Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଟିକାକରଣ

ଭୁବନେଶ୍ବର : ମହାମାରୀ କରୋନାର ଭୟାବହତା ଜାରି ରହିଛି । ଭାଇରସକୁ ମାତ ଦେବାକୁ ଜାରି ରହିଛି ଟିକାକରଣ । କିପରି ଏହାର ମୁକାବିଲା କରାଯିବ ସେନେଇ ଅଣ୍ଟା ଭିଡିଛନ୍ତି ସରକାର । ଏଥିପାଇଁ ସାରା ରାଜ୍ୟରେ ଦ୍ରୁତ ଗତିରେ ଚାଲିଛି ଟିକାକରଣ । ତେବେ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟରେ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି । ୩୦ ଜିଲ୍ଲା ମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ ଜିଲ୍ଲା ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଏହି ଜିଲ୍ଲା ଗୁଡିକ ହେଲା - ଅନୁଗୁଳ, ଖୋର୍ଦ୍ଧା, ଗଜପତି ଓ କେନ୍ଦୁଝର । ୧୨ ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ ଅଣ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଜୟପୁରରେ ରକ୍ତଦାନ ଶିବିରି,୫୦ ୟୁନିଟ ରକ୍ତ ସଂଗ୍ରହ କରାଗଲା

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଆଜି ଜୟପୁର ସହରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ରକ୍ତର ଘୋର ଅଭାବ ଦେଖିଦେଇଛିା କରୋନାକୁ ଭୟ କରି କେହି ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ…

କଟକରେ ମା’ ଙ୍କୁ ମେଲାଣି

କଟକ : ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟା । କଟକର ବିିଭିନ୍ନ ସ୍ଥାନରେ ମା' ଙ୍କୁ ଦିଆଯାଉଛି ମେଲାଣି। କୋଭିଡ କଟକଣା ମଧ୍ୟରେ କଟକରେ ମା' ଙ୍କ ବିସର୍ଜନ ଚାଲିଛି ।ଖାଁ ଖାଁ ଲାଗୁଛି କଟକର ଦେବୀଗଡ଼ା ପରିବେଶ । ନାଁ ଆଗ ଭଳି ଆଉ ଭିଡ ଅଛି। ନାଁ ଅଛି ପାର୍ବଣର ମାହୋଲ। ମଣ୍ଡପରୁ ମା…

୨୦ ଯାଏ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୪ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଅକ୍ଟୋବର ୧୬ ଏବଂ ୧୭…

କଟକରେ ଏନକାଉଣ୍ଟର ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ : କଟକରେ ଦୁର୍ଦ୍ଧାନ୍ତ ଅପରାଧିକୁ କମିଶନରେଟ  ପୋଲିସର ଏନକାଊଣ୍ଟର୍। ଏନକାଉଣ୍ଟରରେ ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଆହତ ହୋଇଛି।  ଆହତ ରାକାକୁ ଏସସିବିରେ ଭର୍ତି କରାଯାଇଛି । ସେପ୍ଟେମ୍ବର ୯ ରେ କନ୍ଦରପୁରରେ ଘଟିଥିଲା ଗୁଳିକାଣ୍ଡ ଘଟଣା। ସେହି…

କରୋନା କଟକଣା ମଧ୍ୟରେ ମା’ ଙ୍କୁ ମେଲାଣି

ଭଦ୍ରକ : ସରିଛି ଦଶହରା ବିଦାୟ ନେଉଛନ୍ତି ମହାମାୟା । ଭଦ୍ରକ ସହର ସନ୍ଥିଆ ନୀଳକଣ୍ଠପୁରରେ ୫ ଦିନ ଧରି ଚାଲୁଥିବା ଜଗତଜନନୀ ମା' ଦୁର୍ଗାଙ୍କ ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମା' ଙ୍କୁ ମେଲାଣି ଦିଆଯାଇଛି। ସହରରେ ଭସାଣି ଉତ୍ସବ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାଙ୍କୁ…

ବାଲେଶ୍ୱରରେ ମା’ ଙ୍କୁ ମେଲାଣି , ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ବାଲେଶ୍ୱର :  ଆଜି ମା’ ଙ୍କ ମେଲାଣି ଉତ୍ସବ। ବିଦାୟ ନେଉଛନ୍ତି ଜଗତଜନନୀ ମା ଦୁର୍ଗା । ବାଲେଶ୍ୱରରେ ବହୁ ଆଡମ୍ବର ସହକାରେ ଦୁର୍ଗା ପୂଜା ଶେଷ ହୋଇଛି । ଆଜି ମା’ଙ୍କ ବିସର୍ଜନ । କରୋନା କଟକଣାକୁ ମାନି ବିଭିନ୍ନ ସ୍ଥାନରେ ଆଜି ମୂର୍ତ୍ତି ବିସର୍ଜନ କରାଯାଉଛି। ସେପଟେ ବାଲେଶ୍ୱରରେ ଚଳିତ ବର୍ଷ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱାସ୍ଥ୍ୟ ସେବା ଶିବିର

ଯାଜପୁର : ଆଜି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ପଣସା ଠାରେ ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର କୁ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଉଦଘାଟନ କରିଥିଲେ। ଏହି ଶିବିର ରେ ଆଖପାଖ…

ହାରିଗଲା ମାନବିକତା ମା’ ର ଅନ୍ତିମ ସଂସ୍କାରରେ ଆସିଲାନି ପୁଅ

ବରଗଡ଼ : ହାରିଗଲା ମାନବିକତା ଜନ୍ମକଲା ମା’ ର ଅନ୍ତିମ ସଂସ୍କାର ପାଇଁ ଆସିଲାନି ପୁଅ । ବରଗଡ଼ ୧୮ ନମ୍ବର ୱାର୍ଡର ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ଏପରି ଏକ ହୃଦୟବିତାରକ ଘଟଣା ଦେଖିବାକୁ ମିଳିଛି । ମା’ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶେଷ ଥର ପାଇଁ ମା ମୁହଁ ଦେଖିବା ପାଇଁ…