Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗାରି ବିଷାକ୍ତ ଲସି ମାମଲାରେ ନୂଆ ମୋଡ !

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ସାପ୍ତାହିକ ହାଟର ବିଷାକ୍ତ ଲସି ମାମଲା । ଶୋଷ ମେଣ୍ଟାଇବାକୁ ଯାଇ ଲସି ପିଇଥିଲେ ଶତାଧିକ ଗ୍ରାମବାସୀ । ଏହି ମାମଲାରେ ଗତକାଲି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସିମିଳିବାଂଚାରେ ରହୁଥିବା ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଗୋଷ୍ଠୀ…

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ, ବନ୍ଦ ହେବନି ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟ

କଟକ: ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ପିଲା ପଢ଼ୁଥିବା ବିଦ୍ୟାଳୟ । ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…

ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଉପରେ ସରକାରଙ୍କ ଗୁରୁତ୍ୱ, ଶୁଣୁନାହାଁନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

ଖୋର୍ଦ୍ଧା: ରାଜ୍ୟରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛି । କେଉଁଦିନ ୧୨ଶହ ତ ଆଉ କେଉଁଦିନ ୧୧ ଶହ । ହଜାରେ ତଳକୁ ଦୈନିକ ସଂକ୍ରମଣ ମାମଲା ଖସୁନି । ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇନେବାକୁ ସରକାର କହୁଛନ୍ତି । କିନ୍ତୁ, ଟେଷ୍ଟିଂ ଦାୟିତ୍ୱରେ…

ଟିକା ଅଭାବ; ରାଜ୍ୟର ଏହି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମେ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ୟୁନିଟ୍-୬ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ବାଦିକମାନଙ୍କ ପାଇଁ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏହି ଟିକାକରଣ ଅଭିଯାନ ସକାଳ ୯.୩୦ ରେ ଆରମ୍ଭ ହେବ। ଅନ୍ୟପକ୍ଷରେ, ଅନ୍ୟ ସମସ୍ତ ଯୋଗ୍ୟ ବର୍ଗଙ୍କ ପାଇଁ ଟିକାକରଣ ବିଷୟରେ ସୂଚନା…

ମହାମାରୀ କରୋନା ନେଲା ଆଉ ୧୫ ଜୀବନ, ଖୋର୍ଦ୍ଧାରୁ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଥମୁନି ସଂକ୍ରମଣ କି କମୁନି କରୋନା ମୃତ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ଭଳି ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମହାମାରୀରେ ଖୋର୍ଦ୍ଧାରୁ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ରାୟଗଡ଼ାରୁ ୩,…

ରାଜ୍ୟରୁ ଆଉ ୮ ହଜାର ୨୧୬ ପଜିଟିଭ୍, ୧୨ ଜିଲ୍ଲାରେ ୩ ଶହ ଉପରେ ଦୈନିକ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୮ ହଜାର ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୧୨ ଜିଲ୍ଲାରେ ଦୈନିକ…

ଦୋକାନରେ ଗହଳି ନ‌କରିବାକୁ ଅପିଲ କଲେ ଏସଆରସି

ଭୁବନେଶ୍ୱର: ଓଡିଶା ସରକାର ସାରା ରାଜ୍ୟରେ ଆସନ୍ତା ୫ରୁ ୧୯ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ସମୟରେ ଭୟଭୀତ ନହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ଅପିଲ କରିଛନ୍ତି। ଏପରିକି ସହରରେ ଥିବା ଦୋକାନ ବଜାରରେ ଭିଡ଼ ନକରିବାକୁ ସେ ଜନସାଧାରଣଙ୍କୁ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୮୨୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଆଉ ୮୨୩ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୦ ଜଣ ଥିବା ବେଳେ, ୬୭୩ ଜଣ ଲୋକାଲ୍‌ କେସ୍‌ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୦୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର…

ଲକଡାଉନକୁ ନେଇ କ’ଣ କହିଲେ କମିଶନରେଟ ପୋଲିସ, ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ବୁଧବାର ଠାରୁ ଓଡ଼ିଶାରେ ଲକଡାଉନ ଆରମ୍ଭ ହେବାକୁ ଥିବାବେଳେ ଦୋକାନ ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଦୋକାନ ଆଗରେ ଅଯଥା ଗହଳି ନକରିବାକୁ ଅପିଲ କରିଛି କମିଶନରେଟ ପୋଲିସ। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଲକଡାଉନ୍…

ତାତିରୁ ମିଳିଲା ଆଶ୍ବସ୍ତି, ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହର

ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ପାରଦ ସାମାନ୍ୟ ତଳକୁ ଖସିଛି । ୪୦ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହରର ତାପମାତ୍ର । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀ ଥିବା ବେଳେ,…