Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନାରେ ସିଂହର ମୃତ୍ୟୁ ପରେ ସବୁ ଚିଡିଆଖାନାରେ ନିଆଗଲା ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ୱର: କରୋନା କେବଳ ମାନବ ସମାଜର କ୍ଷତି କରୁଛି ତା ନୁହେଁ । ଏହା କବଳରେ ପଶୁ ମାନେ ବି ପଡିଲେଣି । ହାଇଦ୍ରାବାଦରେ ଗୋଟିଏ ସିଂହର କରୋନାରେ ମୃତ୍ୟୁ ହେବା ପରେ ଦେଶର ସବୁ ଚିଡ଼ିଆଖାନାରେ ସତର୍କ ଓ ସୁରକ୍ଷା ପଦକ୍ଷେପ ବଢାଇବାକୁ ନିର୍ଦ୍ଦେଶ ଆସିଛି। ଜଙ୍ଗଲ ପରିବେଶ ମନ୍ତ୍ରାଳୟ ସବୁ…

ରାଜଧାନୀରେ ଲକ୍ ଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର: ଲକଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଅନୁମତି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଠି ୮୧୪୪୨୦୭୧୦୦ । ଏହି ନମ୍ବରକୁ କଲ କଲେ କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ । 8144207100 ,This number is for…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ସାଂସଦ ରଘୁନାଥ ମହାପାତ୍ରଙ୍କ ପତ୍ନୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟେଲିଫୋନରେ ଶ୍ରୀ ନାୟକଙ୍କ ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନାୟକ ବର୍ତ୍ତମାନ ଏମସରେ ଭେଣ୍ଟିଲେଟରରେ ଅଛନ୍ତି ।…

ଓଲିଉଡରେ ନୂଆ ଅଧ୍ୟାୟ, ମା’ ସମଲେଶ୍ୱରୀ

ଭୁବନେଶ୍ୱର: ଓଡିଆ ସିନେପ୍ରେମୀଙ୍କ ପାଇଁ ଖୁସୀ ଖବର । ଖାସ କରି ପଶ୍ଚିମ ଓଡିଶା ଲୋକଙ୍କୁ ଏକ ଅନନ୍ୟ ଭେଟି ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ପ୍ରଡକ୍ସନ୍ ହାଉସ୍ । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡିଆ ଧାର୍ମିକ ଫିଲ୍ମ “ମା’ ସମଲେଶ୍ୱରୀ” । ଫିଲ୍ମଟି ଡିଜିଟାଲ୍ ପ୍ଲାଟଫର୍ମ ରିଲିଜ୍…

ମାନବିକତା ଆଗରେ ଫିକା ପଡିଲା ରକ୍ତ ସଂପର୍କ !

ବୁଗୁଡା: ଆଜି ବି ବଂଚିଛି ମାନବିକତା । ଏହି ଧାଡିଟିକୁ ଲେଖିବା, ପଢିବା କିମ୍ବା କାହାକୁ କହିବା ବେଶ ସହଜ । ହେଲେ ତାକୁ ସତ ପ୍ରମାଣିତ କରିବା ଅନେକଙ୍କ ପକ୍ଷେ ଅସମ୍ଭବ । ତେବେ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ବୁଗୁଡାର ଚିରିକିପଡା ଗାଁରେ ସାମ୍ନାକୁ ଆସିଛି । ଚିରିକିପଡା…

କୋଭିଡ୍‌ ପରିଚାଳନା; ଏହି ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍‌ ପରିଚାଳନା ପାଇଁ ରାଜ୍ୟର ଏହି ତିନୋଟି ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଅତିରିକ୍ତ ପାଣ୍ଠି ମଞ୍ଜୁର କରିଛନ୍ତି। ଏହି ୩ ଜିଲ୍ଲା ମଧ୍ୟରେ ପୁରୀ, ସୁବର୍ଣ୍ଣପୁର ଏବଂ ସମ୍ବଲପୁରକୁ ସାମିଲ କରାଯାଇଛି। ପୁରୀ ଜିଲ୍ଲାକୁ କୋଭିଡ ପରିଚାଳନା ପାଇଁ ୨ କୋଟି ଟଙ୍କା…

ଢେଙ୍କାନାଳରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !

ଢେଙ୍କାନାଳ: ଗଛରେ ଝୁଲୁଥିଲା ଜଣେ ମହିଳାଙ୍କ ମୃତଦେହ । ଏହି ଘଟଣାକୁ ନେଇ ଢେଙ୍କାନାଳ ବସୁଲେଇ ଗାଁ ଚର୍ଚ୍ଚାକୁ ଆସିଛି । ଗାଁ ପାଖ ଶିବ ମନ୍ଦିର ପଛରେ ଥିବା ଏକ ପଳାସ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଦୁଷ୍ମନ୍ତ ରାଉତଙ୍କ ସ୍ତ୍ରୀ ଅଂଜନାଙ୍କ ମୃତଦେହ । ମିଳିଥିବା ସୂଚନା ଅନୁଯାୟୀ…

ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିରୋଧୀଦଳର ନେତା ତଥା ବିଜେପି ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। “କରୋନା ପଜିଟିଭ ଆସିବା ପରେ ବିରୋଧୀଦଳର ନେତା ପ୍ରଦୀପ୍ତ…

ଟ୍ରେନରେ ପଶ୍ଚିମବଙ୍ଗ ଗଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: କରୋନାର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ପ୍ରବଳ କଟକଣା…

କରୋନାରେ CRPF ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ

ଭୁବନେଶ୍ୱର: ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ ହୋଇଛି । କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଭୁବନେଶ୍ୱର ସିଆରପିଏଫରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡ଼ିଛି । ୫୪ ବର୍ଷିଅ ସୁନୀଲ ପାର୍ଥ କରୋନାର ପ୍ରଥମ ପ୍ରବାହ…