Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୫୪୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୪ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ୫୪୫ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୭୪ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୧୯ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୨୨୬।…

ଛତିଶଗଡ ସୀମାନ୍ତ ବିଜାପୁରରେ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମଲା

ଛତିଶଗଡ଼ : ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲଙ୍କ ହମଲା । ପାମେଡ ଥାନା ଅନ୍ତର୍ଗତ ଧର୍ମଗଡ ସିଆରପିଏଫ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିବା ଜଣାପଡିଛି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଛି…

ଚାନ୍ଦିପୁରରେ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର : ପ୍ରତିରକ୍ଷା କ୍ଷେତ୍ରକୁ ଆଉ ଏକ ସଫଳତା । ଆକାଶ ମିସାଇଲର ନୂଆ ସଂସ୍କରଣ ‘ଆକାଶ ପ୍ରାଇମ’ର ହୋଇଛି ସଫଳ ପରୀକ୍ଷଣ । ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ବା ଆଇଟିଆରରୁ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଅପରାହ୍ନ ଡିଆରଡିଓ ପକ୍ଷରୁ…

ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରଚାର ,ଶେଷ ଦିନରେ ଜୁନିଅର ମହାରଥୀଙ୍କ ଜୋରଦାର ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନଏସିରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗ ର ବିଭିନ୍ନ ପଞ୍ଚାୟତରେ ସଭା ସମିତି…

ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ନୂଆ ସଭାପତି ଭାବରେ ନିର୍ବାଚିତ ହେଲେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ଅସୀତ ତ୍ରିପାଠୀ । ନିକଟତମ ପ୍ରତିଦ୍ୱନ୍ଦୀ ବିଜୟ ପଟ୍ଟନାୟକଙ୍କ ଠାରୁ ୨୭୮ ଭୋଟରେ ବିଜୟ ଲାଭ କରିଛନ୍ତି ଅସୀତ । ୧୨୭୪ ମୋଟ ଭୋଟିଂ ହୋଇଥିବା ବେଳେ ଅସୀତ ୭୭୬ ଏବଂ ବିଜୟ ପଟ୍ଟନାୟକ ୪୯୮…

ବାତ୍ୟା ଗୁଲାବ ପ୍ରଭାବରେ ଟ୍ରେନ୍ ବାତିଲ

ଭୁବନେଶ୍ବର : ଦୁର୍ବଳ ହୋଇଛି ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ବାତ୍ୟାର ପ୍ରଭାବ ପଡିଛି । ପବନ ଯୋଗୁଁ ବଡଗଡ଼ ଗଛ ଉପୁଡି ପଡ଼ିଛି । ହେଲେ ସେପରି କୌଣସି କ୍ଷୟକ୍ଷତି ହୋଇନାହିଁ…

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, ଦୁଇ ଗିରଫ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି…

ଗାଁକୁ ନାହିଁ ଭଲ ରାସ୍ତା, ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର : କେନ୍ଦୁଝରରେ ଲଜ୍ଜା । ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ରୋଗୀ । କେନ୍ଦୁଝର ବାରିଆ ଥାନା ସିରିକୁଆଁ ଗାଁ ତେନ୍ତୁଳିଖୁଣ୍ଟି ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ର ବୃଦ୍ଧା ପରମେଶ୍ୱର ନାୟକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର…

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର: ପିଟର ତିର୍କୀଙ୍କୁ ଲାଇଫ ଟାଇମ, ହରିପ୍ରସାଦ ଶ୍ରେଷ୍ଠ କୋଚ

ଭୁବନେଶ୍ୱର: ୨୦୨୦-୨୧ ପାଇଁ ଓଡିଶାର ଖ୍ୟାତନାମା ଆନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କୀ ଏବଂ ପ୍ରତିଷ୍ଠିତ କୋଚ ହରିପ୍ରସାଦ ପଟ୍ଟନାୟକଙ୍କୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ପୂର୍ବତନ କ୍ରିକେଟ କୋଚ କମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର…

ସହାୟତା ଅପେକ୍ଷାରେ ପରିବାର…

କାମାକ୍ଷାନଗର : ରବିଙ୍କ ପାଇଁ ଜୀବନ ଭିକ୍ଷା ମାଗିଲେ ସ୍ତ୍ରୀ କୁନି । ପରିବାର ପାଇଁ ପଢା ଛାଡିଲେ ଦୁଇ ନାବାଳିକା ଶିଶୁ । ଗୋଟିଏ ପଟେ ସ୍ତ୍ରୀର ଗୁହାର ଆଉ ଗୋଟିଏ ପଟେ କୁନି ପିଲାଙ୍କ ଆକୁଳ ନିବେଦନ । ରବିଙ୍କ ଜୀବନ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି ପୁରା ପରିବାର । ଏ ହେଉଛନ୍ତି ଢେଙ୍କାନାଳ…