Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛି ତୃତୀୟ ଲହର, ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର ଏମସ୍

ଭୁବନେଶ୍ବର : ଆଗକୁ ଆସୁଛି କରୋନାର ତୃତୀୟ ଲହର । ଏହା ଶିଶୁମାନଙ୍କ ଅଧିକ ଘାତକ ହେବ ବୋଲି ଆକଳନ କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏହାର ମୁକାବିଲା ପାଇଁ ସରକାର ଆରମ୍ଭ କରିଦେଲେଣି ସମସ୍ତ ପ୍ରସ୍ତୁତି । ଖାସକରି ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ବର ଏମସ ।…

ବ୍ଲୁ ଫ୍ଲାଗ୍ ବିଚ୍ କୁ ସୁର ରାଉତରାୟଙ୍କ ବିରୋଧ

ପୁରୀ:ପୁରୀ ସମୁଦ୍ର କୁଳ ବ୍ଲୁ ଫ୍ଲାଗ୍ ବିଚ୍ କୁ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଳାଭୂମି ସୁରକ୍ଷା ସମିତି ବୈଠକରେ ଯୋଗଦେଇଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ପୁରୀ ସମୁଦ୍ରକୂଳ ବ୍ଲୁ ଫ୍ଲାଗ୍ ବିଚ୍ ଯୋଜନାକୁ ସମାଲୋଚନା କରିଥିଲେ।…

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍”ସମ୍ମାନ

ଭୁବନେଶ୍ୱର: ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ସମ୍ମାନ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତ୍ତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ…

ଯଶୋଧାରାଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଭାଷା ପାଇଁ ୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଓଡିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର । ଏକ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ତାମ୍ରଫକଳ ସହିତ…

ବଡ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ବେଶ କିଛିଦିନ ହେଲା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କଠାରୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ନିକଟରେ ଏକ ନୂଆପୁରୁଣା ଘଟଣାକୁ ନେଇ ବର୍ଷା ଚର୍ଚ୍ଚା ସାଉଣ୍ଟିଛନ୍ତି । ଖୁବଶୀଘ୍ର ବଡ ପରଦାକୁ ଫେରିବା ନେଇ ଖୋଦ…

ରହସ୍ୟମୟ ଝୁଲନ୍ତା ଖମ୍ବ

ଭୁବନେଶ୍ୱର: ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ପ୍ରତିଦିନ ଆମ ଚାରିପଟେ…

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର:ଜାମ୍ମୁକୋଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଂଝାରପୁର ଥାନା ଶିଶିରଣା ଗାଁ ନିକଟରେ ଥିବା ଜାମ୍ମୁ କୋଳି ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ହେଇଛନ୍ତି ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲ୍ଲିକ। ପାରିବାରିକ କଳହ…

ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ

କେନ୍ଦୁଝର:ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ କତରାପାଲି ଗାଁ ର ରବି ପ୍ରଧାନ ବୋଲି ଜଣାପଡିଛି…

ଗୁରୁଙ୍କୁ ଟିକା: ସବୁ ଡିଇଓ ଓ ବିଇଓଙ୍କୁ ଶିକ୍ଷକଙ୍କ ତାଲିକା ମାଗିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ଦେବା ଉପରେ ଗୁରୁତର ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟଗୁଡ଼ିକୁ ଅତିରିକ୍ତ ଭାବରେ ଟିକା ଯୋଗାଣ କରାଯିବ । ଏହାପରେ ଶିକ୍ଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଓଡ଼ିଶା…

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ରେଡ୍

ବରଗଡ଼: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରାପାଲି ପିଇଓ ଅନୀଲ କୁମାର ପାଢ଼ୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି ଟିମ୍ ତାଙ୍କ ଘର ଓ ଅଫିସରେ ଚଢ଼ାଉ…