Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ରେଡ୍: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଘରୁ ୯ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ପୂଜା ପୂର୍ବରୁ ଭିଜିଲାନ୍ସ ସ୍କାନରରେ ସରକାରୀ ଅଧିକାରୀ । ବିପୁଳ ପରିମାଣର ଟଙ୍କା ଧରି ଘରକୁ ଫେରିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଛି । ତାଙ୍କ ନାଁ ନରୋତ୍ତମ ବେହେରା ।…

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ, ସାଢ଼େ ୨୨ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗତକାଲି ବିପୁଳ ପରିମାଣର ଟଙ୍କା ସହ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ଲଭ୍-ସେକ୍ସ-ଧୋକା: ପ୍ରତାରକ ପ୍ରେମିକ ଗିରଫ

ସମ୍ୱଲପୁର: ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ପ୍ରତାରଣା । ଯୁବତୀଙ୍କୁ ଗର୍ଭବତୀ କରାଇବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରାଇବାକୁ ଧମକ ଦେବା ଅଭିଯୋଗରେ ବନ୍ଧା ହେଲେ ପ୍ରେମିକ । ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରୁ ଏମିତି ଘଟଣା ସାମନାକୁ ଆସିଛି । ପୀଡ଼ିତଙ୍କ ଅଭିଯୋଗ…

ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ପାଖାପାଖି ଶହେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ୬୫୨ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୨୬ । ଆଜି ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ…

ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ୱାମୀ

ଖୋର୍ଦ୍ଧା: ସ୍ୱାମୀ ସାଜିଲା ସୈତାନ୍ । ସ୍ତ୍ରୀର ତଣ୍ଟି କାଟିଦେଲା । ଶ୍ୱଶୂର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ଏହାପରେ ଚମ୍ପଟ ମାରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ…

ସୁନାବେଡାରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

କୋରାପୁଟ : ସୁନାବେଡା ମହିଳା ମହାବିଦ୍ୟାଳୟ ନିକଟରେ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ମିଲନ ମାର୍କେଟରୁ ସ୍କୁଟି ଯୋଗେ ରାତିରେ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ସୁନାବେଡା ପୌରାଞ୍ଚଳ ରାଜୀବ କଲୋନୀର ଦୟା ବାଘ । ସୂଚନା…

ବ୍ରଜରାଜନଗରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ ଗିରଫ

ଝାରସୁଗୁଡ଼ା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ । ମାମଲାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଫେରାର ଥିବା ସୂଚନା ଦେଇଛି ସ୍ବତନ୍ତ୍ର ସ୍କ୍ବାଡ । ବ୍ରଜରାଜନଗର ତେଲେନପାଲି ନିକଟସ୍ଥ ଗଣେଶନଗର ଅଞ୍ଚଳରେ ନକଲି ମଦ କାରଖାନା…

ଓଡ଼ିଶାରୁ ଫେରିଯିବ ମୌସୁମୀ, ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ବର : ଓଡ଼ିଶାରୁ ଫେରିଯିବ ମୌସୁମୀ । ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ପ୍ରକ୍ରିୟା । ପ୍ରଥମେ କିଛି ଅଞ୍ଚଳରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି । ଗୁଜରାଟ ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରୁ ଫେରିଲାଣି ମୌସୁମୀ । ତେବେ ଆସନ୍ତା ୩…

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ପ୍ରାକ୍ତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ନିକଟବର୍ତ୍ତୀ ନୂଆଗାଁରେ…

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପୁରୀ: ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ  । ଧର୍ମର ସ୍ଥାନରେ ଅଧର୍ମ କାମ ।  ପୁରୀ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରି ପୂଜକ ଗିରଫ । ଅସଦାଚରଣ କରିଥିବା ପୂଜକଙ୍କ ନାଁ ସଂଗ୍ରାମ ଦାସ । ପୁଲିସ ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ…