Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଓବାଦୀଙ୍କ ମାୟାଜାଲକୁ ଭେଦିଲା ସିଆରପିଏଫ୍

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ବାହିନୀ ଲଗାଇଥିଲା ଲ୍ୟାଣ୍ଡମାଇନ୍ । ନିଷ୍କ୍ରିୟ କଲା ସିଆରପିଏଫ୍ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ମାଓ ପ୍ରବଣ ଇଲାକା ମିନପାଠାରୁ ବୁର୍କାପାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ…

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ମନ୍ଦିରମାଳିନୀ ସହରରୁ ବିଶ୍ୱସ୍ତରୀୟ ସ୍ମାର୍ଟସିଟିରେ ପରିଣତ ହୋଇଛି ଭୁବନେଶ୍ୱର । ଏବେ…

ବାଲୁକା କଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ କାୟାବିସ୍ତାର କରି ଚାଲିଛି କରୋନା ସଂକ୍ରମଣ। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା…

ଛତିଶଗଡ଼ରେ କରୋନା ବ୍ରେକ ଫେଲ୍: ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି

ଭୁବନେଶ୍ୱର: ଛତିଶଗଡ଼ରେ କରୋନା ସ୍ଥିତି ସାଂଘାତିକ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବଢୁଛି । ସେପଟେ ବ୍ୟାପୁଛି, ଏପଟେ ଓଡ଼ିଶାରେ ବଢୁଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୫୭୬ ନୂଆ ଆକ୍ରାନ୍ତ । ଏହି ସମୟରେ ଓଡ଼ିଶାରୁ ବାହାରିଛି ୧୭୮୪ ପଜିଟିଭ୍ । ଏଥିରୁ…

୭୩ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, କରୋନା ପାଇଁ ଉତ୍ସବ ନାହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା…

ଓୟୁଏଟି ର ୫ ଛାତ୍ରଛାତ୍ରୀ କରୋନା ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ବର OUAT ର ପାଞ୍ଚ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ଚାରିଜଣ ହଷ୍ଟେଲ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ବିଏମ୍ମ‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସଂକ୍ରମିତ…

ମା’ ବୁଢ଼ୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପର ଦୁଇ ପୂଜକ କରୋନା ପଜିଟିଭ୍, ସାଧାରଣ ଦର୍ଶନ ବାରଣ

ବ୍ରହ୍ମପୁର: ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦୁଇ ଜଣ ପୂଜକ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଅସ୍ଥାୟୀ ମଣ୍ଡପର ଦୁଇ ଜଣ ପୂଜକ । ଏହାପରେ ଯାତ୍ରାସ୍ଥଳ ଦେଶୀ ବେହେରା ସାହିକୁ ଜିଲ୍ଲା ପ୍ରଶାସନ ସିଲ କରିଛି । ସମ୍ପୃକ୍ତ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ବୁଢ଼ୀ…

ବାଲେଶ୍ୱରରେ ମୁଖ୍ୟ ସଚିବ ଓ 5T ସଚିବ, ଉନ୍ନୟନମୂଳକ କାମର କଲେ ସମୀକ୍ଷା

ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ତାଙ୍କ ସହ 5T ସଚିବ ଭି. କେ. ପାଣ୍ଡିଆନ୍ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର ମଧ୍ୟ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ବାଲେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ କାମ ସମୀକ୍ଷା…

ଓଡ଼ିଶାରୁ ୧,୭୮୪ କରୋନା ପଜିଟିଭ୍, ନୂଆପଡ଼ାରେ ସଂଖ୍ୟା ଟପିଲା ୩୦୦

ଭୁବନେଶ୍ୱର: ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣରେ ବ୍ରେକ ଲାଗୁନି । ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭ଶହ ୮୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧ହଜାର ୩୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍…

ଓଏସ୍‍ଏଲ ପକ୍ଷରୁ ଏକ ଲକ୍ଷ ମାସ୍କ ମାଗଣା ବଣ୍ଟନ ନିଷ୍ପତ୍ତି

କଟକ: ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଲୋକମାନଙ୍କ ମଧ୍ୟରେ ଏକ ଲକ୍ଷ ମାସ୍କ ମାଗଣାରେ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନ ଆହ୍ୱାନକୁ ପାଳନ କରିବାକୁ ଯାଇ ଓଏସ୍‍ଏଲ୍‍ ପୁରୁଷ ଓ…