Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ବର ନୀଳଗିରି ଭାଲୁ ଆତଙ୍କ, ଆକ୍ରମଣରେ ୨ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଗୋପୀନାଥପୁର ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଗୋପୀନାଥପୁର ଗାଁର ମୁକୁନ୍ଦ ରାଉତ ଓ ଚଣ୍ଡୀପୁର ଅଞ୍ଚଳର ପ୍ରଭାକର ମହାନ୍ତି । ଗାଁରେ…

କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍, ଯଦି ଆସିବ ଦ୍ବିତୀୟ ଲହର ପରି ମାରାତ୍ମକ ହେବନି

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସିବ, ତାହା ଦ୍ବିତୀୟ ଲହର ଭଳି ମାରାତ୍ମକ ହେବନି । ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ ରହିଛି । ତୃତୀୟ ଲହର ଆସିପାରେ, ହେଲେ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ହେବାର ଆଶଙ୍କା ନାହିଁ ବୋଲି…

ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଯୁବକ ନିଖୋଜ

ଗଜପତି : ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବମିକା ନିକଟ ସାଇଲଡା ଗ୍ରାମରେ ନଦୀରେ ଭାସି ଯାଇ ଯୁବକ ଜଣକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ସାଇଲଡା ଗ୍ରାମର ଜି. ବାବୁରାଓଙ୍କ ୩୦ ବର୍ଷୀୟ ପୁଅ ଜି. ରାମୁ । ସେ ସନ୍ଧ୍ୟାରେ…

ବାତ୍ୟା ଗୁଲାବ୍‌ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି । ରାଜ୍ୟରେ ପବନର ବେଗ ମଧ୍ୟ ଅଧିକ ହୋଇନାହିଁ । କେବଳ ଗଜପତି ଓ କୋରାପୁଟର କିଛି ସ୍ଥାନରେ ମାଟି ଅତଡ଼ା ଖସିଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ବର୍ଷା ଜାରି ରହିଛି । ତେବେ…

ବରଗଡ଼ ହାଜତ ମୃତ୍ୟୁ ମାମଲା , ବିଭିନ୍ନ ଦାବି ନେଇ ଧାରଣାରେ ବିଜେପି

ବରଗଡ଼ :ବରଗଡ଼ ଟାଉନ ଥାନା ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦଙ୍କୁ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବରଗଡ଼ ବିଜେପି ଦଳ।  । ତେବେ ପୋଲିସ ବିରୋଧରେ ଟାଉନ ଥାନାରେ ହୋଇଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ଏଫ.ଆଇ.ଆର…

ଚୋରା ଚାଲାଣ ବେଳେ ୨୮ ବସ୍ତା ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ  ଚୋରା ଚାଲାଣ ହେଉଥିବା ବେଳେ ଏକ ଅଟୋକୁ ପୋଲିସ ଜବତ କରିଛି । ଅଟୋ ଭିତରୁ ୨୮ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ଏହାର ଓଜନ  ୮୧୧ କିଲୋଗ୍ରାମ । ଯାହାର ବଜାର ମୁଲ୍ୟ…

ରାୟଗଡ଼ାରେ ଭାରତ ବନ୍ଦ , କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଚାଷୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସଦର ଏବଂ ଗୁଣୁପୁରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଲିଥିଲା । ସଂଯୁକ୍ତ କିଶାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତା ତ୍ରୀପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପାରମ୍ପରକ ଢଙ୍ଗରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ…

ବାତ୍ୟା ପ୍ରଭାବରେ ୧୦ ପରିବାର କ୍ଷତିଗ୍ରସ୍ତ

ଗୁଣପୁର : ବାତ୍ୟା ଗୁଲାବ ପ୍ରଭାବ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତର ମାଙ୍ଗଲୁଗୁଡା ଗ୍ରାମରେ ୧୦ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଗ୍ରାମରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଘରର ଛପର, ଟିଣ ଉପୁଡି ପଡିଛି । ଘଟଣା ସ୍ଥଳରେ ବ୍ଲକ…

ପୋଲ ଉପରେ ଦୁଇ ଫୁଟର ପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବାତ୍ୟା ଗୁଲାବର ପ୍ରଭାବ । ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମାଲକାନଗିରିଠାରୁ ମୋଟୁକୁ ସଂଯୋଗ କରୁଥିବା ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । କାଙ୍ଗୁରକୋଣ୍ଡା ଓ ଏମଭି-୯୬ ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ…

ପୋଲିସ ପଞ୍ଝାରେ ସୁନା ଲୁଟେରା

ଜୟପୁର : ସୁନାଚେନ ଓ ବାଇକ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଲୁଟ କରିଥିବା ଅଭିଯୁକ୍ତ ଗୋପବନ୍ଧୁ ନଗରର ବାଦଲ ନାଗକୁ ପୋଲିସ ଗିରଫ କରିଛି । ଚୋରି ସୁନା କ୍ରୟ କରିବା ଅଭିଯୋଗରେ କୁମ୍ଭାରପୁଟର ମହିଳା ମାଣିକ କୁମ୍ଭାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।…