାନଦୀକୁ ଡ଼େଇଁଲେ ଯୁବକ। କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁଲେ ଯୁବକ। ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି। ଏଯାଏଁ ତାଙ୍କ ପତ୍ତା ମିଳିନି। ଆଜି ଅପରାହ୍ନ ୩ଟା ସମୟରେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ…

ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ଏମଓୟୁ

ଭୁବନେଶ୍ବର : ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ହୋଇଛି ଏମଓୟୁ । ସମସ୍ତ ପୌରସଂସ୍ଥା ସହ ୩୩ ଆଇଟିଆଇ ମଧ୍ୟରେ ହୋଇଛି ଚୁକ୍ତିପତ୍ର ସ୍ବାକ୍ଷର । ରାଜ୍ୟର ୧୧୪ ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଛି ଏହି ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ ନେଇ ସର୍ବଦଳୀୟ ବୈଠକରେ ହେବ ଆଲୋଚନା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି । ଆସନ୍ତା ୨୦୨୨ରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୨୦୨୧ ଜାନୁଆରୀ ପହିଲାରୁ ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ତେବେ ଏହି…

କାମ କରି ମିଳୁନି ପାରିଶ୍ରମିକ, ଡିଏଫଓ ଅଫିସ ଘେରାଉ କଲେ ମହିଳା ଶ୍ରମିକ

କେନ୍ଦୁଝର: ବନଖଣ୍ଡ ଅଧିକାରୀକୁ ଘେରିଲେ ମହିଳା ଶ୍ରମିକ। ୭ମାସ ଧରି କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳିନି। ଫଳରେ ବାଧ୍ୟ ହୋଇ ମହିଳା ଶ୍ରମିକମାନେ ଡିଏଫଓ ଅଫିସ୍ ଘେରାଓ କରିଛନ୍ତି। ଧ୍ୱଂସ ପାଉଥିବା ଜଙ୍ଗଲ ପୁନଃ ସ୍ଥାପନା ନିମନ୍ତେ ଆରମ୍ଭ ହୋଇଛି ବନୀକରଣ। ଏହି ବନୀକରଣ ଚାରାର ଅଭାବ…

ବନ ବିଭାଗ ପଞ୍ଝାରେ ଶିକାରୀ ,ହରିଣ ମାଂସ ଜବତ

କେନ୍ଦୁଝର :ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ତା ସହ ଅଭିଯୁକ୍ତ ଠାରୁ ଓଜନ କଣ୍ଟା ,ମାଂସ ଓ କଟୁରୀ ଜବତ କରିଛି । କେନ୍ଦୁଝର ବିଜେପି ରେଞ୍ଜ ଗୋନାସିକା ସ୍ଥିତ…

ଯାଜପୁର ସବ-ଜେଲରେ ଲାଇବ୍ରେରୀ ସେବା ଆରମ୍ଭ

ଯାଜପୁର :ଅନ୍ତେବାସୀ ପଢ଼ିବେ ପାଠ । ଯାଜପୁର ସବ-ଜେଲରେ ଆରମ୍ଭ ହେଲା ଲାଇବ୍ରେରୀ ସେବା। ଯାଜପୁର ସର୍ବ ପୂରାତନ ଜେଲରେ ଆଜିଠାରୁ ଆଜି ପ୍ରଥମ ଥର ପାଇଁ ରୋଟାରୀ କ୍ଲବ ସହାୟତାରେ ଅନ୍ତେବାସୀଙ୍କୁ ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଇଛି ।ଏହି ଅବସରରେ ଯାଜପୁର ଉପଜିଲ୍ଲାପାଳ ,ଜ୍ୟୋତିଶଙ୍କର…

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ମୁଖରେ ୧୩ଦଫା ଦାବି ରଖିବେ ଭଦ୍ରକ ଡ୍ରାଇଭର ମହାସଂଘ

ଭଦ୍ରକ: ୧୩ଦଫା ଦାବି ନେଇ ଆଜି ଭଦ୍ରକ ଡ୍ରାଇଭର ମହାସଂଘର ପଦଯାତ୍ରା। ଏହି ଦାବି ଉପସ୍ଥାପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ଡ୍ରାଇଭରମାନେ ପଦଯାତ୍ରା କରୁଛନ୍ତି । ଆଜି ଭଦ୍ରକରୁ ୫ହଜାର ଜଣ ଡ୍ରାଇଭର ବାହାରି ଏହି ପଦଯାତ୍ରାରେ ସାମିଲ ହେବେ। ଓଡ଼ିଶା ଡ୍ରାଇଭର…

କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା: ସମ୍ପୃକ୍ତି ନେଇ ୫ ଗିରଫ

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଯାତନା ଘଟଣାରେ ସମ୍ପୃକ୍ତି ନେଇ ୫ ଗିରଫ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡି…

କକାକୁ ହାଣିଲା ପୁତୁରା, ଖୁଡ଼ି ଗୁରୁତର

ବାରିପଦା: ଘରୋଇ କଳହର ଭୟଙ୍କର ପରିଣତି । ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ଆକ୍ରମଣରେ ଖୁଡି ଗୁରୁତର ହୋଇଛନ୍ତି । ଏଭଳି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡା କଟା ପଞ୍ଚାୟତରେ । ଗତକାଲି ମଧ୍ୟରାତ୍ରିରେ କୌଣସି କଥାକୁ…

ଭଦ୍ରକରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି

ଭଦ୍ରକ : ହୁ ହୁ ହୋଇ ବଢ଼ୁଛି ପରିବା ଦର । ଭଦ୍ରକରେ ପରିବା ଦର ଆକାଶ ଛୁଆଁ । କାର୍ତ୍ତିକ ମାସ ଆରମ୍ଭରୁ ଭଦ୍ରକରେ ପନିପରିବା ଦର ଆକାଶ ଛୁଆଁ ହେଲାଣି ଯାହାକୁ ନେଇ ଚିନ୍ତାରେ ଖାଉଟି। ଅଧିକାଂଶ ପରିବା କିଲୋ ପ୍ରତି ୮୦ ଟଙ୍କା ଉପରେ ବିକ୍ରି ହେଉଛି । ଯାହାକି ମଧ୍ୟବିତ ଶ୍ରେଣୀର ଖାଉଟି ମାନେ…