Latest Odisha News

BREAKING NEWS

Browsing Category

ଓଡିଶା

Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଉତ୍ତେଜନା ସହ ରାସ୍ତାରେ ପୋଡାଜଳା

ପୁରୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଅନ୍ତର୍ଗତ ସିଫା କାର୍ଯ୍ୟଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ କାର ଭିତରେ ଧକ୍କା ହୋଇ ୪ ଜଣ ଗୁରତର ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳର ତିନିଜଣ କଲେଜ ପିଲା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଯୋଗୁଁ…

ଭୁବନେଶ୍ବରରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ନୂଆ ଜୋନାଲ ଅଫିସ୍ ଉଦଘାଟିତ

ଭୁବନେଶ୍ବର : ଉଦଘାଟିତ ହୋଇଛି ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରର ଭୁବନେଶ୍ବର ଜୋନାଲ ଅଫିସ୍ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଓଡ଼ିଶାବାସୀଙ୍କ ପାଇଁ ଉତ୍ତମ ବ୍ୟାଙ୍କିଙ୍ଗ ଓ…

ବାଣପୁରରେ ମା’ ଭଗବତୀ ଓ ମା’ ବୀରଜାଈଙ୍କ ଭେଟ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅନୁଷ୍ଠିତ ହୋଇଛି ମା’ ଭଗବତୀ ଓ ମା' ବୀରଜାଈଙ୍କ ଭେଟ ଉତ୍ସବ । ଓଡ଼ିଶାର ଐତିହାସିକ ପୀଠ ତଥା ବାଣପୁରର ପ୍ରସିଦ୍ଧ ଶକ୍ତି ପୀଠ ମା' ଭଗବତୀଙ୍କ କାଠି ଠାକୁରାଣୀ ଏବଂ ମା' ବୀରଜାଈଙ୍କ କାଠି ଠାକୁରାଣୀଙ୍କର ବିଦ୍ଧି ମୁତାବକ ହୋଇଛି ମହା ଭେଟ…

ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା

ଗଞ୍ଜାମ : ପ୍ରକାଶ ପାଇଲା ଗଂଜାମ ଜିଲ୍ଲା ଜିଆରଏସ ଯୋଗ୍ୟତା ତାଲିକା । ମୋଟ ୧୩୭୬ ଜଣ ଆବେଦନକାରୀଙ୍କ ମଧ୍ୟରୁ ୨୪ ଜଣ ପାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୩୫୨ ଜଣ ପାର୍ଥୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ମାସରେ ହୋଇଥିବା ଚୟନ ପ୍ରକ୍ରିୟାକୁ ଆଧାର କରି ଏହି ତାଲିକା ପ୍ରକାଶ…

ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ନୀତି

ପୁରୀ : ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ନୀତି । ଦୁର୍ଗମାଧବ ରଥକୁ ବିଜେ ହୋଇଥିବା ବେଳେ ୧୨.୩୦ରେ ନାରାୟଣୀ ମନ୍ଦିରକୁ ବିଜେ ହୋଇଛନ୍ତି । ଦୁର୍ଗା ମାଧବ ଉପାସନାର ଅନନ୍ୟ ଐତିହ୍ୟ କ୍ଷେତ୍ର ନାରାୟଣୀ ମନ୍ଦିର । ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ…

ପାରାଦୀପରେ ହୋଟଲ ଏମ୍ପ।ୟାର୍ସ ପକ୍ଷରୁ ୮ ଦିନିଆ ଫୁଡ୍ ଫେଷ୍ଟିଭାଲ

ପାରାଦୀପ: ଫୁଡ୍ ଫେଷ୍ଟିଭାଲ୍ ପାଇଁ ପାରାଦୀପରେ ପ୍ରସ୍ତୁତି ଆରମ୍ଭ । ଦଶହରା ଅବସରରେ ପାରାଦୀପ ହୋଟେଲ ଏମ୍ପାୟାର୍ସ ପକ୍ଷରୁ ଆସନ୍ତା କାଲିଠୁ ଆରମ୍ଭ ହେଉଛି ୮ ଦିନିଆ ଫୁଡ୍ ଫେଷ୍ଟିଭାଲ୍ । ଏହି ଫେଷ୍ଟିଭାଲର ନାଁ ରଖାଯାଇଛି ‘ସୋନାର ବାଙ୍ଗଲା’। ଏହି ଫେଷ୍ଟିଭାଲରେ ସମସ୍ତ ପ୍ରକାର ବଙ୍ଗାଳୀ…

ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଏବେ ବି ଜଣେ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁରୀରେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨ଜଣ ଉଦ୍ଧାର ହୋଇଥିବାବେଳେ, ଜଣେ ଏବେ ବି ନିଖୋଜ ଅଛନ୍ତି। ସେପଟେ ମିଳିଥିବା ସୂଚନା ମୁତାବକ ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ସହିଦ ଅନଓ୍ବର । ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ ସମୟରେ…

ଗହଣା ସଫା କରିବା ଆଳରେ ସୁନା ଅଳଙ୍କାର ଲୁଟ୍, ୭ଜଣ ମହିଳା ଅଟକ

ବାଲୁଗାଁ: ଗହଣା ସଫା କରିବାକୁ ଆସି ଲୁଟିଲେ ଅଳଙ୍କାର। ଏପରି ଖବର ସାମ୍ନାକୁ ଆସିଛି ବାଣପୁର ଥାନା ଅନ୍ତର୍ଗତ ବେଙ୍ଗରାଜ ପଲ୍ଲୀ ଗ୍ରାମରୁ। ୭ଜଣ ମହିଳା ଚୁଡ଼ି ବିକ୍ରି ସହ ସୁନା ଅଳଙ୍କାର ସଫା କରିବା ପାଇଁ ଗାଁରେ ବୁଲୁଥିଲେ। ଗାଁର କିଛି ମହିଳା ସେମାନଙ୍କ କଥାକୁ ବିଶ୍ୱାସ କରି ସୁନା,…

ମାଲକାନଗିରି ପୋଲିସକୁ ସଫଳତା, ଜବତ ହେଲା ୨ କ୍ବିଣ୍ଟାଲ ଗଞ୍ଜେଇ, ୩ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନମ୍ବର ନଥିବା ଏକ ତିନି ଚକିଆ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ୨ କ୍ବିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ…

ଯାଜପୁର ଧର୍ମଶାଳା ଲୁଣିବାର ଗାଁରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଯାଜପୁର : ମାଟି ତଳୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ…