Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରିପଦାରେ ଉଦ୍‌ଘାଟିତ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ

ବାରପଦା: ମୟୁରଭଂଜ ଜିଲ୍ଲା ବାରିପଦାରେ ଲୋକାର୍ପିତ ହେଲା ଅକ୍ସିଜେନ୍ ପ୍ଲାଣ୍ଟ । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ପରିସରରେ ହଜାରେ ଏମ୍‌ଏମ୍‌ଟି ସମ୍ପନ୍ନ ଅକ୍ସିଜେନ୍ ପ୍ଲାଣ୍ଟ ଉଦଘାଟିତ ହୋଇଛି । ଆଜି ଆନୁଷ୍ଠାନିକ ଭାବେ ଅକ୍ସିଜେନ୍ ପ୍ଲାଣ୍ଟକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ…

ଥାନା ସମ୍ମୁଖରେ ମନ୍ଦିର, ଲକ୍ଷାଧିକ ଟଙ୍କା ଓ ଗହଣା ଧରି ଚମ୍ପଟ୍ ମାରିଲେ ଲୁଟେରା

ବରଗଡ: କରୋନା କଟକଣା କୋହଳ ହେବା ପରେ ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ଅନ୍ୟପଟେ ବରଗଡ ଜିଲ୍ଲାର ଏକ ମନ୍ଦିରରୁ ଚୋରି ମାମଲା ସାମ୍ନାକୁ ଆସିଛି । ଅତାବିରା ଦୁର୍ଗା ମନ୍ଦିରରେ ଚୋରି ମାମଲା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାରେ ଚୋରି, ଡକାୟତି ଓ ନିଶା କାରବାର…

ପୋଖରୀରେ ଭାସୁଛି ମୃତଦେହ ,ପୋଲିସର ତଦନ୍ତ ଜାରି

କୋରାପୁଟ : ପୋଖରୀରେ ଭାସୁଛି ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ ଅନ୍ତର୍ଗତ କୁର୍ମାକୋଟା ଗାଁ ପୋଖରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ କାଲି ଦିନ ୩ ଟା ବେଳଠାରୁ ମୃତଦେହ ପୋଖରିରେ ଭାସୁଛି । ମୃତ ବ୍ୟକ୍ତିଜଣକ ଲକ୍ଷଣ ଗୌଡ ବୋଲି ଜଣାପଡ଼ିଛି ।ସେ ୬ ତାରିଖ ଦିନ ସନ୍ଧ୍ୟାରୁ…

ଗହଣା ଚୋର ଗ୍ୟାଙ୍ଗକୁ ଧରିଲା ପୋଲିସ ,ବିପୁଳ ପରିମାଣର ସୁନା,ରୂପା ଜବତ

ଭଦ୍ରକ : ଆନ୍ତଜିଲ୍ଲା ଗହଣା ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୫ ଜଣ ସିନ୍ଧିଚୋର ଓ ୪ ରିସିଭରଙ୍କୁ ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ ୩୧୨ ଗ୍ରାମ ସୁନା , ୪ କେଜିରୁ ଅଧିକ ରୂପା ଜବତ କରିବା ସହ ,୩ଟି ବାଇକ,ମୋବାଇଲ ,ଖେଳନା…

ଚାଷୀଙ୍କ ଜୀବନ ନେଉଛି ଋଣ ଭାର, ଏଥର ଯାଜପୁରରେ

ଯାଜପୁର: ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀକୂଳ ଏବେ ଆତ୍ମହତ୍ୟା ପନ୍ଥାକୁ ଶ୍ରେୟସ୍କର ମଣୁଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନାର ବିଫଳତା ଓ ଋଣ ଭାର ସେମାନଙ୍କ ପାଇଁ କାଳ ପାଲଟିଛି । ଯାଜପୁର ଜିଲ୍ଲାରେ ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବରୀ କୋଦୁଆ…

ଭୁଶୁଡିଲା ୧୦୦ ବର୍ଷ ପୁରୁଣା ପୋଲ; ସମ୍ବଲପୁର

ସମ୍ବଲପୁର: ଭୁଶୁଡିଲା ୧୦୦ ବର୍ଷ ପୁରୁଣା ପୋଲ। ସମ୍ବଲପୁର ସହରକୁ କୁଚିଣ୍ଡା ସହର ସହିତ ସଂଯୋଗ କରୁଥିବା ୧୦୦ ବର୍ଷ ପୁରୁଣା ବ୍ରିଜ୍‌ ଗୁରୁବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। କିନ୍ତୁ ସୂଚନା ମୁତାବକ ସେତେବେଳେ ବ୍ରିଜ ପାର ହେଉଥିବା…

ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ନକଲି ଆର୍‌ଟିପିସିଆର୍‌ ରିପୋର୍ଟ ବିକ୍ରି କରୁଥିବା ଅଭିଯୋଗରେ ୧୦ ଗିରଫ

ପୁରୀ: ଜଗନ୍ନାଥ ମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ ନକଲି କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ଏକ ୧୦ ଜଣିଆ ଗ୍ୟାଙ୍ଗକୁ ଠାବ କରିଛି। ପୋଲିସ ସୂତ୍ର ଅନୁଯାୟୀ, ନକଲି ଆର୍‌ଟିପିସିଆର୍‌ ନେଗେଟିଭ ରିପୋର୍ଟ ପାଇଁ…

ବେଳାଭୂମିରେ କଉଡି ଗଣେଶ

ପୁରୀ : ବାଲୁକା କଳାରେ କଉଡି ଗଣେଶ । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ସନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳେ ଭୂମିରେ ଏକ ସୁନ୍ଦର ଗଣେଶ ତିଆରି କରିଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭…

ଚର୍ଚ୍ଚାରେ ଦିଆସିଲ କାଠିରେ ତିଆରି ଗଣେଶ

ପୁରୀ : ଗଣେଶ ପୂଜା ଅବସରରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି । ପୁରୀ କୁମ୍ଭାରପଡ଼ା ସାହିର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠି ସାହାର୍ଯ୍ୟରେ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ଏହି ପ୍ରତିମୂର୍ତିଟି ୫ ହଜାର ଛଅଶହ ଏକୋଇଶି ଟି ଦିଆସିଲ୍…

ରାଜ୍ୟରେ ଦିନକୁ ୩ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: କରୋନା ଟିକାକରଣରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଆମେ ଓଡିଶାର ଲୋକଙ୍କୁ ଧନ୍ୟବାଦ ଦେଉଛୁ। ରାଜ୍ୟରେ ମୋଟ ୨,୫୦,୧୧,୧୩୩ ଡୋଜ ବ୍ୟବହୃତ ହୋଇଥିବାବେଳେ…