Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୧ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଆଜି ସାମାନ୍ୟ କମିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୯ ଜଣ ସଂକ୍ରମିତ…

ବିଜେପିର ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

ସୋନପୁର: କଳାହାଣ୍ଡି ଜିଲ୍ଲାର ମାହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଏନେଇ ସାରା ରାଜ୍ୟରେ ବଢ଼ୁଛି ଜନଅସନ୍ତୋଷ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସମ୍ପୃକ୍ତ ଥିବା ଅଭିଯୋଗ କରିଛି…

ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ଆଜି ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା। ବିଜେପି କର୍ମୀଙ୍କୁ ମାଡ଼ ସହ ୧୬ଦଫା ଦାବି ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡ଼ାକରା ଦିଆଯାଇଛି।…

ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା, ସ୍କୁଲ ଯିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୧୮ମାସ ପରେ ସୋମବାରରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ। ଅନଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ। ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ। କୋଭିଡ଼ ଗାଇଡ଼ଲାଇନକୁ ମାନି ପାଠ ପଢ଼ିବେ ଛାତ୍ରଛାତ୍ରୀ। ଦୀର୍ଘ ମାସ ପରେ ସ୍କୁଲ ଖୋଲୁଥିବାରୁ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଧବଳେଶ୍ୱର ପୀଠ ଖାଁ ଖାଁ

ଆଠଗଡ଼: ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଆଜିର ଦିନରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହି ଦିନ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ମହାଦେବଙ୍କ ପାଖରେ ମାନସିକ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଚଳିତବର୍ଷ…

ବାଲୁକା ଚିତ୍ର କଳା ଦ୍ୱାରା ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ଆଜି ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍। ଏଥିପାଇଁ ଫ୍ୟାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଭାରତର କୋଟି କୋଟି ଲୋକ ଅପେକ୍ଷା କରିଥିବାବେଳେ ଭାରତୀୟ ଦଳର ବିଜୟ କାମନା ମଧ୍ୟ କରିଛନ୍ତି। ଟିମ୍ ଇଣ୍ଡିଆର ବିଜୟ ନେଇ ସମସ୍ତେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶୁଭେଚ୍ଛା…

ଋତୁପର୍ଣ୍ଣା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ହାସଲ କରିବେ । ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି ତାଙ୍କୁ ଚୟନ କରିଥିଲେ । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଫୁଟବଲ…

ଆଇସକ୍ରିମ କାଠିରେ ବିଶ୍ୱକପ୍ ଟ୍ରଫି, ଅଭିନବ ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ

କଟକ: ଆଇସକ୍ରିମ କାଠିରେ ବିଶ୍ୱକପ୍ ଟ୍ରଫି। ଅଭିନବ ଢ଼ଙ୍ଗରେ ବିଶ୍ୱକପ୍ ଟ୍ରଫି ପ୍ରସ୍ତୁତ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ କଟକର ଚିତ୍ରକର ମନୋଜ ସାହୁ। ଭାରତ ଓ ପାକିସ୍ଥାନ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଭିନ୍ନ ଭିନ୍ନ ଢ଼ଙ୍ଗରେ ମଧ୍ୟ…

ଆମେଚର୍ ଟେନିକୋଏଟ୍ ଆସୋସିଏସନର ୩୩ତମ ବାର୍ଷିକ ସମ୍ମିଳନୀ

କଟକ: ଗ୍ରାମାଞ୍ଚଳରେ ଟେନିକୋଏଟ୍ କ୍ରୀଡ଼ାର ପ୍ରଚାର ପ୍ରସାର କରାଯିବ। ଆଗକୁ ହେବାକୁ ଥିବା ରାଜ୍ୟ ଟେନିକୋଏଟ୍ ପ୍ରତିଯୋଗିତା ପାଇଁ ବିଭିନ୍ନ ଖସଡ଼ାମାନ ପ୍ରସ୍ତୁତ କରାଯାଇଛି। ଏନେଇ ଆମେଚର୍ ଟେନିକୋଏଟ୍ ଆସୋସିଏସନ ୩୩ତମ ବାର୍ଷିକ ସମ୍ମିଳନୀରେ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଲମ୍ପିକ୍…

କାଳୀପୂଜା ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି ବୈଠକ

କଟକ: କାଳୀପୂଜାକୁ ଶାନ୍ତିଶୃଙ୍ଖଳାଭାବେ କରିବା ପାଇଁ ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ଼ିସିପି ପ୍ରତୀକ ସିଂ, ବିଭିନ୍ନ ଜୋନର ଏସିପି, ଥାନା ଅଧିକାରୀ, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ…