Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇବର ଅପରାଧ ଓ ଦୁଷ୍କର୍ମ ବୃଦ୍ଧିକୁ ନେଇ ଉଦବେଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ ଠକେଇ ଓ ଦୁଷ୍କର୍ମ ମାମଲା । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଅକ୍ଟୋବର ମାସ ପ୍ରଥମ ସପ୍ତାହ ପ୍ରଥମ ତିନି ଦିନରେ ଜିଲ୍ଲାର ୭ଟି ଥାନାରେ ୭ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା ବେଳେ,…

ପୋଲିସ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମହିଳା ମାଓବାଦୀ । ଆଜି କୋରାପୁଟ ଗସ୍ତରେ ଥିବା ଡିଜିପିଙ୍କ ନିକଟରେ ଜଣେ ଏସିଏମ୍ କ୍ୟାଡର୍ ଓ ଅନ୍ୟ ଜଣେ ମିଲିଟାରି ଗ୍ରୁପ ସଦସ୍ୟା ଆତ୍ମସମର୍ପଣ କରିଛନ୍ତି । ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟା ଦେବା ପଡିଆମି ଓରଫ…

ଆସନ୍ତାକାଲି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଗଜପତି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ ପାଇଁ ୪୯୦ କୋଟି ଟଙ୍କାର…

ଦୀର୍ଘ ସମୟ ପରେ କୂଅରୁ ଉଦ୍ଧାର ହେଲା ହାତୀ

ମୟୂରଭଞ୍ଜ : ଦୀର୍ଘ ସମୟର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଧବଣୀଷୋଳ ପଞ୍ଚାୟତର ଟେମ୍ବଟୋଲା ଗାଁରେ ଥିବା ଏକ ଖୋଲା କୂଅ ଭିତରେ ଖସି ପଡିଥିଲା ହାତୀ । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ…

ପିପିପି ମୋଡରେ ଭୁବନେଶ୍ବର ଷ୍ଟେସନର ହେବ ବିକାଶ

ଭୁବନେଶ୍ବର : ଭୁବନେଶ୍ବରର ରେଳ ଷ୍ଟେସନର ହେବ ବିକାଶ । ପିପିପି ମୋଡରେ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କରାଯିବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ଓ ପାଖ ଜମିରେ ବିଡିଏ ଷ୍ଟେସନର ବିକାଶ କରିବ । ଓଡ଼ିଶାରେ ଥିବା ବିଭିନ୍ନ ରେଳ…

ହସ୍ପିଟାଲ ଛାତରୁ ଅତଡା ଖସିଲା, ରୋଗୀଙ୍କୁ ବେଡ୍ ମିଳିଲା

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବାକୁ ନେଇ ସାମ୍ନାକୁ ଆସିଛି ଗୁରୁତର ସମସ୍ୟା । ରୋଗୀଙ୍କୁ ମିଳୁନି ଉତ୍ତମ ସ୍ୱାସ୍ଥ୍ୟ ସେବା । ଓଲଟା ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନେ ହସ୍ପିଟାଲରେ ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି । ଜ୍ୱରରେ…

ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ପିପିଲି : ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ୨୦ ହଜାର ୯୧୬ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇଛନ୍ତି ରୁଦ୍ର ମହାରଥୀ । ବିଜୟ ସହ ପିପିଲିରେ ସ୍ବର୍ଗତ ପ୍ରଦୀପ…

ରାଜ୍ୟସ୍ତରୀୟ ଜନସମ୍ପର୍କ ସମ୍ମିଳନୀ ଆୟୋଜନ କରିବ ପିଆରଏସଆଇ ଭୁବନେଶ୍ୱର ଚାପ୍ଟର

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଚାପ୍ଟରର ବାର୍ଷିକ ବୈଠକ ଗତ ଶୁକ୍ରବାର ଦିନ ପ୍ରେସ କ୍ଲବ ଅଫ୍ ଓଡିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚାପ୍ଟରର ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହିତ…

ସ୍ୱାଭିମାନୀ ପଦ୍ମିନୀ, ନିଜ ଭବିଷ୍ୟତ ପାଇଁ ସାଜିଛନ୍ତି ରାଜମିସ୍ତ୍ରୀ

ନୂଆପଡ଼ା: ମାନସିକତାକୁ ଦୁର୍ବଳ କରିପାରିନି ଅର୍ଥାଭାବ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ବେଶ୍ ଭଲଭାବେ ବୁଝି ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ଜଣେ ୧୮ବର୍ଷିୟା ଯୁବତୀ । ଭବିଷ୍ୟତ ଚିନ୍ତା, ପରିବାରର ଦାୟିତ୍ୱ ଓ କାମର ବୋଝ ମଧ୍ୟରେ ଖୁବ୍ ସୁନ୍ଦର ଭାବେ…

ପିପିଲି ଭୋଟ୍ ଗଣତି: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ପୁରୀ: ପିପିଲିରେ କିଏ ମାରିବ ବାଜି । ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କାଉଣ୍ଟିଂରେ ଆଗରେ ରହିଛି ବିଜେଡି । ତିନିଟି ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୫ହଜାର ୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ…