Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ "ଗଭୀର ଦୁଃଖ" ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ପାଟନା ବ୍ଲକର ଡିଆନାଲି ଗ୍ରାମର…

୭ ଯାଏଁ କାଳବୈଶାଖୀର ପ୍ରଭାବ, ଆଜି ୮ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା । ମୟୂରଭଞ୍ଜ, ବାଲେଶ୍ୱର,…

ପଶୁଙ୍କ ପାଇଁ ଆସିବ ହୋମିଓପାଥି; ଓୟୁଏଟି-ସିସିଆରଏଚ ପ୍ରୟାସରେ ୩ ଗବେଷଣା ପ୍ରକଳ୍ପକୁ ଅନୁମତି

ଭୁବନେଶ୍ୱର:ମହଙ୍ଗା ଏଲୋପାଥି ବଦଳରେ ପଶୁ ଚିକିତ୍ସା କ୍ଷେତ୍ରରେ ଶସ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ହୋମିଓପାଥିର ପ୍ରୟୋଗ ଲାଗି ଆରମ୍ଭ ହୋଇଛି ପ୍ରୟାସ । ଓୟୁଏଟି ଏବଂ ନୂଆଦିଲ୍ଲୀର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ (ସିସିଆରଏଚ) ମିଳିତ ପ୍ରୟାସରେ ୨୦୨୬– ୨୭ ଆର୍ଥିକ ବର୍ଷ ପାଇଁ…

Labour Day:ରାଜ୍ୟର ଶ୍ରମିକମାନଙ୍କୁ ବଡ଼ ଉପହାର;ବଢ଼ିଲା ଶ୍ରମିକଙ୍କ ମଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି । ବଢ଼ିଲା ଶ୍ରମିକଙ୍କ ମଜୁରୀ। ଶ୍ରମିକ ଦିବସ ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଭାଗୃହରେ ଆ‌ୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦ୍ବାରା ଘୋଷଣା ଅନୁସାରେ…

ଗ୍ରାମସଭାରେ କାହିଁକି ରାଗିଗଲେ ମେୟର? ବିଧାୟକଙ୍କ ଉପସ୍ଥିତିରେ ହେଲା ଯୁକ୍ତିତର୍କ

ଭୁବନେଶ୍ୱର: ଗ୍ରାମସଭା ବେଳେ ରାଗିଗଲେ ଭୁବନେଶ୍ୱର ମେୟର। ସ୍ଥାନୀୟ ବାସିନ୍ଦା, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବଚସା। ପାଟି ତୁଣ୍ଡରେ କମ୍ପିଲା ଅଞ୍ଚଳ। ବିଧାୟକ ବାବୁ ସିଂଙ୍କ ଉପସ୍ଥିତିରେ ହେଲା ଯୁକ୍ତିତର୍କ। ୨୪ ବର୍ଷ ଭିତରେ ସରକାର କିଛି କରିନାହାଁନ୍ତି ବୋଲି ଗ୍ରାମସଭାରେ ଲୋକ କଲେ…

ଆଗାମୀ ୬ ଦିନ ଯାଏଁ କାଳବୈଶାଖୀ ବର୍ଷା, କ୍ଷୟକ୍ଷତି ହେଲେ ୨୪ ଘଣ୍ଟାରେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଆଣିଲା ତାତିରୁ ଆଶ୍ୱସ୍ତୀ। ୪୦ ଡିଗ୍ରୀ ତଳେ ସବୁ ସହରର ତାପମାତ୍ରା। ୩୫ ଡିଗ୍ରୀ ସହ ରାଉରକେଲା ସବୁଠୁ ଉତ୍ତପ୍ତ ସହର। ୨ ଦିନ ପରେ ଖସିବ ୨ ରୁ ୩ ଡିଗ୍ରୀ ପାରଦ। କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୭…

୮ ଜିଲ୍ଲାର ୮୯୮ଟି ଗାଁକୁ ମିଳିବ ୧୭୦୨ କିଲୋମିଟର ପକ୍କା ରାସ୍ତା: ମୁଖ୍ୟମନ୍ତ୍ରୀ

ରାୟଗଡା: ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି । ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…

ମେଟ୍ରୋ କାମ ବନ୍ଦ ହୋଇନାହିଁ, ନୂଆ ରୂପରେ ଆସିବ : ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ଏକ ବଡ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମେଟ୍ରୋ ଏବେ କେବଳ ଏକ ପରିବହନ ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହାକୁ ଏକ 'ଫ୍ୟୁଚରିଷ୍ଟିକ୍' ବା…

ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଏବେ ମହଙ୍ଗା ହେବ ବାହାଘର ଭୋଜି, ପ୍ଲେଟ୍ ପିଛା ଗଣିବାକୁ ପଡ଼ିବ ଅଧିକ ୧୦୦ ଟଙ୍କା

ଭୁବନେଶ୍ୱର: ଆଗକୁ ବିବାହ ଋତୁ ଆସୁଥିବା ବେଳେ ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ପଡ଼ିବାକୁ ଯାଉଛି ବଡ଼ ପ୍ରଭାବ। ବାରମ୍ବାର କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଏବେ କ୍ୟାଟ୍ରିଂ ଇଣ୍ଡଷ୍ଟ୍ରି ଚିନ୍ତାରେ। ଗ୍ୟାସ ଦର ବଢ଼ିବା ଫଳରେ ଏହାର ସିଧାସଳଖ ପ୍ରଭାବ ଭୋଜିର ମୂଲ୍ୟ ଉପରେ ପଡ଼ିବ।…

ମହିଳା ସଂରକ୍ଷଣ ଉପରେ ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇବ ବିଜେଡି, ୧୦ରୁ ଆରମ୍ଭ ହେବ ‘ନାରୀ ଅଧିକାର…

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ୱତନ୍ତ୍ର ଅଧିବେଶନରେ 'ନାରୀଶକ୍ତି ବନ୍ଦନ ଅଧିନିୟମ' ଉପରେ ସଂକଳ୍ପ ପାରିତ ହେବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଧାନସଭା ଭିତରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଥିବା ମାରାଥନ୍ ଆଲୋଚନାର ପ୍ରଭାବ ଏବେ ରାଜରାସ୍ତାକୁ…