Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଅଲାରନାଥ ଅଣସର ଦର୍ଶନ, କିନ୍ତୁ କରୋନା କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ୧୦୮ ସୁବା ସିତ ଜଳରେ ସ୍ନା କରିବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଜ୍ୱର ହେଉଥିବାରୁ ଅଣସର ଘରେ ମହାପ୍ରଭୁଙ୍କ ବିଭିନ୍ନ ଉପଚାର ହେବ । ବର୍ଷକର ଏହି ୧୫ ଦିନ ଭକ୍ତ ଶ୍ରୀଜିଉମାନଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ, ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ ଅଫିସରେ ୪ଟାରେ ପରୀକ୍ଷାଫଲ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରଠୁ…

ରାଜ୍ୟରେ କମୁଛି ଦୈନକ ସଂକ୍ରମଣ; ୨୯୧୨ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଆଜି ପୁଣି ୩ ହଜାର ତଳକୁ ଖସିଛି ‌ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଜଣ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ରହିଛି…

ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ତ୍ରିନାଥ ପଟ୍ଟନାୟକ ମନୋନୀତ

କୋରାପୁଟ : ନନ୍ଦପୁର ବ୍ଲକର ପାଡୁଆସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ-୨୦୨୦ ପୁରସ୍କାର ପାଇବା ପାଇଁ ମନୋନୀତ…

ଫଟୋ ପଲିଟିକ୍ସ, ସୌମ୍ୟଙ୍କ ମନ୍ତବ୍ୟ ଆଣିଲା ନୂଆ ଟୁଇଷ୍ଟ

ଭୁବନେଶ୍ବର : ଟିକାକରଣ କେନ୍ଦ୍ରରେ କାହାର ରହିବ ଫଟୋ । ପ୍ରଧାନମନ୍ତ୍ରୀଙ୍କର ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଏହାକୁ ନେଇ ଏବେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଉଭୟ ଉଭୟଙ୍କୁ ଟାର୍ଗେଟ୍ କରି ସମାଲୋଚନା କରିବାକୁ ପଛାଉନାହାନ୍ତି । ଏପରିକି…

ଘରୋଇ ହସ୍ପିଟାଲରେ ସରକାରୀ କୋଭିଡ୍ ଟିକା ମନା

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ । ଏପରିକି ହସ୍ପିଟାଲ ଗୁଡ଼ିକୁ ଆଉ ସରକାରୀ କୋଭିଡ୍ ଟିକା ଯୋଗାଣ କରାଯିବ ନାହିଁ  । ଯାହା ସେମାନଙ୍କୁ ଦିଆଯାଇଛି ତାକୁ ତୁରନ୍ତ ଫେରସ୍ତ ଆଣିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି…

କରୋନାରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର: କରୋନାରେ ଦୁଇ ମାଓବାଦୀ ମୃତ । କରୋନାରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ । ଟପ୍ ମାଓନେତା ହରିଭୂଷଣ ଓ ସାରକ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ଆଉ ଦୁଇ ଜଣ ଆତ୍ମସମର୍ପଣ  କରିଛନ୍ତି । କରୋନାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଲାଲବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।…

ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ ୧୨ ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ଦେଇ ଚଳାଚଳ କରୁଥିବା ୧୨ଟି ଟ୍ରେନର ରୁଟରେ ପରିବର୍ତ୍ତନ । ପୂର୍ବ ସୀମାନ୍ତ ରେଳପଥରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ ୧୨ଟି ଟ୍ରେନ୍ । ଏନେଇ ରେଳବାଇ ପକ୍ଷରୁ ନିଷ୍ପତ୍ତି…

ଶ୍ରୀମନ୍ଦିର ବଳୟ ଉପରେ ହେଲିକପ୍ଟର

ପୁରୀ: ଶ୍ରୀମନ୍ଦିର ବଳୟ ଉପରେ ହେଲିକପ୍ଟର ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ ହେଲିକପ୍ଟର ଉଡୁଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବଳୟ…

୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର,…