Latest Odisha News

BREAKING NEWS

Browsing Category

ଓଡିଶା

Odisha

ମମିତା ମେହେର ହତ୍ୟା ମାମଲା: ମେହେର ସମାଜର ପଦଯାତ୍ରା ଓ ଥାନା ଘେରାଓ

ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା…

ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ…

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ; ‌କେ.ଜିକୁ ୮୦

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇସାରିଥିବାରୁ ପରିବା ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଜାରରେ ପରିବାର ଅଭାବ ଦେଖାଯାଉଥିବା ବେଳେ ଏପଟେ ଟମାଟୋର ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଲାଣି। ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା…

ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର: ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡ଼ିଆ ଯୁବକ ବାଇଧର ଘଡ଼ାଇ। ପରିବାର ଲୋକ ତାଙ୍କୁ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଦୁବାଇରେ ଅବସ୍ଥାପିତ ଭାରତୀୟ…

ବିିନ୍ଦୁ ସାଗରରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁୁବନେଶ୍ୱର: ଭୁବନେଶ୍ୱର ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ସାମନ୍ତାରାପୁରର ସାଇଶ୍ରୀ ଜ୍ୟୋତି ପ୍ରକାଶ। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି। ବିନ୍ଦୁ ସାଗର ନିକଟରୁ ଚପଲ ଓ ସ୍କୁଟି ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ।…

ଦନ୍ତା ହାତୀର ମୃତଦେହ ଉଦ୍ଧାର : ଦେଢ଼ମାସରେ ଗଲାଣି ୩ ହାତୀର ଜୀବନ

ପାଲଲହଡ଼ା: ପୁଣି ଦନ୍ତା ହାତୀର ମୃତ୍ୟୁ। ଦେଢ଼ମାସରେ ଗଲାଣି ୩ହାତୀର ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ଦୁଇ ହାତୀ ମୃତ୍ୟୁ ହୋଇଗଲାଣି। ଗତକାଲି ବିଳମ୍ବିତ ରାତିରେ କଣିହାଁ ବନାଞ୍ଚଳ ଡ଼ିହତଇଲା ନିକଟରୁ ହାତୀର ମୃତହେଦ ଉଦ୍ଧାର ହୋଇଛି। ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର…

ବିଜେଡିରେ ମିଶିପାରନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର / ଭୁବନେଶ୍ୱର: ଗତ ସପ୍ତାହରେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଓଡିଶାର ନବରଙ୍ଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ପ୍ରଦୀପ ମାଝୀ ଅକ୍ଟୋବର ୨୮ କିମ୍ବା ୨୯ରେ ଭୁବନେଶ୍ୱରରେ…

ରାଜ୍ୟରୁ ୪୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌…

ଓଡ଼ିଶାକୁ ରାଜସ୍ୱ ଦେବାରେ ଜେଏସଡବ୍ଲ୍ୟୁ ଶୀର୍ଷରେ

ଭୁବନେଶ୍ୱର: ଖଣିଜ ଉତ୍ପାଦ କମ୍ପାନୀ ମଧ୍ୟରେ ଜେଏସଡବ୍ଲ୍ୟୁ ଚଳିତ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଓଡ଼ିଶା ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇଛି। ରାଜ୍ୟରେ ମୋଟ୧୨୯୭୬.୧୭କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ସେଥିରୁ କେବଳ ଜେଏସଡବ୍ଲ୍ୟୁ ୪୬.୩% ଦେଇଛି। ଏହା ପୂର୍ବରୁ ଜାନୁଆରୀରୁ…

ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଧରୁନି । ନିତିଦିନ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ଲାଗି ଏବେ ମାଫିଆ ମାନେ ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି । ଆଜି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୨ ଅଞ୍ଚଳରୁ ଗଞ୍ଜାମକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା…