Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ଭାବ୍ୟ ବାତ୍ୟା “ୟସ” ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଭଦ୍ରକ: ଆସନ୍ନ ବାତ୍ୟା ୟସକୁ ନେଇ ଜାଗତିଆର ଓଡିଶା ରାଜ୍ୟ । ଉପକୂଳବର୍ତ୍ତି ଜିଲ୍ଲାଗୁଡିକ ବାତ୍ୟା ମୁକିବାଲି ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଧାରାରେ ସାମିଲ ହୋଇ ଭଦ୍ରକ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ସୂଚନା ରହିଛି । ସମୁଦ୍ର ତଟବର୍ତ୍ତି ଦୁଇଟି ବ୍ଲକ…

ଛତିଶଗଡରେ ମାଓବାଦୀ ଓ ଯବାନ ମୁହାଁମୁହିଁ, ଜଣେ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ନିହତ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ । ଘଟଣାସ୍ଥଳର ଦୁଇଟି ଦେଶୀ ବନ୍ଧୁକ ସହ ଲ୍ୟାଣ୍ଡମାଇନ୍ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିରଣ୍ଡୁଲ ଥାନା ଅନ୍ତର୍ଗତ…

ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କୁ ନିରାପଦ ସ୍ଥାନାନ୍ତର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିଛନ୍ତି । ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ବଜ୍ରାଘାତରେ ଜଣେ ଚାଷୀ ମୃତ

ଚାନ୍ଦପୁର: ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । ଏହି ସମୟରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲା ଚାନ୍ଦପୁର ଥାନା କଟକ ସହର ଗ୍ରାମର ଯୁବ ଚାଷୀ ସଂଜିତ୍ ରଞ୍ଜନ ସେନାପତି । ବାପାଙ୍କ ସହ ଚାଷ କରୁଥିବା ଜମିକୁ ଯାଇଥିବା ବେଳେ ବର୍ଷା ହୋଇଥିଲା । ଆଉ ସେତିକିବେଳେ…

ସଟଡାଉନରେ ବେଆଇନ୍ ବନ୍ଧୁକ ବେପାର, ରାଜଧାନୀରେ ଜଣଙ୍କୁ ମାଡ଼ି ବସିଲା ଏସଟିଏଫ

ଭୁବନେଶ୍ୱର: ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି…

କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସାମାନ୍ୟରୁ ମଧ୍ୟମଧରଣର କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୩ ଗୋଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ଏହି ସମୟରେ ଝଟକା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ୧୩ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା…

କେମିତି ପାଇବେ କୋଭିଡ ଟେଷ୍ଟ ରିପୋର୍ଟ, ଜାଣନ୍ତୁ…

ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । କୋଭିଡ-୧୯ ପରୀକ୍ଷା ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ…

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟା ୬ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: ଆଜି ସନ୍ଧ୍ୟା ୬ଟାରୁ କଟକବାସୀଙ୍କ ଲାଗି ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ସୂଚନା ଦେଇଛି। ଶନିବାର ସନ୍ଧ୍ୟା ୬ଟାରେ ସହରରେ କୋଭିଡ୍‌-୧୯ ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଖୋଲିବ। ଉଭୟ ୧୮ ରୁ ୪୪ ବୟସ ବର୍ଗ ଏବଂ ୪୫…

ନନ୍ଦନକାନନର ପ୍ରାଣୀଙ୍କୁ ଏବେ ଦେଖିପାରିବେ ଭର୍ଚୁଆଲି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଥିଲା। ହେଲେ ଏବେ ପର‌୍ୟ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ ଏବଂ ପକ୍ଷୀମାନଙ୍କୁ ଘରେ ବସି ଆରାମରେ ଦେଖିପାରିବେ। ଲକଡାଉନ ଯୋଗୁଁ ଓଡିଶା ବାସୀ ଘର ଭିତରେ ଏକପ୍ରକାର ବାନ୍ଧି ହୋଇ ରହୁଥିବା ବେଳେ…

ପରଲୋକରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ

ଭୁୁବନେଶ୍ୱର: ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ ହୋଇଛି। ସେ ଜଣେ ଯୁବ ଉଦ୍ୟୋଗୀ, ସମାଜସେବୀ ଥିଲେ। ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ଫୁସଫୁସ୍ ସଂକ୍ରମଣରୁ…