Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଜୁନ୍‌ ୧ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ…

କୁଆଡେ ଯିବେ ନିମ୍ନ ଓ ମଧ୍ୟବିତ୍ତ ପରିବାର ?

ଭବାନୀପାଟଣା: କରୋନା ମହାମାରୀ ପାଇଁ ସବୁଠୁ ବେଶି ଉପେକ୍ଷିତ ହୋଇଛନ୍ତି ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକେ । ରୋଜଗାର ଠପ୍‌, ଖାଦ୍ୟ ଜୁଟାଇବାକୁ ହଜିଯାଇଛି ରାତିର ନିଦ । ଦାଦନ ହେଉ କି ଦିନ ମଜୁରିଆ । ଛୋଟମୋଟ ଚାକିରିଆ ହୁଅନ୍ତୁ ଅବା କ୍ଷୁଦ୍ର ବ୍ୟବସାୟ । ଦୁଇ ପଇସା ଆଣିଲେ ନିମ୍ନ ଓ…

ଆଉ କିଛି ସମୟ ପରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି, ଲକଡାଉନ୍ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରିବେ । କରୋନା ମୁକାବିଲା ଓ ଲକଡାଉନ୍ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଣା ହୋଇପାରେ । ରାଜ୍ୟରେ ବଢ଼ିପାରେ ଲକଡାଉନ୍ ଅବଧି । ଏନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କାରଣ ରାଜ୍ୟରେ ଆସନ୍ତାକାଲି ଲକଡାଉନ୍ ସରୁଛି…

ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓ ହିଂସା

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା । ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନା ଥରେନ୍ଦ୍ର କୁମାର ନାୟକ ଓ ଗୁରତ୍ୱର ଯବାନ ଅମର ଠାକୁର ।…

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି…

ଦୁଇ ନାଗ ସାପ ଲଢେଇରେ ବିଷ କ୍ରିୟା ହେବ କି ନାହିଁ? କ’ଣ କୁହନ୍ତି ବିଶେଷଜ୍ଞ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ଦୁଇ ନାଗ ସାପ ପରସ୍ପରକୁ କାମୁଡାକାମୁଡ଼ି କରୁଥିବା ନଜର ଆସିଥିଲା। ଯାହା ପରେ ଏକ୍ଷେତ୍ରରେ ବିଷ କ୍ରିୟା ହେବ କି ନାହିଁ ଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା। ଆଉ ସମାନ ପ୍ରଜାତିର ସାପ ହୋଇଥିବା ହେତୁ ନିଜ ଉପରେ ନାଗ ସାପ ବିଷ କାମ କରିବ ବା…

ଓଡ଼ିଆ କ୍ରିକେଟର ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଆ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଶିବ ସୁନ୍ଦର ଦାସଙ୍କୁ ବଡ଼ ଦାୟତ୍ୱ । ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓପନର ଶିବ ସୁନ୍ଦର ଦାସ । ତାଙ୍କ ନାଁରେ ମୋହର ମାରିଛି ବିସିସିଆଇ । ଆଗାମୀ ଇଂଲଣ୍ଡ ଗସ୍ତରେ ଶିବ…

ଦୁଇ ନାଗଙ୍କ ଭିତରେ ଭୟଙ୍କର ଲଢେଇ, ପରିଣାମ କ’ଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ୨ଟି ନାଗ ସାପ ମଧ୍ୟରେ ଭୟଙ୍କର ଲଢେଇ ହୋଇଥିବା ନଜର ଆସିଛି। ଏପରିକି ଜଣେ ଆଉ ଜଣଙ୍କୁ କାମୁଡି ପକାଉଥିଲା ବେଳେ କେହି କାହାକୁ ଛାଡିବାର ନାହିଁ। ଏହି ଘଟଣାଟି ଦେଖିବାକୁ ମିଳିଥିଲା ସୁନାବେଡା ରେ ରହୁଥିବା ଜଣେ ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ।…

ଓଡ଼ିଶାରେ ୯ଟି ଜିଲ୍ଲାରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ଘାତକ ହେଉଛି କରୋନା । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ କରୋନାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୯ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୫ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି,…

ରାଜ୍ୟରୁ ୨୪ ଘଣ୍ଟାରେ ୧୦,୩୨୧ ପଜିଟିଭ୍, ଖୋର୍ଦ୍ଧାରେ ପୁଣି ହଜାରେ ପାର୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୨୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ହଜାର ୭୭୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୫୪୨ । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ…