Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ: ବାଂଶପାଣି ରେଳ ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର: ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ। ବାଂଶପାଣି ରେଳ ଷ୍ଟେସନରେ ଦୁଇ ବସ୍ତି ବାସିନ୍ଦା ଆକ୍ରମଣ ଓ ଷ୍ଟେସନ ଭଙ୍ଗାରୁଜା କରିଛନ୍ତି। ୩ ଆରପିଏଫ ଗୁରୁତର। ସେମାନଙ୍କୁ ଯୋଡ଼ା ଟାଟା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଭଞ୍ଜହାଟିଂର ଲକ୍ଷ୍ମଣ ପାତ୍ର ନାମକ ଜଣେ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ କନ୍ଧମାଳର ୨ ଯୁବକ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ । କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ନିକଟରେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣିବ କମିଶନରେଟ ପୋଲିସ । ସେମାନଙ୍କୁ…

ଭାଇର ଦୀର୍ଘାୟୁ କାମନା କରି ଭାଇ ଜୀଉଁନ୍ତିଆ ଓଷା 

ସୁବର୍ଣ୍ଣପୁର : ଭାଇର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀ ମାନେ ପାଳନ କରିଥାନ୍ତି ଭାଇ ଜୀଉଁନ୍ତିଆ ଓଷା  । ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୁଜାପରେ ଦିନ ସାରା ନିର୍ଜଳା ଉପବାସ ରହି ଭଉଣୀ ମାନେ ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜା କରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ…

୧୫ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଓଡିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆଇଏମଡି କହିଛି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର…

ମା’ତାରିଣୀ ପୀଠରେ ମହାନବମୀ ପୂଜା, ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’

ଘଟଗାଁ : ମା’ ତାରିଣୀ ପୀଠରେ ମହାନବମୀ| କାଳରାତ୍ରୀ ରୂପରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗା  | ଏପଟେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦଶହରା ଅବସରରେ ଭକ୍ତମାନଙ୍କୁ…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨…

ଆଜି ମହାମାୟାଙ୍କ ମହାଷ୍ଟମୀ, ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ

ଭୁବନେଶ୍ୱର: ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାପୂଜା । ଆଜି ପାଳିତ ହେଉଛି ମହାଷ୍ଟମୀ । ମହା ଆଡମ୍ବରରେ ଚାଲିଛି ଦୁର୍ଗତନାଶିନୀଙ୍କ ପୂଜା । ଚଣ୍ଡୀପାଠରେ କମ୍ପୁଛି ମଣ୍ଡପ । କରୋନା କଟକଣାରେ ବିନା ଭକ୍ତରେ ଦେବୀ ଦୁର୍ଗାଙ୍କ ଆବାହନ ଚାଲିଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ପରଦା ଆଢୁଆଳରେ…

ରକ୍ତ ସମ୍ପର୍କରେ ରକ୍ତପାତ: ଭାଇର ଜୀବନ ନେଇଗଲା ଭାଇ

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଭାଇ ନେଲା ଭାଇର ଜୀବନ । ବିଲ ହଡ଼ିକୁ କେନ୍ଦ୍ର କରି ରକ୍ତପାତ । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରଧାନ ମୁଣ୍ଡା ।…

ମାଲକାନଗିରି ତୁଳସୀ ପାହାଡ଼ରେ ନକ୍ସଲ ଅପରେସନ୍ ସାରି ଫେରିଲେ ଯବାନ

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । କମ୍ବିଂ ଶେଷ କରି ୩ ମାଓବାଦୀଙ୍କ ମୃତଦେହ ଓ ମାଓ ସାମଗ୍ରୀ ସହ ଫେରିଛନ୍ତି ଅପରେସନରେ ସାମିଲ ଯବାନ । ଗତକାଲି ମାଲକାନଗିରି ଜିଲ୍ଲା ତୁଳସୀ ରେଞ୍ଜରେ ମୁହାଁମୁହିଁ…

ଆଜି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଭବାନୀପାଟଣା ସହରରେ ୧୪୪ ଧାରା

ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେଉଛି । କରୋନା କଟକଣାରେ ବିନା ଭକ୍ତରେ ହେଉଛି ଯାତ୍ରା । ପ୍ରତିବର୍ଷ ଛତର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏବର୍ଷ ବିନା ଭକ୍ତରେ ଯାତ୍ରା…