Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲକଡାଉନ୍‌ରେ ସକ୍ରିୟ ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ !

ସୋନପୁର: କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ଜାରି ହୋଇଛି ଲକଡାଉନ୍ । ହେଲେ ଏହି ଲକଡାଉନ୍‌କୁ ସୁବର୍ଣ୍ଣ ସୁଯୋଗ ଭାବି ସକ୍ରିୟ ହୋଇଛନ୍ତି ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ୍ । ବେଶ କିଛି ଦିନ ହେବ ସୋନପୁର ଉଲୁଣ୍ଡା ଥାନା ଅଂଚଳରେ ବିଦ୍ୟୁତ ଖୁଣ୍ଟ ଚୋରି ରାକେଟ ସକ୍ରିୟ…

ଲକଡାଉନରେ କିଏ ଅଫିସ୍ ଆସିବେ ? ତାଲିକା ଦେବାକୁ ସଂସ୍ଥାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ସହ ବିଭିନ୍ନ ଜରୁରୀକାଳୀନ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ୍ ଯିବା ପାଇଁ ଅନୁମତି ମିଳିଛି । ତେବେ, ପୋଲିସ୍ ଏଥିପାଇଁ କୌଣସି ପାସ୍ ଦେଉନାହିଁ । କେବଳ…

ଶାଗ ତୋଳିବା ବେଳେ କଚାଡ଼ି ମାରିଲା ହାତୀ: ଦୁଇ ମୃତ ଓ ଜଣେ ଗୁରୁତର

ରାଇରଙ୍ଗପୁର: ଶାଗ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ଭିତରେ ଜଣେ ନାବାଳିକା ଅଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ରେଞ୍ଜ ଅନ୍ତର୍ଗତ ଟୁଙ୍ଗରୁ ଜଙ୍ଗଲରେ ଏହି ଘଟଣା ଘଟିଛି…

କରୋନାରେ ବିଶିଷ୍ଟ ଲେଖକ ଆଜମ୍ବର ମଲ୍ଲଙ୍କ ପରଲୋକ

ବଲାଙ୍ଗୀର: କରୋନାରେ ଜଣାଶୁଣା ଲେଖକ ତଥା ପୂର୍ବତନ ପ୍ରଫେସର ଡ. ଆଜମ୍ବର ମଲ୍ଲଙ୍କ ପରଲୋକ। ଶୁକ୍ରବାର ଦିନ କରୋନାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସୂଚନାନୁସାରେ ବଲାଙ୍ଗୀରର ଏକ ଡାକ୍ତରଖାନାରେ ଡ. ମଲ୍ଲଙ୍କ ଚିକିତ୍ସା…

କଟକରେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି !

କଟକ: କରୋନା କଟକ ଜିଲ୍ଲାରେ କାୟା ବିସ୍ତାର କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା କରିଛନ୍ତି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ । ତେବେ…

ଓଡ଼ିଶାରେ କରୋନା ରେଡ୍ ହଟ୍ ଜିଲ୍ଲା ଖୋର୍ଦ୍ଧା-ସୁନ୍ଦରଗଡ଼-କଟକ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ…

କରୋନାରେ ପୂର୍ବତନ ଓଡ଼ିଶା କ୍ରିକେଟର ରବି ନାରାୟଣ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ଓଡିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡାଙ୍କ ପରଲୋକ। ଶ୍ରୀ ପଣ୍ଡାଙ୍କର ଶୁକ୍ରବାର ରାତିରେ ସହରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ପରିବାର ସୂତ୍ରରୁ ପ୍ରକାଶ ଯେ ପଣ୍ଡା…

ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଏକ ଗ୍ରାମରେ ଶୁକ୍ରବାର ରାତିରେ ବିଷାକ୍ତ ସାପ କାମୁଡାରେ ତିନି ବର୍ଷର ଝିଅ ଓ ତା'ର ୧୧ ବର୍ଷୀୟ ଭାଇର ମୃତ୍ୟୁ ଘଟିଛି। ମୃତ ଭାଇ ଓ ଭଉଣୀ ଭୁମିକା ଏବଂ ଅଭିଷେକ ବୋଲି ଜଣାପଡିଛି। ସେମାନେ ଆଳି ନିକଟ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାସଙ୍କ ସନ୍ତାନ।…

କଟକ ଜେଲ୍‌ରେ ଆଉ ୯ କଏଦୀ କରୋନା ପଜିଟିଭ

କଟକ: କଟକ ଜିଲ୍ଲାର ସାଲେପୁର ସବ୍‌-ଜେଲରେ କରୋନା ଆକ୍ରାନ୍ତ ହୋଇଥିବା ଅନ୍ତେବାସୀଙ୍କ ସଂଖ୍ୟା ୨୨ କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ଆଉ ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ଏପ୍ରିଲ୍ ୩୦ରେ ୬ ଜଣ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ…

ଶୋଇଛି ସରକାର ? କରୋନା ରୋଗୀଙ୍କୁ ମିଳୁନି, ନଦୀରେ ଭାସୁଛି ରେମଡେସିଭର ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଦେଶରେ ଅକ୍ସିଜେନ୍, ବେଡଠୁ ନେଇ ଔଷଧ ସବୁକିଛିର ଅଭାବ ଦେଖା ଦେଇଛି । କେଉଁଠି ଅକ୍ସିଜେନ୍ ପାଇଁ ଛଟପଟ ହୋଇ ଜୀବନ ଯାଉଛି ତ ଆଉ କେଉଁଠି ଔଷଧ ପାଇଁ । ଏହାରି ଭିତରେ ପଞ୍ଜାବର ଏକ ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ…