Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାଷୀକୁ ମିଳିଲା ସୁବର୍ଣ୍ଣରେଖା ପାଣି

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫ ହଜାର ୩୫୯ ହେକ୍ଟର ଚାଷ ଜମିକୁ ଛଡାଯାଇଛି ପାଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ହେବା ଦ୍ବାରା ମୟୂରଭଞ୍ଜ ଜିଲ୍ଲାର…

ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲେ ସୌମ୍ୟରଞ୍ଜନଙ୍କ ବାପା

କଟକ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ତଦନ୍ତର ଖିଅ ପାଉନି ପାରଳାଖେମୁଣ୍ଡି ପୋଲିସ । ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ । ଘଟଣାରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ପାରଳାଖେମୁଣ୍ଡିରୁ ଆସିଥିବା…

ବାହୁଡା ପାଇଁ ପୁରୀରେ ଲାଗୁ ହେଲା କର୍ଫ୍ୟୁ

ପୁରୀ : କାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । କିପରି ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେକୁ ଶୃଙ୍ଖଳିତ ଭାବେ ଶେଷ କରାଯିବ, ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । କ’ଣ ବ୍ୟବସ୍ଥା କରାଯାଇଛି, ଆଉ କ’ଣ କରାଯିବ ସେନେଇ ସମୀକ୍ଷା ହୋଇଛି ।…

କାଲି ବାହୁଡିବେ ମହାପ୍ରଭୁ, ଅପରାହ୍ନ ୪ଟାରୁ ହେବ ରଥଟଣା

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଜନ୍ମବେଦୀରୁ ଫେରିବେ ଶ୍ରୀମନ୍ଦିର । ନୀତି ଅନୁସାରେ, ଆଜି ନୀତି ସନ୍ଧ୍ୟା ଦର୍ଶନ ହୋଇଛି । ତେବେ ଆସନ୍ତାକାଲି ବାହୁଡା ପାଇଁ ନିର୍ଘଣ୍ଟ ହୋଇଛି ନୀତି । ଅପରାହ୍ନ ୪ଟାରେ ରଥ ଟାଣିବାକୁ ଚୂଡାନ୍ତ ହୋଇଛି । ମଙ୍ଗଳ ଆଳତି ପ୍ରାତଃ ୪ଟାରେ…

ଓଡ଼ିଶାରେ ଆସିନି କରୋନାର ଥାର୍ଡ ଓ୍ୱେଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ । ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ…

ପୋଲିସ ଡିଜିଙ୍କୁ ଦାବିପତ୍ର ଦେଲେ ମୃତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ବାପା

କଟକ: ମୃତ୍ୟୁର ୭ ଦିନ ପରେ ବି ରହସ୍ୟଘେରରେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଚଳାଇଥିବା ବେଳେ ଆଜି କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର । ପୋଲିସ ଡିଜିଙ୍କୁ ଦାବି…

ବୌଦ୍ଧ-କନ୍ଧମାଳ ସୀମାନ୍ତରୁ KKBN କ୍ୟାଡର ମାଓବାଦୀ ଓ ସହଯୋଗୀ ଅଟକ

ବଲାଙ୍ଗିର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡଭେଲାରୁ ଜଣେ କ୍ୟାଡର ମାଓବାଦୀକୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଜଣେ ସହଯୋଗୀଙ୍କୁ ବି ଅଟକ ରଖାଯାଇଛି । ସେମାନେ ସମସ୍ତେ KKBN ମାଓ ସଂଗଠନର ସଦସ୍ୟ । ଖପ୍ରାଖୋଲ ଅଭିମୁଖେ ଯିବା ବେଳେ ଏମାନଙ୍କୁ ଅଟକ ରଖିଛି ବଲାଙ୍ଗିର ପୋଲିସ । ସେମାନଙ୍କୁ…

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଗୁଇନ୍ଦା ବିଭାଗର ପୋଷ୍ଟର

ମାଲକାନଗିରି: ଲାଲଗଡ଼ରେ ରାଜ୍ୟ ଗୁଇନ୍ଦା ବିଭାଗର ପୋଷ୍ଟର । ମାଓବାଦୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ଲଗାଯାଇଛି । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ପୋଷ୍ଟର ଲଗାଇ ଜାରି କରାଯାଇଛି ଫୋନ୍ ନମ୍ବର । ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ…

ଗୁଣିଗାରେଡିରେ ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର: ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସ ଅନ୍ଧାରି ଗଳିରୁ ବାହାରି ପାରୁନି ମଣିଷ ସମାଜ । ଗୁନିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ । ଏଭଳି ଘଟଣା ସାମନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମୃତକ ହେଲେ ୬୫ବର୍ଷୀୟ ନିତ୍ୟା ଭୋଇ । ତାଙ୍କ ଘର ସଇଁନ୍ତଳା ବ୍ଳକ ଭନ୍ଦ୍ରା ପଞ୍ଚାୟତ…

ମୁହାଁମୁହିଁ ପିଟି ହେଲା ଦୁଇଟି ବାଇକ୍, ୨ ମୃତ ଓ ୨ ଗୁରୁତର

ବରଗଡ଼: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ପର୍ଥଲା ଛକ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଆହତମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି…