Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦ ଫୁଟ୍ ଲମ୍ବ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର: ବିରାଟକାୟ ସାର୍କ ଜବତ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ଏହାର ଓଜନ ୮ କିଣ୍ଟାଲ୍ ହେବ । ସମୁଦ୍ର ବାଲିରେ ସାର୍କର ମୃତଦେହ ଅଧା ପୋତି ହୋଇ ରହିଥିଲା । ସ୍ଥାନୀୟ ଲୋକ ଦେଖି ବାଲିକୁ ଖୋଳିଥିଲେ…

ରେଡକ୍ରସ କର୍ମୀଙ୍କ ମହାନତା

ସୋନପୁର :ରେଡକ୍ରସ କର୍ମୀଙ୍କ ମହାନତା । ସୋନପୁର ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବେଶ୍ୱରୀ ପାଲି ଠାରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡ଼ ନିବାସୀ ସନ୍ତୋଷ କୁମାର ଆହତ ହୋଇ ଗୁରୁତର ହୋଇପଡ଼ିଥିଲେ । ଏହି ସମୟରେ ରେଡକ୍ରସ କାର୍ଯ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା ଅଧ୍ୟାପକ ରବିଚନ୍ଦ୍ର…

ଗାଧୁଆ ଘରୁ ଉଦ୍ଧାର ହେଲା ନାଗ

ଚାନ୍ଦବାଲି: ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନିକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘରୁ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି । ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ…

ସୁଲଗୋଡାରେ ହାତୀ ଆତଙ୍କ

କେନ୍ଦୁଝର:ସୁଲଗୋଡାରେ ହାତୀ ଆତଙ୍କ । ସୁଲଗୋଡାରେ ବ୍ୟାପକ ଫସଲ ନଷ୍ଟ କଲେ ୨୧ଟିକିଆ ହାତୀପଲ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟର ସୁକୁଗୋଡ଼ାରେ ୨୧ ଟିକିଆ ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀପଲ ନିକଟ ଜଙ୍ଗଲରୁ ବାହାରି ସୁଲୁଗୁଡା ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ…

ଚୋରାଚାଲାଣ ବେଳେ ୧୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର ଓଡିଶା ସିମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ  ପାଟ୍ରୋଲିଂ ଚାଲିଥିବା…

ଗାଁରେ ହାତୀ ଆତଙ୍କ, ଜଣେ ମୃତ

ମୋରଡା : ଦିନକୁ ଦିନ ବଢି ଚାଲିଛି ହାତୀ ଆତଙ୍କ । ଗାଁ ଭିତରେ ହାତୀ ପଶିବା ସହିତ ଘରଦ୍ୱାର ଭାଙ୍ଗି ଚାଲିଛନ୍ତି । ସେହିଭଳି ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ । ଏପରିକି ମଣିଷ ହାବୁଡରେ ପଡିଲେ ନିସ୍ତାର ନାହିଁ । କିଛି ଦିନ ହେଲା ମୋରଡା ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଛନ୍ତି ।…

ଆଜି ୧୮ ଜିଲ୍ଲାରୁ ୪୦୭ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୦୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨୩୮ ଓ…

ଆଜି ଗଜପତି ଜିଲ୍ଲା ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ BSKY ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ୱର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କର ମାରାଥନ୍ ଜିଲ୍ଲା ଗସ୍ତ । ଆଜି ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟାରେ ସେ ପାରଳାଖେମୁଣ୍ଡି ହେଲିପ୍ୟାଡରେ…

ନଦୀରେ ଭାସିଯାଇ ତିବତ୍ତୀୟ ନାବାଳକ ନିଖୋଜ

ଗଜପତି : ସାଙ୍ଗ ମାନଙ୍କ ସହ ନଦୀ ପାର ହୋଇ ପିକନିକ କରିବା ହେଲା କାଳ । ନଦୀ ପାର ହେଉଥିବା ବେଳେ ନଦୀରେ ଭାସି ଯାଇ ନିଖୋଜ ଅଛନ୍ତି ତିବତୀୟ ନାବାଳକ । ନିଖୋଜ ନାବାଳକ ଜଣକ ହେଲେ ଜିରାଙ୍ଗ ଗ୍ରାମର ଜିଗ୍ମି ଦେଓ୍ବା । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମହେନ୍ଦ୍ରଗଡ଼ ନଦୀରେ ଘଟିଛି ଏଭଳି ଏକ…

ଗ୍ରାନାଇଟ ବୋଝେଇ ଟ୍ରକରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସ ପେଟ୍ରୋଲିଂ ବେଳେ ମନ୍ଦ୍ରାବାଜୁ ଛକ ନିକଟରୁ ଏକ ଏକ ଟ୍ରକରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ଉତ୍ତରପ୍ରଦେଶ ନମ୍ବର ଥିବା ଏକ ଟ୍ରକକୁ ଚେକିଂ ବେଳେ, ସେଥୁରୁ ଜବତ ହୋଇଛି ୭୦ ବସ୍ତାରେ ଗଞ୍ଜେଇ ।…