Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଃଖଦ ଖବର: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ, ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ପିପିଲି: ଆଉ ନାହାନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ନିର୍ବାଚନର ତିନି ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ଅଜିତ । ୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା…

ପାଣିପାଗ ବିଭାଗର ସୂଚନା: ୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, ରାୟଗଡା ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୬0 କିଲୋମିଟର ରହିବ ବୋଲି ପାଣିପାଗ…

ହାଇଦର ଫେରାର୍ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାକୁ ୫ ଦିନ ବିତିଲାଣି । ପୋଲିସ ଖୋଜୁଛି ପାଉନି । କୁହାଯାଉଛି କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଲାଂଦେଶ ପଳାଇଛି ହାଇଦର । ଅନ୍ୟପଟେ ହାଇଦର ନିଖୋଜକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍…

ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍, ସମସ୍ତ ରାସ୍ତା ସିଲ୍ କଲା ଜିଲ୍ଲା ପ୍ରଶାସନ, ଏପ୍ରିଲ ୩୦ଯାଏଁ ବସ୍ ସେବା ବନ୍ଦ…

ମାଲକାନଗିରି: ମାଲକାନଗିରିରୁ ଛତିଶଗଡକୁ ଯାତାୟାତ ଠପ୍ ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ମାଲକାନଗିରିଠାରୁ ଛତିଶଗଡକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏହାସହ ଏପ୍ରିଲ ୩୦ ପର୍ଯ୍ୟନ୍ତ କୌଣସି ବସ୍ ଛତିଶଗଡରୁ ମାଲକାନଗିରି ଯାତାୟାତ…

ପୂର୍ଣ୍ଣ କ୍ଷମତାରେ ଚାଲିବ ସମ୍ କୋଭିଡ୍ ହସ୍ପିଟାଲ, ଆଦ୍ୟିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ପୁନଃ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ସରକାର ସମ୍ କୋଭିଡ୍ ହସ୍ପିଟାଲକୁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ କରିଛନ୍ତି । ଏଥିସହ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଲଗାତାର ଭୁବନେଶ୍ୱରରେ ଦୁଇ ଦିନ ଧରି ୧୯୦ରୁ ଅଧିକ ସଂକ୍ରମିତ ଚିହ୍ନଟ…

ବୁର୍ଲା ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବା ବେଳେ ବୁର୍ଲା ଗସ୍ତରେ ଯାଇ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ…

ପିପିଲି ଉପନିର୍ବାଚନ, ପୋଷ୍ଟାଲ୍ ବାଲଟରେ ଭୋଟ୍ ଦେଲେ ୧୦୫୨ ଜଣ

ପିପିଲି: ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଥଖରେ ମତଦାନ ହେବ । ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ  ସମ୍ମତି ପ୍ରଦାନ କରିଛନ୍ତି ।…

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୩କୁ ବୃଦ୍ଧି

ଭୁବନେଶ୍ୱର: ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୨ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଲାଙ୍ଗିର, ଗଞ୍ଜାମ ଓ ଯାଜପୁରର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୩…

ନନ୍ଦନକାନନରେ ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ ଜଣ ନୂଆ ଅତିଥି । ନାଲି ମହାବଳ ବାଘୁଣୀ ମେଘା ୩ ଛୁଆଙ୍କୁ ଜନ୍ମ ଦେଇଛି । ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।…

ରାଜ୍ୟରେ କରୋନାର ନୂଆ ରେକର୍ଡ, ୨ ହଜାର ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାର ପ୍ରକୋପ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୬୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୩୧୪ଟି ମାମଲା ଆସିଥିବା ବେଳେ…