Latest Odisha News

BREAKING NEWS

Browsing Category

ଓଡିଶା

Odisha

୨ଟି ଗେଟ୍‌ ବନ୍ଦ କଲା ହୀରାକୁଦ ଡ୍ୟାମ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ କମ୍ ବର୍ଷା ହେବା ପରେ ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଗୁରୁବାର ଦୁଇଟି ସ୍ଲୁଇସ୍ ଗେଟ୍‌କୁ ବନ୍ଦ କରି ଦେଇଛନ୍ତି। ବର୍ତ୍ତମାନ ବନ୍ୟା ଜଳ ଛାଡିବା ପାଇଁ ୧୨ ଟି ଫାଟକ ଖୋଲା ଅଛି। ଜଳଭଣ୍ଡାରରେ ବନ୍ୟା ଜଳର ପ୍ରବାହ ୧.୭୯୯ ଲକ୍ଷ କ୍ୟୁସେକ୍ ହୋଇଥିବାବେଳେ…

ରାଜ୍ୟରୁ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ୧୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୯୩୭ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୨୯, ପୁରୀରୁ ୧୨୩, ଅନୁଗୁଳରୁ…

ଆସନ୍ତାକାଲି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷାନୀତି ୨୦୨୦ ଘୋଷଣାକୁ ପୂରିଲା ଏକ ବର୍ଷ । ଏହି ଅବସରରେ ଆସନ୍ତାକାଲି ଶିକ୍ଷା ଓ କୌଶଳ ବିକାଶର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ କେତେକ…

ଦର୍ଶନ କରିବି କାଳିଆକୁ .. ..

ସୋନପୁର : ଦିଅଁଙ୍କ ପ୍ରତି ମନରେ ଶ୍ରଦ୍ଧା । ଦେଖିବାକୁ କଷ୍ଟକର ରାସ୍ତା ବି କମ୍ ଜଣାପଡେ । ତେବେ ମନରେ ଭକ୍ତିଭାବ ଥିଲେ ସବୁକିଛି ସମ୍ଭବ କରିଦିଏ ଭକ୍ତଟିଏ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଖରା ବର୍ଷାକୁ ଖାତିର ନକରି ସୁଦୂର ମଧ୍ୟପ୍ରଦେଶ ତମସା ଗାଁର ଜଣେ ବୃଦ୍ଧ ପାଦରେ ଚାଲି…

ପର୍ଯ୍ୟଟନ ପ୍ରବେଶ ପଥରେ ପରିଣତ ହେବ ହୀରାକୁଦ

ସମ୍ବଲପୁର : ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ । ସମ୍ବଲପୁର ଗସ୍ତ ଅବସରରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ,…

ବୟସ୍କ-ଦିବ୍ୟାଙ୍ଗଙ୍କୁ ଟିକାକରଣ ମାମଲା, ସେପ୍ଟେମ୍ବର ୭ରେ ପରବର୍ତ୍ତୀ ଶୁଣାଣି

କଟକ : ଜନସାଧାରଣଙ୍କୁ ନିଜ ଘର ନିକଟରେ ଏବଂ ବୟସ୍କ ଓ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚି ଟିକାକରଣ ମାମଲା । ସେପ୍ଟେମ୍ବର ୭ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ସେହିପରି ଗତ ୨ ତାରିଖରେ ରାଜ୍ୟରେ ଟିକାକରଣ ଓ କୋଭିଡ ସ୍ଥିତି ନେଇ ରାଜ୍ୟ ସରକାରଙ୍କ…

୪ ହଜାର ପଡ଼ାକୁ ମିଳିବ ଗାଁ ମାନ୍ୟତା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପଡ଼ା ଗାଁ ପାଇବ ରାଜସ୍ବ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ ହଜାର ପଡ଼ା ଗାଁକୁ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ଏବଂ ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ବ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ…

ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ବର : ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବା ନେଇ ଘୋଷଣା ହୋଇଛି ତାରିଖ । ଏନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର…

ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା

ଭୁବନେଶ୍ବର : ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଘୋଷଣା ହୋଇଛି ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ରାଜ୍ୟସ୍ତରୀୟ ପୌରାଞ୍ଚ କମିଟି । ରାଜ୍ୟ ସଂଯୋଜକ ଭାବେ…

ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ବର : ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ…