Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ପାଇଁ ଆଂଶିକ ବାତିଲ ହେବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳବାଇ ପଦକ୍ଷେପ । କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଛଅ ଯୋଡ଼ା ଦୈନିକ ବିଶେଷ ମେମୁ / ପାସେଞ୍ଜର ଟ୍ରେନକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ତିନି ଯୋଡ଼ା ବିଶେଷ ଟ୍ରେନକୁ ଆସନ୍ତା ୧୪ ତାରିଖ…

ନର୍ସମାନଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ବିଶ୍ବ ନର୍ସିଂ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ମୃତଦେହ ପାଖ ମାଡିଲେନି ପରିବାର ଲୋକେ, ଭଞ୍ଜନଗର ଉପଜିଲ୍ଲାପାଳ କଲେ ଶବଶତ୍କାର

ଭଞ୍ଜନଗର: କରୋନା ଯୋଗୁଁ ଏପରି ଅବସ୍ଥା ହୋଇଛି ଯେ, ପର ତ ପର ବେଳେ ବେଳେ ଆପଣାର ଲୋକେ ବି ପର ହୋଇଯାଉଛନ୍ତି । ଏପରି ଏକ ଘଟଣା ଘଟିଛି ଭଂଜନଗର ଅଂଚଳରେ । ଗତ କାଲି ରାତିରେ କୋଭିଡ କେୟାର ସେଣ୍ଟର ବା ଡିସିଏଚସି ରେ, ଲଣ୍ଡେଇସାହି ଅଂଚଳର କାଳୀ ଚରଣ ସାହୁଙ୍କରର ମୃତ୍ୟୁ ହୋଇଥିଲା । ୬୫…

ରାଜ୍ୟରେ ଖସିଲା ପାରଦ, ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : କାଳବେଶାଖୀ ପ୍ରଭାବରେ ରାଜ୍ୟରେ କମିଛି ତାତି । ଫଳରେ ଅସହ୍ୟ ତାତିରୁ ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି । ଆଜି ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୩ ଡିଗ୍ରୀ…

ରାଜ୍ୟରୁ ସୁସ୍ଥ ହେଲେ ୮୫୪୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୫୪୭ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧,…

ଭୁବନେଶ୍ୱରରୁ ୧୨୯୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୧୧୩୧ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୧୨୯୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୩ ଓ ସ୍ଥାନୀୟ ଅଂଚଳରୁ ୧୧୩୧ ଜଣ…

କରୋନାରେ ଆଖି ବୁିଜିଲେ ଆଉ ଜଣେ ସାମ୍ବାଦିକ

ରାଉରକେଲା: ଖବର ସଂଗ୍ରହ ପାଇଁ ଦିନ ରାତି ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବ୍ୟକ୍ତି ଆଜି ନିଜେ ଫଟୋ ପାଲଟିଯାଇଛନ୍ତି । ରାଉରକେଲାର କନକ ନ୍ୟୁଜର କ୍ୟାମେରାମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ୫୦ ବର୍ଷୀୟ ସୁମନ୍ତ ଗତ କିଛି ଦିନ…

ଅନ୍‌ଲାଇନ୍ ଅଛନ୍ତି ପପୁ ପମ୍‌ପମ୍ !

ଭୁବନେଶ୍ୱର: ଓଡିଶାର ଅନନ୍ୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ପ୍ରକୃତ ନାଁ ତତ୍ତ୍ୱପ୍ରକାଶ ଶତପଥୀ । ଖାସ କରି ଇନଷ୍ଟାଣ୍ଟ କମେଡି ପାଇଁ ଏହି ଅଭିନେତା ଜଣକ ବେଶ ଜଣାଶୁଣା । ଓଡିଶାରେ ଆଜି ପର୍ଯ୍ୟନ୍ତ କମେଡି ମାମଲାରେ ପପୁଙ୍କୁ ଟକ୍କର ଦେବାକୁ ବୋଧ ହୁଏ କେହି ସମର୍ଥ ହୋଇଥିବେ । ନିଜ…

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ…

ସରକାରୀ ମହିଳା ମହାବିଦ୍ୟାଳୟ ପାଲଟିଲା କୋଭିଡ୍ କେୟାର ସେଣ୍ଟର

ପୁରୀ: ଆଜିଠୁ ପୁରୀ ବାସିନ୍ଦାଙ୍କୁ ମିଳିବ ନୂତନ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ସେବାସୁବିଧା । ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ୪୦ଟି ବି-ଟାଇପ୍ ଅକ୍ସିିଜେନ୍ ଓ ଅକ୍ସିଜେନ୍…