Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଘୁଚାପ ପ୍ରଭାବ; ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାରଗରରେ ଲଘୁଚାପ ପ୍ରଭାବ ଯୋଗୁ ଆଜିଠାରୁ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଥିବା ପୂର୍ବାନୁମାନ କରିଛି ଆଇଏମ୍‌ଡି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ  ପ୍ରବଳ ବର୍ଷା ଚେତାବନୀ ଦେଇଛି ଆଇଏମ୍‌ଡି। ଶନିବାର ଦିନ ଓଡିଶା ସରକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ…

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ

ସମ୍ବଲପୁର : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ଚଳଚଞ୍ଚଳ ପରିବେଶ । ଆଜି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ…

ଧରାପଡିଲେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ : ସୁନା, ରୁପା ଅଳଙ୍କାର ଜବତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ଆନ୍ତଃ ଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା, ରୁପା ଜବତ ହୋଇଛି । ଘଟଣାରେ ୫ ଜଣ ସିନ୍ଧି ଚୋରଙ୍କ ସହ ୪ ଜଣ ରିସିଭର ଗିରଫ ହୋଇଛନ୍ତି । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ…

ଗଞ୍ଜାମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଗସ୍ତ ଅବସରରେ ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ଟାଟା ୟୁନିଟ୍, କାଳେଶ୍ବର ମନ୍ଦିର, ମା’ ତାରା ତାରିଣୀ ମନ୍ଦିର ପ୍ରମୁଖ ସ୍ଥାନ ଗସ୍ତ କରି ଉନ୍ନୟନ କାର୍ଯ୍ୟର…

ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ବର : ଯାତ୍ରୀଙ୍କ ସୁରା ଉପରେ ରେଳବାଇର ଗୁରୁତ୍ବ । ଏହାକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକର ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ସୁନ୍ଦରଗଡ଼ରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ…

ଆସନ୍ତାକାଲି ନୂଆଖାଇ, ଗଣପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ସମ୍ବଲପୁର : ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରୁ ଆରମ୍ଭ କରି ତିହାରୀ ନୂଆଖାଇ ହାଟ ପର୍ଯ୍ୟନ୍ତ ସବୁଠୁ ଚଳଚଞ୍ଚଳ ପରିବେଶ । କାଲି…

ପାର୍ବଣ ପାଇଁ ଜାରି ହେଲା ସ୍ବତନ୍ତ୍ର କଟକଣା, ବଢ଼ିବନି ମୂର୍ତ୍ତିର ଉଚ୍ଚତା

ଭୁବନେଶ୍ବର : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମହାମାରୀକୁ ରୋକିବା ପାଇଁ ସତର୍କ ରହିବାକୁ ନିବେଦନ କରିଛନ୍ତି ସରକାର । ଏଥିପାଇଁ ପୂର୍ବରୁ ଅଗଷ୍ଟ ୯ ତାରିଖରେ ଲାଗୁ ହୋଇଥିବା ଗାଇଡ ଲାଇନ ଜାରି ରଖିବାକୁ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍…

ଧରାପଡ଼ିଲା ଗଞ୍ଜେଇ ଗାଡି, ମହାରାଷ୍ଟ୍ର ପୋଲିସ ବରଗଡ଼ରେ ଅଟକ

ବରଗଡ଼:ବରପାଲି ପୋଲିସକୁ ସଫଳତା ।୨୨କିଲୋ ଗଜେଇ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ମହାରାଷ୍ଟ୍ର ନମ୍ବର ଥିବା ଗାଡିରେ ଏହି ସବୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଧରିଥିଲା । ଏଥିରେ ଜଣେ ମହାରାଷ୍ଟ୍ର ପୋଲିସର ହେଡ୍ କନେଷ୍ଟବଳ ଥିବା ସୂଚନା ମିଳିଛି।ଗୋଟିଏ ପୋଲିସ ଲୋଗ ସହ ହାତକଡି ଜବତ…

ବାରିପଦାରେ ଉଦ୍‌ଘାଟିତ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ

ବାରପଦା: ମୟୁରଭଂଜ ଜିଲ୍ଲା ବାରିପଦାରେ ଲୋକାର୍ପିତ ହେଲା ଅକ୍ସିଜେନ୍ ପ୍ଲାଣ୍ଟ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ ଉଦଘାଟିତ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ଅକ୍ସିଜେନ୍ ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ…