Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ଥପତି ରଘୁନାଥ ମହପାତ୍ରଙ୍କ ସ୍ମୃତିରେ ବିଶାଳ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ ଦାବି

ଭୁବନେଶ୍ୱର : ସରକାରୀ ଚାରୁ ଓ କରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ଭୁବନେଶ୍ୱରୀଆନ ଗ୍ରୁପ ଦ୍ୱାରା ଗୁଗୁଲ ମିଟ ମାଧ୍ୟମରେ ବିଶିଷ୍ଟ ସ୍ଥପତି ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୬୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୬୪ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ବରେଣ୍ଟାଇନ୍‌ରୁ ଥିବା ବେଳେ, ଲୋକାଲ୍‌ କେସ୍‌ ରହିଛି ୭୩୦ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୩୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା…

ବିଧାୟକ ପାଣ୍ଠିରୁ କିଣାଯିବ ମାସ୍କ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏଭଳି ସ୍ଥିତିରେ କିପରି ମହାମାରୀକୁ ରୋକାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଲକଡାଉନ ସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ମାନିବାକୁ ପରାର୍ଶ ଦେଇଛନ୍ତି ସରକାର । ତେବେ କରୋନା ଭଳି ମହାମାରୀ ସମୟରେ…

କୋଭିଡ ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ଭୁବନେଶ୍ବର : ମହାମାରୀ କରୋନା ନେଲାଣି ଅନେକ ଜୀବନ । ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ହରାଇଲେଣି ଲୋକେ । ଏଭଳି ସ୍ଥିତିରେ କୋଭିଡ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧବା ଓ ବାପା ମା’ଙ୍କୁ ହରାଇ ଥିବା ପିଲାମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ…

ସରପଞ୍ଚଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା

ଭୁବନେଶ୍ବର : ପୁଣି ସରପଞ୍ଚଙ୍କୁ ମିଳଲା ଜିଲ୍ଲାପାଳ କ୍ଷମତା । କରୋନନା ମୁକାବିଲା ହୋଇଥିବା ସର୍ବଦଳୀୟ ବୈଠକ ପରେ ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ସେମାନଙ୍କର…

ମେ ୨୪ରୁ ଘର ଘର ବୁଲି ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ବର : ସମଗ୍ର ଦେଶ ଗତ ବର୍ଷେରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ…

ଦୁଇଦୁଇଟି ଫିଲ୍ମରେ ଧମାଲ୍ ମଚାଇବେ ଅଙ୍କିତା ଭୌମିକ

ଭୁବନେଶ୍ୱର: ଆଲବମ୍ ଦୁନିଆରେ ଅଙ୍କିତା ଭୌମିକଙ୍କ ନାଁ କିଛି ନୂଆ ନୁହେଁ । କନ୍‌ସେପ୍ଟ ଯାହା ବି ହେଉନା କାହିଁକ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ଆକର୍ଷଣୀୟ ଡାନ୍ସିଂ ଭିଡିଓ ଆଲବମ୍‌କୁ ସୁପରହିଟ୍ କରାଇବା ପାଇଁ ଯଥେଷ୍ଟ । ବହୁ ସୁପରହିଟ୍ ଭିଡିଓ ଆଲବମ ଓ କିଛି ହାତଗଣତି ଫିଲ୍ମରେ ଅଭିନୟ…

ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର । ମହାମାରୀ ସମୟରେ ଆମ୍ବୁଲାନ୍ସ ମନଇଚ୍ଛା ଭଡ଼ା ନେଉଥିବା ବେଳେ, ଏଥିରେ ହସ୍ତକ୍ଷେପ କରିଛନ୍ତି ସରକାର । ପ୍ରଥମ ୧୦ କିମି ପାଇଁ ସରକାର ଦର ନିର୍ଦ୍ଧାରଣ କରିଛନ୍ତି । ପରବର୍ତ୍ତୀ କିମି ପାଇଁ ଅତିରିକ୍ତ…

୪୦ ଡିଗ୍ରୀ ଉପରେ ରାଜ୍ୟର ୭ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । କିଛି ଦିନ ତାତିରୁ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗୁଳୁଗୁଳି ସାଙ୍ଗକୁ ତାତିରେ ଆଉଟୁପାଉଟୁ ହେଲେଣି ରାଜ୍ୟବାସୀ । ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୧ ଡିଗ୍ରୀ ସହ ବୌଦ୍ଧ…

ରାଜ୍ୟରୁ ସୁସ୍ଥ ହେଲେ ୧୧୮୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । କିନ୍ତୁ ସେହି ଅନୁପାତରେ ମଧ୍ୟ ବଢୁଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୧ ହଜାର ୮୨୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି…