Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରେ ପ୍ରାଣ ହରାଇଲେ ଯୁବ ଇଂଜିନିୟର

ବ୍ରହ୍ମପୁର: ମହାମାରୀ କରୋନାର ଦ୍ବିତୀୟ ତରଙ୍ଗ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ମଙ୍ଗଳବାର ରାତିରେ ଯୁବ ଇଂଜିନିୟର ଟି. ଲୋକେଶ୍ୱର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ହୋଇଥିଲା। ସେ ଗଜପତି…

ପୁରୀର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ବୁଧବାର ଦିନ କଣାସ ଗ୍ରାମ ଏବଂ ସଂଲଗ୍ନ ବଜାର ଅଞ୍ଚଳକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। କଣାସ ବିଡିଏ ଲୋଚାନ ଦାସଙ୍କ ଅନୁଯାୟୀ, କଣାସ ବ୍ଲକର ୪୦୦ ରୁ ଅଧିକ ଲୋକ କରୋନା ସଂକ୍ରମିତ ହେବା…

ବିଏମସି ଭବାନୀ ମଲ୍‌ରେ ଡ୍ରାଇଭ୍‌ ଇନ୍‌ କୋଭିଡ୍‌ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ବିଏମସି ବୁଧବାର ସହିଦ ନଗରର ବିଏମସି ଭବାନୀ ମଲ୍‌ରେ ଥିବା ପାର୍କିଂ ସ୍ଥାନରେ ଡ୍ରାଇଭ-ଇନ୍ କୋଭିଡ୍‌ ଟେଷ୍ଟ ଆରମ୍ଭ କରିଛି। ସକାଳ ୮.୩୦ ରୁ ୧୨.୩୦ ମଧ୍ୟରେ ଉଭୟ ଆରଟିଓ- ପିସିଆର୍‌ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ବୋଲି ବିଏମସି ଟୁଇଟ୍‌ କରି କହିଛି। ଏହି…

ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଜିଓ

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିଛି ଜିଓ। ରାଜ୍ୟରେ ନିଜ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରିଛି। ଏ ନେଇ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ…

କେବେ ନେବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଜାଣନ୍ତୁ…

ଭୁବନେଶ୍ୱର: ପ୍ରଥମ ଡୋଜର କେତେଦିନ ପରେ ନେଇ ହେବ ଦ୍ୱିତୀୟ ଡୋଜ୍ ଟିକା । ଏନେଇ ଲୋକଙ୍କ ମନେରେ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପଟେ କୋ-ୱିନ୍ ପୋର୍ଟାଲରେ ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ…

ଭୁବନ ଅଞ୍ଚଳରେ NH କାମ କରୁଥିବା ଠିକାସଂସ୍ଥା କ୍ୟାମ୍ପରୁ ୧୪ ସଂକ୍ରମିତ, କଟକଣାକୁ ବେଖାତିର ଅଭିଯୋଗ

ଢେଙ୍କାନାଳ: ଜାତୀୟ ରାଜପଥ କାମ ନେଇଥିବା ଠିକାସଂସ୍ଥାରୁ ଏକାଥରକେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସଂମ୍ରସାରଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାଲାଜୀ ଇଞ୍ଜିକନ୍ ଲିମିଟେଡର ୧୪ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।…

ବିଏମସି କମିଶନରଙ୍କ ବଦଳି: ପ୍ରେମଚନ୍ଦ୍ର ଚୌଧୁରୀ ଗଲେ, ଆସିଲେ ସଞ୍ଜୟ ସିଂ

ଭୁବନେଶ୍ୱର: ବଦଳିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୋଧୁରୀ । ତାଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି । ସଞ୍ଜୟ ସିଂ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସହ ସୂଚନା ଓ ଲୋକସମ୍ପର୍କ ବିଭାର ସଚିବ ଥିଲେ । ବିଏମସି କମିଶନର ସହ ସେ ବିଡିଏ…

ଓଡ଼ିଶା ସମେତ ୮ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ଧିମା ପଡ଼ିଛି ଟିକାକରଣ । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ୍ ଟିକାକରଣ ଓ କରୋନା ମୁକାବିଲା ନେଇ…

କେନ୍ଦୁଝର ଜେଲରେ କରୋନା, ୯ କଏଦୀ ସଂକ୍ରମିତ

କେନ୍ଦୁଝର: ଜେଲରେ ପଶିଲାଣି କରୋନା । କଏଦୀ ସଂକ୍ରମିତ ହେଉଛନ୍ତି । କେନ୍ଦୁଝର ଜିଲ୍ଲା କାରାଗାରରୁ୯ ଜଣ କଏଦୀ ପଜିଟିଭ୍ ବାହାରିଛନ୍ତି । ସମସ୍ତଙ୍କୁ ଜେଲ୍ ପରିସରରେ ଥିବା ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଗତ ମାସ ୨୮ ତାରିଖରେ ଚୋରି ମାମଲାରେ ତିନି ଜଣଙ୍କୁ ଗିରଫ ପରେ…

ଜୁହାର ପାଉଣ୍ଡେସନ୍ ମୁମ୍ବାଇ ଆନୁକୂଲ୍ୟରେ ଭବାନୀପାଟଣାରେ ଅକ୍ସିଜେନ୍ ବ୍ୟାଙ୍କ ଉଦଘାଟିତ

ଭବାନୀପାଟଣା: ଜୁହାର ଫାଉଣ୍ଡେସନ ମୁମ୍ବାଇ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପ୍ରଗତି କଲେଜରେ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ ହୋଇଛି । ଭର୍ଚୁଆଲରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅକ୍ସିଜେନ ବ୍ୟାଙ୍କକୁ ଉଦଘାଟନ…