Latest Odisha News

BREAKING NEWS

Browsing Category

ଓଡିଶା

Odisha

ମମିତା ମେହେର ହତ୍ୟା ଘଟଣା, ସିପିଆଇ ପକ୍ଷରୁ ବିକ୍ଷୋଭ

କୋରାପୁଟ : କୋରାପୁଟରେ ସିପିଆଇ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ମନ୍ତ୍ରୀଙ୍କ ବହିଷ୍କାର,ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ…

ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର , ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର : ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର । ମମିତା ତାତି ଥମି ନଥିବା ବେଳେ କେନ୍ଦୁଝରରେ ଏପରି ଅଘଟଣ ଘଟିଛି । ହଳଦିଆ ଗୁଣା ଗାଁର ଏକ ପଡ଼ିଆରୁ ନାବାଳିକାର ଅର୍ଦ୍ଧନଗ୍ନ ମୃତ ଦେହ ଉଦ୍ଧାର କରିଛି ପୋଲିସ । ପାରିପାଶ୍ୱିକ ସ୍ଥିତିରୁ ଜଣପାଡିଛି ଯେ ନାବାଳିକାକୁ କେହି ଦୁଷ୍କର୍ମ ପରେ…

ସମସ୍ୟାରେ ଗାଁ…

ମହାସିନ୍ଧୁ: ଗାଁରେ ଅନେକ ସମସ୍ୟା । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ଏହେଉଛି ଦେବଗଡ଼ ଜିଲ୍ଲାର ବଣପାହାଡ ଘେରା ମହାସିନ୍ଧୁ ଗାଁ । ପାହାଡ ତଳେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ଯିବାଆସିବା ପାଇଁ ଭଲ…

ଭେଣ୍ଡିଂ ଜୋନ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ

ଯାଜପୁର: ଯାଜପୁର ସହରରେ ନାହିଁ କୌଣସି ଭେଣ୍ଡିଂ ଜୋନ ।  ରାସ୍ତା ଉପରେ ଚାଲିଛି ପରିବା ହାଟ । ଆଉ ପୋଲ ଉପରେ ଚାଲିଛି ଆମିଷ ବ୍ୟବସାୟ । ଏ ହେଉଛି ଜିଲାପାଳ ଅପିଂସ ସମ୍ମୁଖର ଦୃଶ୍ୟ । ଭେଣ୍ଡି ଜୋନ ଯୋଗାଇବାର ଦାୟିତ୍ୱ ଉଭୟ ପୌରପାଳିକା ଏବଂ ନିୟନ୍ତ୍ରିତ ବଜାର କମିଟିର ହୋଇଥିବା ବେଳେ ଆଜି…

ସ୍ୱଚ୍ଛତା ଅଭିଯାନ ନେଇ ଯୁବକଙ୍କ ନିଆରା ପ୍ରୟାସ

ସୁବର୍ଣ୍ଣପୁର : ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବକଙ୍କ ନିଆରା ଅଭିଯାନ । ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ସମଗ୍ର ଦେଶ ପରିକ୍ରମାର ଇଚ୍ଛା ରଖିଥିବା ୩ ଜଣ ଯୁବକ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଚିଛନ୍ତି । ଏମାନେ ହେଲେ ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ…

ଝରଣୀ ଗାଁରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା, ମମିତାଙ୍କ ପରିବାରକୁ ଭେଟିଲେ

ବଲାଙ୍ଗୀର : କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମୀନତି ବେହେରା ମମିତାଙ୍କ ଗାଁ ଝରଣୀରେ ପହଞ୍ଚିଛନ୍ତି । ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ସହ ୪ ଜଣିଆ ଟିମ୍ । ମହିଳା ଆୟୋଗ ଅଧ୍ୟକ୍ଷା…

ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ,୬ ଗୁରୁତର

ଭୁବନ: ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ , ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର । ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଜଣ ଗୁରୁତର ହୋଇ…

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୫…

ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ

ସୁନ୍ଦରଗଡ଼ : ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁର ନିକୁଲାସ ଜୋଜୋ ବୋଲି ଜଣାପଡିଛି । ନିକୁଲାସଙ୍କ ବୟସ ମାତ୍ର ୩୪ ବର୍ଷ ହେବ ବୋଲି ସୂଚନା ମିଳିଛି । ଗତ କିଛି ଦିନ ହେବ ରାଉଲଡେଗା ବନଖଣ୍ଡ ଅଧିନରେ ଥିବା କିରାଲଗା ଜବତି…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୪୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା…