Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ, ରାସ୍ତାରୋକ ସହ ପୋଡାଜଳା

କେନ୍ଦୁଝର : ବିଧାୟକଙ୍କ ଗାଡ଼ି ଉପରେ ବୋମା ମାଡ଼ର ପ୍ରତିବାଦ । ରାସ୍ତାରୋକ ସହ ପୋଡାଜଳା ।  ଏନ୍ ଏଚ ୪୯ ଅବରୋଧ କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକ ଆରମ୍ଭ ହୋଇଛି । ଟାୟାର୍ ଜଳାଇ ଗାନ୍ଧୀ ଛକ ଠାରେ ଏନଏଚ…

ତିନି ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ: ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ।ସେମାନଙ୍କ ପାଖରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା। ମୋଟ୍ ୨୨ଲକ୍ଷ ୬୧ହଜାର ୪୩୦ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ସମସ୍ତ ତିନି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ କଟକ ଡିଭିଜନ ଏସପି…

ନବରାତ୍ର ପୂଜାରେ ଚଳଚଞ୍ଚଳ ରାଉରକେଲା ମା’ ବୈଷ୍ଣୋଦେବୀ ପୀଠ

ରାଉରକେଲା: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ମା’ବୈଷ୍ଣୋଦେବୀ ଙ୍କ ପୀଠ। ୯ଦିନ ବ୍ୟାପୀ ଏହି ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ବେଶରେ…

ବିଧାୟକଙ୍କ ଗାଡି ଉପରକୁ ବୋମାମାଡ

କେନ୍ଦୁଝର : ବିଧାୟକଙ୍କ ଗାଡିକୁ ବୋମାମାଡ । ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ତେବେ ତାଙ୍କ ଗାଡି ଉପରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଟାଉନ୍ ଥାନା ମଣ୍ଡୁଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି…

ହୁ ହୁ ଜଳିଗଲା କାର୍

ବାରିପଦା: ହୁ ହୁ ହୋଇ ଜଳିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା କାର୍ । କେମିତି ନିଆଁ ଲାଗିଲା କେହି କିଛି ଜାଣି ନାହାନ୍ତି । ଚାହୁଁ ଚାହୁଁ କାରଟି ଜଳିପୋଡି ଛାରଖାର ହୋଇଗଲା । ବାରିପଦା ସହରର ଜଗନ୍ନାଥ ମନ୍ଦିର ନିକଟରେ ଆଜି ସକାଳୁ ଏହି ଘଟଣା ଘଟିଛି । ଏହି ବାଟ ଦେଇ ଯାଉଥିବା ଲୋକ କାରରେ ନିଆଁ…

ଝିଅ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର. ..

କଟକ: ଗରିବ ଅସହାୟ ରୋଗୀ ମାନଙ୍କ ପାଇଁ କେତେ କଣ ସୁବିଧା କରାଯାଉଛି । ହେଲେ ବହୁ ସ୍ଥାନରେ ଅସହାୟ ହୋଇ ଚିକିତ୍ସା । ପାଇପାରୁନାହାନ୍ତି ବହୁ ଗରିବ ରୋଗୀ ମାନେ । ଏମିତି କିଛି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ କଟକରେ ।  ଜଣେ ଅସହାୟ ବାପର କରୁଣ କାହାଣୀ ଦେଖିବାକୁ ମିଳିଛି । ରୋଗ…

ମା’ ଭଗବତୀ ଓ ଦେବୀ ଉଗ୍ରତାରାଙ୍କ ସ୍କନ୍ଧମାତା ବେଶ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଦୁଇ ତନ୍ତ୍ର ପୀଠ । ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଏବଂ ଟାଙ୍ଗୀ-ଭୁଷଣ୍ଡପୁରର ମା’ ଉଗ୍ରତାରା ପୀଠ  ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । କରୋନା କଟକଣା ପାଇଁ ମା’ଙ୍କୁ ଦର୍ଶନ ସହିତ ମା’ଙ୍କର କୃପା ଲାଭ ପାଇଁ ଭକ୍ତଙ୍କ ଆଗମନ ଉପରେ…

ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକ

କଳାହାଣ୍ଡି: ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ପ୍ରିସିସିୟନ କମ୍ପାନୀର ଶ୍ରମିକମାନେ। କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ଦୀର୍ଘବର୍ଷ ହେଲା ଲାଞ୍ଜିଗଡ଼ରେ ନିର୍ମାଣ କରାଯାଇଛି। ବେଦାନ୍ତ ଭିତରେ ଅନେକ ବଡ଼ ବଡ଼ କମ୍ପାନୀଗୁଡ଼ିକ ରହିଥିବାବେଳେ ଅନେକ…

ବୈଷ୍ଣବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ୱଲପୁର: ନବରାତ୍ରୀ ନେଇ ବିିଭନ୍ନ ଦେବୀ ପୀଠ ସବୁ ଚଳଚଞ୍ଚଳ ହୋଇଉଠିଛି । ଅନ୍ୟ ସ୍ଥାନ ଭଲି ମାଆ ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଆଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମାଆ । ଆଜି…

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍

କଟକ: ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚୌଦ୍ୱାର-କଟକ ବିଧାୟକଙ୍କ ଘରୁ ଚୋରି ଅଭିଯୋଗ । ଗତକାଲି ରାତିରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖୋଳତାଡ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ । ବିଧାୟକଙ୍କ ଘରୁ ଲୁଟ୍ ଘଟଣା ଜଣା ପଡ଼ିବା ପରେ…