Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୋଇଛି ସରକାର ? କରୋନା ରୋଗୀଙ୍କୁ ମିଳୁନି, ନଦୀରେ ଭାସୁଛି ରେମଡେସିଭର ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ସମସ୍ତଙ୍କ ନିଦ ହଜାଇ ଦେଇଛି । ଦେଶରେ ଅକ୍ସିଜେନ୍, ବେଡଠୁ ନେଇ ଔଷଧ ସବୁକିଛିର ଅଭାବ ଦେଖା ଦେଇଛି । କେଉଁଠି ଅକ୍ସିଜେନ୍ ପାଇଁ ଛଟପଟ ହୋଇ ଜୀବନ ଯାଉଛି ତ ଆଉ କେଉଁଠି ଔଷଧ ପାଇଁ । ଏହାରି ଭିତରେ ପଞ୍ଜାବର ଏକ ଭିଡିଓକୁ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ…

ଟିକାଦାନ କେନ୍ଦ୍ରରେ ଅସନ୍ତୋଷ, କର୍ମଚାରୀ ବିଳମ୍ବରେ ଆସୁଥିବା ଅଭିଯୋଗ

ସୋନପୁର: ଟିକା ନେବାକୁ ଭୋରରୁ ଲାଗୁଛି ଲାଇନ୍ । ରାତି ସାଢ଼େ ୩ଟାରୁ ଟିକାଦାନ କେନ୍ଦ୍ରରେ ଲାଇନ୍ ଦେଉଛନ୍ତି ଲୋକ । କିନ୍ତୁ ସକାଳ ୮ଟା ସୁଦ୍ଧା ସେଣ୍ଟରକୁ ଆସୁ ନାହାନ୍ତି କର୍ମଚାରୀ । ଫଳରେ ଟିକାକରଣ ବିଳମ୍ବ ହେଉଛି । ଏଭଳି ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଥିବା…

କରୋନାରେ ଚାଲିଗଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

କୋରାପୁଟ: କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କୋରାପୁଟର ବରିଷ୍ଠ ସାମ୍ବାଦିକ ଡି ଶଙ୍କର ରାଓ ଶନିବାର ସକାଳେ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ଶ୍ରୀ ରାଓଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ…

ବାଲେଶ୍ବରରୁ ଉଦ୍ଧାର ଡ଼ଲଫିନର ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଏକ ନଦୀ ମୁହାଣରୁ ଉଦ୍ଧାର ହୋଇଥିବା ଆହତ ଡଲଫିନର ଶୁକ୍ରବାର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ବାଲିଆପାଳର କିଛି ସ୍ଥାନୀୟ ଲୋକ କଙ୍କଡାପାଳ ନଦୀ ମୁହାଣ ନିକଟରେ ଏକ ଡଲଫିନକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏନେଇ ବନ ଅଧିକାରୀମାନଙ୍କୁ ଜଣାଇବା ପରେ…

କୋଭିଡ୍ ଡ୍ୟୁଟି ପାଇଁ ଏସସିବି ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଦୁର୍ଗାପ୍ରସାଦ ନିକଟରେ ବସଟି ଗଛରେ ଧକ୍କା ହୋଇଛି । ଟର୍ଣ୍ଣିଂ ବୁଲିବା ବେଳେ ଭାରସାମ୍ୟ ହରାଇ ଓଏସଆରଟିସି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୭ ଜଣ ଢାକ୍ତରୀ…

କରୋନା ସଂକ୍ରମଣରେ ସର୍ବାଧିକ ୨୧ ମୃତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ ଓଡିଶାର ୧୪ ଜିଲ୍ଲାରୁ ୨୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି। ଚାରିଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବାବେଳେ ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ ଏବଂ କଟକରୁ ଦୁଇଜଣ ଲେଖାଁଏ ଓ ଢେଙ୍କାନାଳ,…

ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି, ଦକ୍ଷିଣ ଓଡ଼ିଶାରେ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତି ସମୀକ୍ଷା କରିବେ

ବ୍ରହ୍ମପୁର: ଦିନିକିଆ ବ୍ରହ୍ମପୁର ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା କରିବେ । ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଚାଲିଛି ତାର ଅନୁଧ୍ୟାନ କରିବେ ପୋଲିସ…

ଭୁବନେଶ୍ୱର ଆଇଗିଣିଆ ଛକରେ ଦୁର୍ଘଟଣା, ଟ୍ରେଲର ଡ୍ରାଇଭର ମୃତ

ଭୁବନେଶ୍ୱର: ଖଣ୍ଡଗିରି ନିକଟ ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରର କଣ୍ଟେନର ଖସି ଯିବାରୁ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଏଥିର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ହେଲପର । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଛି । କଣ୍ଟେନର ବୋଝେଇ…

ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର: ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ପ୍ରତାପ ଦେନା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ…

ଆଜି ଓଡ଼ିଶାରୁ ୧୧,୮୦୭ କରୋନା ସଂକ୍ରମିତ ଚିହ୍ନଟ, ପଜିଟିଭ୍ ହାର ୨୩%

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ୧୦ ହଜାର ଉପରେ ରହୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୨ହଜାର ୨୩୮…