Latest Odisha News

BREAKING NEWS

Browsing Category

ଓଡିଶା

Odisha

କ୍ରାଇମବ୍ରାଞ୍ଚ STF କବଜାରେ ୨ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ, ୫ ବନ୍ଧୁକ ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ । ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ସେମାନଙ୍କ ପାଖରୁ ଜବତ ହୋଇଛି ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ମୁଙ୍ଗେର ଅଞ୍ଚଳର…

କଟକ ଜେଲ୍‌ରେ ୧୨ କଏଦୀ କରୋନା ପଜିଟିଭ

କଟକ: କଟକ ଜିଲ୍ଲା ସାଲେପୁରର ଏକ ସବ୍‌-ଜେଲରେ ୧୨ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜେଲ୍ ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ୍ ୩୦ ରେ ପାଞ୍ଚ ଜଣ ଅନ୍ତେବାସୀ କରୋନ ଆକ୍ରାନ୍ତ ହୋଇଥି‌‌ଲେ। ଏହା ପରେ ଜେଲ୍ କର୍ତ୍ତୃପକ୍ଷ ଅବଶିଷ୍ଟ ଅନ୍ତେବାସୀଙ୍କ କୋଭିଡ୍‌ ପରୀକ୍ଷା କରିଥିଲେ…

ବାଲୁକା କଳାରେ ଲକଡାଉନ୍ ନେଇ ସଚେତନତା ବାର୍ତ୍ତା

ପୁରୀ: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନ୍ । ଯାତାୟାତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ମାନିବା ପାଇଁ ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।…

ରେଡ୍ ଜୋନରେ ଓଡ଼ିଶାର ୨୩ ଜିଲ୍ଲା, ଗ୍ରୀନ୍ ଜୋନରେ କେବଳ ମାଲକାନଗିରି

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଉଛି । ଏଥିସହ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । କାଲି ୨୧ ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ରେଡ୍ ଜୋନ୍ ତାଲିକାରେ ଆଜି ବୌଦ୍ଧ ସମ୍ୱଲପୁର ଜିଲ୍ଲା ଯୋଡ଼ି ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରୁ ୧୨୯…

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ସମସ୍ୟା ଲାଗି ରହିଛି । ଟିକା ଅଭାବ ଯୋଗୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ବରଗଡ, କଟକ, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, ଦେଓଗଡ, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, ରାୟଗଡା, ସମ୍ବଲପୁର…

ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ?

ଭୁବନେଶ୍ୱର: ଆଜିଛୁ ଓଡ଼ିଶାରେ ଲକଡାଉନ୍ । ଏହି ୧୪ ଦିନ ଭିତରେ ଲୋକଙ୍କୁ କାମ ନଥିଲେ ଘରୁ ବାହାରିବା ପାଇଁ ମନା କରାଯାଇଛି । କିନ୍ତୁ କୋଭିଡ୍ ଟେଷ୍ଟିଂ ପାଇଁ ହସ୍ପିଟାଲକୁ ଯାଇପାରିବେ । ଟିକାକରଣ କାମ ଜାରି ରହିବ । ଟିକା ନେବାକୁ ଲୋକ ଯାଇପାରିବେ । ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ ହେଲା…

ଓଡ଼ିଶାରେ ୭ ଜିଲ୍ଲାରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୭ଟି ଜିଲ୍ଲାରୁ କରୋନାରେ ଆଉ ୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୩ ଜଣ…

ଓଡ଼ିଶା ଲକଡାଉନ୍: ଆଜିଠୁ ୧୪ ଦିନ ଗାଁଠୁ ସହର ଶୂନଶାନ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ଓଡ଼ିଶାରେ ଲକଡାଉନ୍ । ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ । ଗାଁଠୁ ସହର ଶୂନଶାନ । ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ନହେଲେ ଘରୁ ଗୋଡ଼ କାଢ଼ିବା ମନା । ରାସ୍ତାଘାଟ ଶୂନଶାନ । କୋଳାଙଳର ସହର ଶୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ…

ରାଜ୍ୟରୁ ଆଜି ୯୮୮୯ କରୋନା ସଂକ୍ରମିତ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ବଢ଼ିଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ହଜାର ୮୮୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୮ହଜାର ୨୧୬ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ହଜାରେ ଉପରେ ରହିଛି ଦୈନିକ…

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର : ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବା ଛଡ଼ା ବାକି ସବୁ କିଛି ବନ୍ଦ ରହିବ । ତେବେ ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ଜିଲ୍ଲା ଆହାର ସୋସାଇଟିକୁ ଚିଠି ଲେଖିଛନ୍ତି ଓଏସଡି…